Latest Odisha News

BREAKING NEWS

Browsing Category

ବାଣିଜ୍ୟ

ମାତ୍ର ୧୯୯୦ ଟଙ୍କାରେ କିଣିପାରିବେ ବ୍ଲୁଟୁଥ୍ କଲିଂ ସ୍ମାର୍ଟୱାଚ୍

ଓଡିଶା ସମ୍ବାଦ ବ୍ୟୁରୋ: କନଜ୍ୟୁମର ସ୍ମାର୍ଟ ୱେୟାରବଲ ନିର୍ମାଣ କରୁଥିବା ବ୍ରାଣ୍ଡ ସଟ୍ (Sott) ଏହାର ନୂତନ ସ୍ମାର୍ଟ ୱାଚକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୨ ବିକ୍ରିରେ ଏକ ନୂତନ ସ୍ମାର୍ଟୱାଚ୍ Armor 007 ଲଞ୍ଚ କରିଛି। ନୂତନ ଆର୍ମର୍…

ଲଞ୍ଚ ପୂର୍ବରୁ ଅନଲାଇନରେ ଲିକ୍ ହେଲା ଜିଓଫୋନ ୫ଜିର ସ୍ପେସିଫିକେସନ

ଓଡିଶା ସମ୍ବାଦ ବ୍ୟୁରୋ: ଜିଓ ସ୍ମାର୍ଟଫୋନ ୫ଜି ବିଷୟରେ ଅନେକ ମାସ ଧରି କ୍ରମାଗତ ବିଭିନ୍ନ ପ୍ରକାରର ସୂଚନା ମିଳୁଛି। ତଥାପି ଏବେ ପର୍ଯ୍ୟନ୍ତ ଜିଓଫୋନ ୫ଜି ଲଞ୍ଚ ସମ୍ପର୍କିତ କୌଣସି ଆନୁଷ୍ଠାନିକ ଭାବେ ଘଷୋଣା କରାଯାଇନାହିଁ। କିନ୍ତୁ ବର୍ତ୍ତମାନ ୫ଜି ଫୋନର ସ୍ପେସିଫିକେସନ ଅନଲାଇନରେ ଲିକ୍…

ସାବଧାନ! ଏହି ନୂତନ ମାଲୱେର ହ୍ୟାକ କରୁଛି କ୍ରେଡିଟ କାର୍ଡ, ପାସୱାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ

ଓଡିଶା ସମ୍ବାଦ ବ୍ୟୁରୋ: ଇଣ୍ଟର୍ନେଟ ଜଗତରେ ଗତ କିଛି ଦିନ ହେବ ନୂତନ ମାଲୱେର ଏରବିୟମ ନାମକ ଭାଇରସ ଚହଳ ସୃଷ୍ଟି କରିଛି। ଏହି ମାଲୱେର ଲୋକପ୍ରିୟ ଭିଡିଓ ଗେମ୍ ମାଧ୍ୟମରେ କ୍ଷତି ଘଟାଉଛି ଏବଂ ଲୋକଙ୍କ କ୍ରେଡିଟ୍ କାର୍ଡ ସୂଚନା, ପାସୱାର୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରୁଛି। ଏହା…

ବନ୍ଦ ହୋଇଯିବ ଭୋଡାଫୋନ୍-ଆଇଡିଆ ନେଟୱାର୍କ!

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭୋଡାଫୋନ୍-ଆଇଡିଆ। ନଭେମ୍ବରରୁ ହଠାତ୍ ବନ୍ଦ ହୋଇପାରେ ଭୋଡାଫୋନ୍-ଆଇଡିଆ ନେଟୱାର୍କ। ଯଦି ଏପରି ହୁଏ ତେବେ ଭିଆଇର ୨୫ କୋଟିରୁ ଅଧିକ ଗ୍ରାହକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିବ। ଭୋଡାଫୋନ୍-ଆଇଡିଆ ଉପରେ ଇଣ୍ଡସ୍ ଟାୱାର୍ସର ପ୍ରାୟ ୭୦୦୦ କୋଟି…

ଆଇଏମଇଆଇ ନମ୍ବରରୁ ଜାଣିହେବ ଚୋରି ମୋବାଇଲର ଠିକଣା, ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ: ଭାରତରେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ସ୍ମାର୍ଟଫୋନର ଅପବ୍ୟବହାରକୁ ରୋକିବା ପାଇଁ ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି। ଏଥିପାଇଁ, ଜାନୁୟାରୀ ୧, ୨୦୨୩ରୁ ସମସ୍ତ ମୋବାଇଲ୍ ଫୋନ୍ ନିର୍ମାତାଙ୍କୁ ଭାରତରେ ନିର୍ମିତ ପ୍ରତ୍ୟେକ ହ୍ୟାଣ୍ଡସେଟ ବା ସ୍ମାର୍ଟଫୋନ ଲଞ୍ଚିଂ ଅଥବା…

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା

ନୂଆଦିଲ୍ଲୀ: ସାରା ଦେଶରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ସମୟରେ କେନ୍ଦ୍ର ସରକାର କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ାଇଥିବା ସୂଚନା ରହିଛି। ସେପ୍ଟେମ୍ବର ୩୦ରୁ କେନ୍ଦ୍ରୀୟ କର୍ମଚାରୀଙ୍କ…

ରିଲାଏନ୍ସ ରିଟେଲ ଲଞ୍ଚ କଲା ‘ରିଲାଏନ୍ସ ସେଣ୍ଟ୍ରୋ’ ଫ୍ୟାଶନ ଷ୍ଟୋର୍‌, ମିଳିବ ୩୦୦ ରୁ ଅଧିକ ବ୍ରାଣ୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ ପାର୍ବଣରେ ରିଲାଏନ୍ସ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଫ୍ୟାଶନ ଷ୍ଟୋର। ଫ୍ୟାଶନ ପ୍ରେମୀମାନେ ଏବେଠାରୁ 'ରିଲାଏନ୍ସ ସେଣ୍ଟ୍ରୋ'କୁ ଯାଇ କରିପାରିବେ ସପିଂ। ସେପ୍ଟମ୍ବେର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପାର୍ଟ ରିଲାଏନ୍ସ ରିଟେଲ…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତାରେ ଲଞ୍ଚ ହେବ ଜିଓ ୫ଜି ସ୍ମାର୍ଟଫୋନ୍ ଓ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଆଗକୁ ଆସୁଛି ୫ଜି ଯୁଗ । ଏଥିପାଇଁ ଦେଶର ପ୍ରମୁଖ ଟେଲିକମ କମ୍ପାନୀଗୁଡ଼ିକ ମଧ୍ୟରୁ ଜିଓ ଭାରତରେ ୫ଜି ସର୍ଭିସକୁ ରୋଲଆଉଟ କରିବାକୁ ଜୋରସୋର ପ୍ରସ୍ତୁତି ଚଳାଇଛି। ସେପଟେ ଏୟାରଟେଲ କମ୍ପାନୀ ମଧ୍ୟ ୫ଜି ସେବା ଲଞ୍ଚ କରିବାକୁ ଯୋଜାନା କରିଛି। ଏହାରି ଭିତରେ ଜିଓ ଅନ୍ୟ କମ୍ପାନୀଠାରୁ…

ଆସନ୍ତା ମାସରେ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସଂପୂର୍ଣ୍ଣ କରିବାକୁ ଚିନ୍ତା କରୁଛନ୍ତି, ତେବେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। କାରଣ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କଗୁଡିକ ଗୋଟିଏ କିମ୍ବା ଦୁଇ…

କର୍ମଚାରୀଙ୍କୁ ଫିଟ୍ ରହିଲେ ମିଳିବ ଅଧିକ ଦରମା

ଓଡିଶା ସମ୍ବାଦ ବ୍ୟୁରୋ: ଫାଇନାନ୍ସିଆଲ ସର୍ଭିସ କମ୍ପାନୀ ଜିରୋଧା ନିଜ କର୍ମଚାରୀଙ୍କ ପାଇଁ ଆଉ ଏକ ନୂଆ ଆକର୍ଷଣୀୟ ଅଫର ଆଣି ବେଶ ଚର୍ଚ୍ଚାକୁ ଆସିଛି। ଅନଲାଇନ୍ ବ୍ରୋକିଂ ଫର୍ମ ଜିରୋଧା ନିଜର କର୍ମଚାରୀଙ୍କ ପାଇଁ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆଣିଛି। ଏହି ଚ୍ୟାଲେଞ୍ଜ ପୂରଣ କରିବା କର୍ମଚାରୀଙ୍କୁ…