Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଆଗାମୀ ପାଞ୍ଚ ବର୍ଷରେ ଦେଶର ଜିଡ଼ିପିରେ ଷ୍ଟାର୍ଟଅପ୍ ଅଭିବୃଦ୍ଧି ହାର ୫% ଛୁଇଁବ: ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ବର: ଭାରତରେ ଷ୍ଟାର୍ଟଅପ୍ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟୁଛି ଏବଂ ଆସନ୍ତା ପାଞ୍ଚ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଏହାର ଅଭିବୃଦ୍ଧି ୫% ଛୁଇଁବ । ରାଉରକେଲା ସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଏନଆଇଟି)ର ଛାତ୍ରଛାତ୍ରୀ ମାନଙ୍କ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ…

ମାର୍ଚ୍ଚ ୨୦୨୩ରେ ଓଡିଶାର ଜିଏସ୍‌ଟି ସଂଗ୍ରହରେ ୧୫. ୧୪ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ୱର: ମାର୍ଚ୍ଚ ୨୦୨୩ରେ ସଂଗୃହୀତ ମୋଟ ଜିଏସ୍‌ଟି ରାଜସ୍ୱ ୧,୬୦,୧୨୨ କୋଟି ଟଙ୍କା ରହିଛି, ଯେଉଁଥିରୁ ସିଜିଏସ୍‌ଟି ୨୯,୫୪୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟି ୩୭,୩୧୪ କୋଟି ଟଙ୍କା, ଆଇଜିଏସ୍‌ଟି ହେଉଛି ୮୨,୯୦୭ କୋଟି ଟଙ୍କା (ମାଲ୍ ଆମଦାନୀ ଉପରେ ସଂଗୃହୀତ ୪୨,୫୦୩ କୋଟି ଟଙ୍କା…

ଆଉ ମିଳିବନି ମାରୁତିର ସବୁଠୁ ଶସ୍ତା କାର, ଅଲ୍ଟୋ ୮୦୦ର ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ମାରୁତି ସୁଜୁକି ତାର ସବୁଠୁ ଶସ୍ତା କାର ଅଲ୍ଟୋ ୮୦୦ର ଉତ୍ପାଦନକୁ ବନ୍ଦ କରି ଦେଇଛି । ତେବେ ଏନେଇ କମ୍ପାନୀ ବିଧିବଦ୍ଧ ଘୋଷଣା କରି ନାହିଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମାରୁତି ସବୁଠୁ ଅଧିକ ବିକ୍ରି ହେଉଥିବା କାରର ଉତ୍ପାଦନକୁ ବନ୍ଦ କରିଛି । ନିକଟରେ…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଶହେ କୋଟି ଦେଇଛି । ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ…

ଟେକ୍ସାସ୍ ୟୁନିଭରସିଟି ଡଲାସ୍ ପକ୍ଷରୁ ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ…

ଏପ୍ରିଲ ପହିଲାରୁ ୱାଲେଟ୍ ପେମେଣ୍ଟରେ ଲାଗିବ ଚାର୍ଜ, UPI କାରବାର ମାଗଣା

ମୁମ୍ବାଇ: ଡିଜିଟାଲ୍ କାରବାରରେ ଏଣିକି ଦେବେ ଦେୟ । ୟୁପିଆଇରେ ୨ ହଜାରରୁ ଅଧିକ ଟଙ୍କାର ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ୍ସ (PPIs) ଦେଣନେଣରେ ଦେୟ ଦେବାକୁ ପଡ଼ିବ । ଏନେଇ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ସୁପାରିସ୍ କରିଛି । ଏହା ଦ୍ୱାରା ବ୍ୟାଙ୍କର…

କରଦାତାଙ୍କୁ ଆଶ୍ୱସ୍ତି: ପୁଣି ଘୁଞ୍ଚିଲା ପାନ-ଆଧାର ଲିଙ୍କ

ନୂଆଦିଲ୍ଲୀ: କରଦାତାମାନଙ୍କୁ ମିଳିଲା ଆଶ୍ୱସ୍ତି । ପାନ-ଆଧାର ଲିଙ୍କ କରିବା ଡେଡ ଲାଇନ ପୁଣି ବଢିଛି । ଏଥିପାଇଁ ମାର୍ଚ୍ଚ ୩୧ ତାରିଖ ଡେଡ ଲାଇନ ଦିଆଯାଇଥିଲା । ହେଲେ ଏହାର ସମୟସୀମା ଆହୁରି ୩ ମାସ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏବେ ଆପଣ ଜୁନ ୩୧ ତାରିଖ ଭିତରେ ପାନ-ଆଧାର ଲିଙ୍କ…

୧୦୦ ଟଙ୍କାରୁ କମ ମୂଲ୍ୟର ରିଚାର୍ଜ ପ୍ଲାନ ବାବଦରେ ଜାଣିଛନ୍ତି କି?

ନୂଆଦିଲ୍ଲୀ: ନିଜ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବାକୁ ଓ ଅନ୍ୟ ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଟେଲିକମ ଅପରେଟରମାନେ ବିଭିନ୍ନ ଆକର୍ଷଣୀୟ ପ୍ଲାନ ଲଂଚ କରୁଛନ୍ତି । ବିଶେଷକରି ରିଲାଏନ୍ସ ଜିଓ, ​​ଭୋଡାଫୋନ୍-ଆଇଡିଆ, ବିଏସ୍ଏନ୍ଏଲ୍ ଏବଂ ଏୟାରଟେଲ ସବୁପ୍ରକାରର ଗ୍ରାହକଙ୍କୁ ନିଜ ସହ…

ଦମଦାର ଲୁକ ସାଙ୍ଗକୁ ଆକର୍ଷଣୀୟ ମୂଲ୍ୟରେ ପୁଣି ଗ୍ରାହକଙ୍କ ନିକଟକୁ ଫେରୁଛି ‘ଟାଟା ସୁମୋ’

ମୁମ୍ବାଇ: ଦିନେ ରାସ୍ତାରେ ଟାଟା ସୁମୋର ରାଜ ଥିଲା । ପାହାଡ ହେଉ କି କଚ୍ଚା ରାସ୍ତା ଟାଟା ସୁମୋ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଥିଲା । ତେବେ ୮ ଜଣଙ୍କ ବସିବା ସୁବିଧା ଥିବା ଏହି ଗାଡି ସମୟ କ୍ରମେ ହଜିଯାଇଥିଲା । ବିଶେଷ କରି ମହିନ୍ଦ୍ରାର ବୋଲେରୋ ଓ ସ୍କର୍ପିଓ ଆସିବା ପରେ ଏହି ଗାଡିର ଚମକ…

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ଫିକି ଇଣ୍ଡିଆ ସଭାପତି ଶୁଭ୍ରକାନ୍ତ ପଣ୍ଡା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଗତକାଲି ନୂଆଦିଲ୍ଲୀସ୍ଥିତ ନର୍ଥ ବ୍ଲକ କାର୍ଯ୍ୟାଳୟରେ ଫିକି ଇଣ୍ଡିଆର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସାକ୍ଷାତକରିଛନ୍ତି । ଏହି ସାକ୍ଷାତ…