Latest Odisha News

BREAKING NEWS

Browsing Category

ବାଣିଜ୍ୟ

ମାରୁତିର ଏହି କାର ଦେଇଥାଏ ୩୫ କିଲୋମିଟରର ମାଇଲେଜ

ନୂଆଦିଲ୍ଲୀ:ଆଜିକାଲି ପେଟ୍ରୋଲ ମୂଲ୍ୟ ଦିନକୁଦିନ ବଢୁଥିବାବେଳେ ମଧ୍ୟବିତ୍ତ ପରିବାରଟିଏ ଏମିତି ଏକ କାର ଖୋଜିଥାଏ ଯାହାକି ଭଲ ମାଇଲେଜ ଦେଇପାରିବ । ତେବେ ଭଲ ମାଇଲେଜ ସାଙ୍ଗକୁ ଭଲ ସର୍ଭିସିଂ ମଧ୍ୟ ମିଳୁଥିବା କାରକୁ ଲୋକ ଅଧିକ ପସନ୍ଦ କରନ୍ତି । ଆଉ ଭାରତରେ ମାରୁତି ସୁଜୁକି ନିଜର ସ୍ୱତନ୍ତ୍ର…

ଏଚପି ଭାରତରେ ଲଂଚ କଲା ଏରୋ ୧୩ ନୋଟବୁକ, ଥରେ ଚାର୍ଜ କଲେ ଚାଲିପାରିବ ୧୧ ଘଣ୍ଟା

ନୂଆଦିଲ୍ଲୀ: ଲାପଟପ ଓ ଡେସ୍କଟପ ସହ ପ୍ରିଣ୍ଟର ନିର୍ମାଣ କରୁଥିବା ଏଚପି ଭାରତରେ ପାଭିଲିୟନ୍ ଏରୋ ୧୩ ନୋଟବୁକ୍ ନାମକ ଲାପଟପ ଲଞ୍ଚ କରିଛି । ଏଏମଡି ରାଇଜେନ ୭ ପ୍ରୋସେସର ଏବଂ ରେଡିୟୋନ ଗ୍ରାଫିକ୍ସ ସହିତ ଆସୁଥିବା ଏହି ଲାପଟପ ନୂତନ ପିଢ଼ିର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି, ଯାହାକୁ…

ଓଲା ସ୍କୁଟର ରଖିଛନ୍ତି କି? ମାଗଣାରେ କମ୍ପାନୀ ବଦଳାଇବ ସସ୍ପେନସନ

ନୂଆଦିଲ୍ଲୀ: ଆପଣ ଓଲା ଇଲେକ୍ଟ୍ରିକ ସ୍କୁଟର ବ୍ୟବହାର କରୁଛନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣ ଜାଣିବା ନିହାତି ଦରକାର । ମାର୍ଚ୍ଚ ୨୨ରୁ ଓଲା ଇଲେକ୍ଟ୍ରିକ୍ ଏହାର ଇଲେକ୍ଟ୍ରିକ୍ ସ୍କୁଟରର ଫ୍ରଣ୍ଟ ସସପେନ୍ସନ ୟୁନିଟ୍ ପରିବର୍ତ୍ତନ କରିବାକୁ ଯାଉଛି । କିଛି ବ୍ୟବହାରକାରୀଙ୍କ ପାଖରୁ…

ଲଂଚ ହୋଇପାରେ ଇଲେକ୍ଟ୍ରିକ ଆକ୍ଟିଭା

ନୂଆଦିଲ୍ଲୀ: ରାସ୍ତାରେ ଆପଣ ଅନେକ ସମୟରେ ହୋଣ୍ଡା ଆକ୍ଟିଭା ଦେଖିଥିବେ । ଶକ୍ତିଶାଳୀ ଇଞ୍ଜିନ ସହିତ ଦମଦାର ପିକଅପ ପାଇଁ ହୋଣ୍ଡା ଆକ୍ଟିଭା ଭାରତୀୟ ସ୍କୁଟର ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଆଉ ଆକ୍ଟିଭା ପ୍ରେମୀଙ୍କୁ ଖୁବ ଶୀଘ୍ର ଏକ ଖୁସି ଖବର ମିଳିପାରେ । କୁହାଯାଉଛି ଯେ…

ବାହାଘର ପାଇଁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ସ୍କିମ: ଏକ ଟଙ୍କା ସୁଧରେ ମିଳିବ ଋଣ

ନୂଆଦିଲ୍ଲୀ: ଝିଅ ବାହାଘର ପାଇଁ ଅର୍ଥ ଚିନ୍ତା କିଛି ନୂଆ କଥା ନୁହେଁ । ଏହା ପ୍ରତି ଘରର ସମସ୍ୟା । ନିଜ ସାମାଜିକ ସ୍ଥିତିକୁ ଦେଖି ବଜେଟ ପ୍ରସ୍ତୁତ କରିଥାନ୍ତି ବାପା-ମା । ତଥାପି ବାହାଘର ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ । ବାହାଘର ପରେ ଋଣ ବୋଝ ବୋହିବାକୁ ପଡିଥାଏ ।…

ଟାଟା କଞ୍ଜୁମର ପ୍ରଡକ୍ଟସ କିଣିବ ନାହିଁ ବିସଲେରୀ କମ୍ପାନୀ

ନୂଆଦିଲ୍ଲୀ: ଟାଟା କଞ୍ଜୁମର ପ୍ରଡକ୍ଟସ ଶୁକ୍ରବାର ବିସଲେରୀ କମ୍ପାନୀ କିଣିବ ନାହିଁ ବୋଲି ସ୍ପଷ୍ଟ କରିଛି । ଇକୋନୋମିକ ଟାଇମ୍ସରେ ଗତବର୍ଷ ନଭେମ୍ବରରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଟାଟା ଗ୍ରୁପ ଲୋକପ୍ରିୟ ମିନରାଲ ୱାଟର କମ୍ପାନୀ ବିସଲେରୀକୁ କ୍ରୟ କରିବା ପାଇଁ ଯୋଜନା କରୁଛି । ବିସଲେରୀ…

JSWର ଉତ୍କଳ ଷ୍ଟିଲ୍ ପେଲେଟ୍ କାରଖାନା ପାଇଁ ହେଲା ଭୂମି ପୂଜନ

ପାରାଦୀପ: ଢିଙ୍କିଆ ଚାରିଦେଶରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଜିନ୍ଦଲ ଉତ୍କଳ ଷ୍ଟିଲ କାରଖାନା କାର୍ଯ୍ୟ । ଆଜି ଠାରୁ ପାଇଲିଂ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ପେଲେଟ ପ୍ଲାଣ୍ଟର କାର୍ଯ୍ୟ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୟୁନିଟ୍…

ହୋଣ୍ଡା ଲଞ୍ଚ କଲା ୧୦୦ ସିସିର ସାଇନ, ସ୍ପ୍ଲେଣ୍ଡର ଓ ପ୍ଲାଟିନାକୁ ଦେବ କଡା ଟକ୍କର

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ହୋଣ୍ଡା ଶେଷରେ ୧୦୦ସିସିର ସାଇନ ଲଞ୍ଚ କରିଛି ​​। ଭାରତୀୟ ବଜାରରେ ଏହି ବାଇକ୍ ହିରୋ ସ୍ପ୍ଲେଣ୍ଡର ଏବଂ ବଜାଜ ପ୍ଲାଟିନାକୁ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି । ଏହାପୂର୍ବରୁ, ହୋଣ୍ଡାର ସାଇନ ୧୨୫ସିସିରେ ଆସୁଥିବାବେଳେ ଏବେ ହୋଣ୍ଡା ସାଇନ ୧୦୦…

ଏବେ ଅନଲାଇନ୍ ଆଧାରକାର୍ଡ ଡକ୍ୟୁମେଣ୍ଟ ଅପଡେଟ୍ କରନ୍ତୁ ମାଗଣାରେ

ନୂଆଦିଲ୍ଲୀ: ଯଦି ଆପଣ ଆଧାରରେ ଅନଲାଇନ୍ ଯାଇ କିଛି ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ମାଗଣାରେ କରିପାରିବେ। ୟୁନିକ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ନାଗରିକମାନଙ୍କୁ ମାଗଣାରେ ଅନଲାଇନ୍ ଡକ୍ୟୁମେଣ୍ଟ୍ ଅପଡେଟ୍ କରିବାର ସୁବିଧା ପ୍ରଦାନ କରିବାକୁ ନିଷ୍ପତ୍ତି…

ଆମ୍ରି ହସ୍ପିଟାଲକୁ ଅଧିଗ୍ରହଣ କରିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍

ଭୁବନେଶ୍ୱର: ଇମାମି ଗ୍ରୁପର ଆମ୍ରି ହସ୍ପିଟାଲକୁ କିଣିବ ମଣିପାଲ ହେଲଥ ଏଣ୍ଟରପ୍ରାଇଜେସ୍ । ଏଥିପାଇଁ ମଣିପାଲ୍ ହେଲଥ ଏଣ୍ଟରପ୍ରାଇଜେସ୍ ୨୩୫୦ କୋଟି ଟଙ୍କା ଦେବ । ସେହିଭଳି ସିଙ୍ଗାପୁରର ଟେମାସେକ, ମନିପାଲ୍ ଏଣ୍ଟରପ୍ରାଇଜେସର ଅଂଶ ଯାହାର ମୂଲ୍ୟ ୪ ବିଲିୟନ୍ ଡଲାର ଅଧିଗ୍ରହଣ କରିବ । ଆମ୍ରି…