Latest Odisha News

BREAKING NEWS

Browsing Category

ବାଣିଜ୍ୟ

ରେପୋ ରେଟ୍ ଅପରିବର୍ତ୍ତିତ, ଆପଣଙ୍କ ପକେଟ ଉପରେ କି ପ୍ରଭାବ ପକାଇବ ପଢ଼ନ୍ତୁ ଏହି ରିପୋର୍ଟ

ମୁମ୍ବାଇ: ତିନି ଦିନିଆ ମୁଦ୍ରାନୀତି କମିଟି ବୈଠକର ଫଳାଫଳକୁ ରିଜର୍ଭ ବ୍ୟାଙ୍କ ଆଜି ସାର୍ଜନୀନନ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, କ୍ରମାଗତ ଦ୍ୱିତୀୟ ବୈଠକ ପାଇଁ ସୁଧ ହାର ସ୍ଥିର ରଖାଯାଇଛି। ରେପୋ ରେଟ୍ ମଧ୍ୟ ଏଥର ୬.୫ ପ୍ରତିଶତରେ ସ୍ଥିର ରହିଛି। ଏହିପରି, ଯଦି ଆପଣ…

ଆକଳନ ଠାରୁ ଅଧିକ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଥିବା ବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅଭିବୃଦ୍ଧି ହାର ଆକଳନ ଠାରୁ ଅଧିକ ରହିଛି । ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା…

ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଲେ ଗୌତମ ଆଦାନୀ

ମୁମ୍ବାଇ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ ପୁଣି ଥରେ ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଛନ୍ତି । ବ୍ଲୁମବର୍ଗ ବିଲିଅନାରୀ ରିପୋର୍ଟ ଅନୁସାରେ, ଆଦାନୀ ଏବେ ତାଲିକାର ୧୮ତମ ସ୍ଥାନରେ ଅଛନ୍ତି । ମଙ୍ଗଳବାର କାରବାର ବେଳେ ଆଦାନୀ ଗ୍ରୁପ କମ୍ପାନୀର ସେୟାର୍ ମୂଲ୍ୟ ବଢ଼ିଥିଲା । ୪.୩୮…

କେମିତି ବଦଳାଇବେ ୨ ହଜାର ନୋଟ୍, ଏସବିଆଇ ଦେଲା ବଡ଼ ସୂଚନା

ଭୁବନେଶ୍ୱର: ୨ ହଜାର ନୋଟ୍ ପ୍ରତ୍ୟାହାର ନେଇ ଆରବିଆଇର ଘୋଷଣା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି । କିଭଳି ୨ ହଜାର ନୋଟକୁ ବଦଳାଇବେ ସେ ନେଇ ଅନେକ ଚିନ୍ତିତ ହୋଇ ପଡ଼ିଥିବା ବେଳେ ଏସବିଆଇ ପକ୍ଷରୁ ଜାରି କରାଯାଇଛି ଗାଇଡଲାଇନ୍ । ଦେଶର ସବୁଠୁ ବଡ଼ ବ୍ୟାଙ୍କ ଏସବିଆଇ ପକ୍ଷରୁ କୁହାଯାଇଛି,…

୨ ହଜାର ମୂଲ୍ୟର ନୋଟ୍ ଫେରାଇ ନେବ ଆରବିଆଇ, ୩୦ ସେପ୍ଟେମ୍ବର ପୂର୍ବରୁ କରାଇ ନିଅନ୍ତୁ ଜମା

ମୁମ୍ବାଇ: ବଜାରରୁ ହଟିବ ୨ ହଜାର ମୂଲ୍ୟର ନୋଟ୍ । ୨୦୧୮-୧୯ରୁ ଆରବିଆଇ ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିବା ବେଳେ ଏବେ ବଜାରରୁ ଫେରାଇ ନେବାକୁ ଘୋଷଣା କରିଛି । ଆରବିଆଇର ଘୋଷଣା ଅନୁସାରେ, ୨ ହଜାର ମୂଲ୍ୟର ବୈଧ ରହିବ କିନ୍ତୁ ତାକୁ ସର୍କୁଲେସନରୁ ବାହାର କରି ଦିଆଯିବ ।…

ଆଦାନୀ-ହିଣ୍ଡେନବର୍ଗ ମାମଲା, ସେବିକୁ କ୍ଲିନ୍ ଚିଟ୍ ଦେଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟି ଦେଇଥିବା ବେଳେ କୌଣସି ନିଷ୍କର୍ସ ମିଳିନାହିଁ । ରିପୋର୍ଟରେ କୁହାଯାଇଛି, ଆଦାନୀ ଗ୍ରୁପ୍ କମ୍ପାନୀର ସେୟାରରେ ଏପେଟ ସେପଟ ଉପରେ ନଜର ରଖିବାରେ ସେବି ବିଫଳ ହୋଇଛି । କମିଟି…

ଓଡ଼ିଶା ଖଣି ନିଗମର ୬୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡ଼ିଶା ଖଣି ନିଗମ (OMC) ୬୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଭୁବନେଶ୍ୱରର ଜୟଦେବ ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ସେ କହିଥିଲେ, ୧୯୫୬ରୁ ଆରମ୍ଭ ହୋଇଥିବା ଓଏମସି ଦୀର୍ଘ…

୧୮ ମାସରେ ସର୍ବନିମ୍ନ, ଖୁଚୁରା ମୁଦ୍ରାସ୍ପୀତି ଏପ୍ରିଲରେ ୪.୭ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ଏପ୍ରିଲରେ ହ୍ରାସ ପାଇ ୪.୭%ରେ ପହଞ୍ଚିଛି। ଯାହା ମାର୍ଚ୍ଚରେ ୫.୬୬% ଥିଲା। ୧୮ ମାସରେ ଏହା ସର୍ବନିମ୍ନ ସ୍ତରକୁ ଖସିଛି। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ୍ ଶୁକ୍ରବାର ଏହି ତଥ୍ୟ ପ୍ରକାଶ କରିଛି। ଯେଉଁଥିରେ ଖାଦ୍ୟ ମୁଦ୍ରାସ୍ଫୀତି…

ମହଙ୍ଗା ହେବ ଚିନି; ଉତ୍ପାଦନରେ ୯ ପ୍ରତିଶତ ହ୍ରାସ ହେବା ଅନୁମାନ

ନୂଆଦିଲ୍ଲୀ: ଆଗକୁ ବଢିପାରେ ଚିନି ମୂଲ୍ୟ। କାରଣ ଚିନି ଉତ୍ପାଦନରେ ହ୍ରାସ ଦେଖା ଦେବ ବୋଲି ଆଶଙ୍କା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ଶେଷରେ ଚିନି ଉତ୍ପାଦନ ହ୍ରାସ ହେବ ବୋଲି ନ୍ୟାସ୍‌ନାଲ ଫେଡେରେସନ ଅଫ୍ କୋଅପରେଟିଭ୍ ଫେଡେରେସନ(NFCSF) ଅନୁମାନ କରିଛି। ପୂର୍ବରୁ ଚଳିତ ବର୍ଷରେ ଚିନି…

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ଦୁନିଆର ଅରବପତି ତାଲିକାରେ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅନ୍ୟପଟେ ଭାରତର ଅନ୍ୟତମ ଅରବପତି ଗୌତମ ଆଦାନୀ ପୁଣି ତାଲିକାରେ ତଳକୁ ଖସିଛନ୍ତି । ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇ ଉପରକୁ ଉଠିଛନ୍ତି ମୁକେଶ ଅମ୍ବାନୀ । ଅମ୍ବାନୀ ୧୩ରୁ ୧୨ତମ…