Latest Odisha News

BREAKING NEWS

Browsing Category

ବାଣିଜ୍ୟ

ସେୟାର ମାର୍କେଟର‌େ ବଜେଟର ଚମକ, ଓପନିଂ ପର‌େ ଆଜି ସେନସେକ୍ସ ୧୦୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ସେୟାର ମାର୍କେଟର‌େ ମଙ୍ଗଳବାର ଦିନ ମଧ୍ୟ ବଜେଟର ଚମକ ଦେଖିବାକୁ ମିଳିଛି। ଘରୋଇ ସେୟାର ବଜାର ଖୋଲିବା ସହ ସେନସେକ୍ସରେ ୭୦୦ ପଏଣ୍ଟ ବୃଦ୍ଧି ଘଟିଥିଲା। ହେଲେ ଏହା ପରେ ଅଚାନକ ସେନସେକ୍ସ ୧୦୦୦ ପଏଣ୍ଟକୁ ବୃଦ୍ଧି ପାଇଛି। ଯାହା ଫଳରେ ବିଏସଇ ରେ ସେନସେକ୍ସ ପୁନର୍ବାର ୫୦,୦୦୦…

ଭାରତରେ ଡିଜିଟାଲ ଜନଗଣନା ଲାଗି ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସଂସଦରେ ପେପର ଲେସ ତଥା ଟ୍ୟାବ୍ ମାଧ୍ୟମରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ନୂଆନୂଆ ଘୋଷଣା କରିବା ସହ ବଜେଟ୍ ଆବଣ୍ଟନ…

ବଜେଟ୍‌ ୨୦୨୧; କୃ‌ଷକଙ୍କୁ ଅର୍ଥମନ୍ତ୍ରୀଙ୍କ ଉପହାର; କୃଷି ଋଣ ସୀମା ବୃଦ୍ଧି ନେଇ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ବଜେଟରେ କୃଷକମାନଙ୍କୁ ଆଉ ଏକ ବଡ ଉପହାର ଦେଇଛନ୍ତି। ବଜେଟରେ ସରକାର କୃଷି ଋଣର ସୀମା ବୃଦ୍ଧି କରିଛନ୍ତି। ସରକାର ଏଥର କୃଷକମାନଙ୍କୁ ୧୬.୫ ଲକ୍ଷ କୋଟି ଟଙ୍କା ଋଣର ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖ ଥାଉ କି ସରକାର ପ୍ରତ୍ୟେକ ଥର…

ବଜେଟ୍ ୨୦୨୧: ୩ ବର୍ଷରେ ୭ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ସୋମବାର ଦିନ ସଂସଦରେ ଉପସ୍ଥାପିତ ହୋଇଛି। ତାହା ପୁଣି ଡିଜିଟାଲ ମାଧ୍ୟମରେ। ସଂସଦରେ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ଯୋଜନାକୁ ଅନ୍ତର୍ଭୁକ୍ତ କରୁଛନ୍ତି। ଏହି ଘୋଷଣା କରିଛନ୍ତି। ତନ୍ମଧ୍ୟରେ…

ପ୍ରଥମ ଥର ପାଇଁ ଡିଜିଟାଲ୍ ରୂପ‌ରେ ଉପସ୍ଥାପିତ ହେବ ୨୦୨୧ ବଜେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୧ ପ୍ରଥମ ଥର ପାଇଁ କାଗଜହୀନ ଫର୍ମରେ ଉପସ୍ଥାପିତ ହେବ। ଯେଉଁଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପାରମ୍ପାରିକ ବ୍ରାଉନ୍ ବ୍ରିଫକେସ୍ କିମ୍ବା 'ବହି ଖାତା' ବଦଳରେ ମେଡ୍‌ ଇନ୍‌ ଇଣ୍ଡିଆ ଟାବ୍‌ଲେଟ୍‌ରେ ଦେଖିବାକୁ ମିଳିବ। ୨୦୧୯ ରେ ବଜେଟ୍…

ଜିଓ ବିଶ୍ୱ ସ୍ତରରେ ପଂଚମ ସୁଦୃଢ଼ ବ୍ରାଣ୍ଡ୍ ବିବେଚିତ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା…

ଅର୍ଥନୀତିକ ସର୍ଭେ ରିପୋର୍ଟ ଆସିବା ପୂର୍ବରୁ ସେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୦-୨୧ ସଂସଦରେ ଉପସ୍ଥାପିତ କରିବେ । ସଂସଦରେ ଅର୍ଥନୀତିକ ରିପୋର୍ଟ ଆଗତ ହେବା…

ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଲା: ଧର୍ମେନ୍ଦ୍ର ପ୍ରଧାନ  

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ…

ଆର୍ଥିକ ଅଭିବୃଦ୍ଧି ହାରରେ ଭାରତଠାରୁ ପଛରେ ପଡ଼ିବେ ଚୀନ, ଫ୍ରାନ୍ସ: IMF

ନୂଆଦିଲ୍ଲୀ: ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ (IMF) ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ଭଲ ସଂକେତ ଦେଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୨ ଅଙ୍କ ଛୁଇଁବ । ଆଇଏମଏଫ ଅନୁମାନ ଅନୁସାରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ବଢ଼ିବ । କରୋନା ସଂକଟ କାଳରେ…

GST ଚୋରି ରାକେଟ୍‌ର ପର୍ଦ୍ଦାଫାସ୍ : ୫ ଜଣ ଗିରଫ

ଜୟପୁର  : ରାଜସ୍ଥାନରେ ଏକ ଜିଏସ୍‌ଟି ଠକେଇ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । ଏଥିରେ ଅଭିଯୁକ୍ତ ପାଖାପାଖି ୧ ହଜାର କୋଟିରୁ ଅଧିକ ଟଙ୍କାର ଜାଲ୍ ବିଲ୍ କରି ୧୪୬ କୋଟି ଟଙ୍କା ବେଆଇନ୍ ଭାବେ ଜିଏସ୍‌ଟି ରିଫଣ୍ଡ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଜୟପୁରର ବୈଶାଳୀ ନଗର ବାସିନ୍ଦା…