Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଶିଘ୍ର କରାଇ ନିଅନ୍ତୁ ଆଧାର ଲିଙ୍କ୍; ନହଲେ ଅକ୍ଟୋବରରୁ ପ୍ୟାନ୍ ଅଚଳ

ନୂଆଦିଲ୍ଲୀ: ଆଧାର ସହ ପ୍ୟାନ୍ କାର୍ଡ୍ ଲିଙ୍କର ଅବଧ୍ ଶେଷ ତାରିଖକୁ ଜୁନ୍ ୩୦ରୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ସମୟରେ ଅପଡେଟ୍ କରିବା ପାଇଁ ହିତାଧିକାରୀମାନେ ହଇରାଣ ହେଉଥିବାରୁ ଏହାର ଶେଷ ତାରିଖକୁ ଆଉ ୩ ମାସ ଘୁଞ୍ଚଇ ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଏହି…

ଗଣେଶ ପୂଜାରେ ଆସିବ ଜିଓ’ର ସ୍ମାର୍ଟ ଫୋନ୍ ‘ଜିଓ ଫୋନ୍ ନେକ୍ସଟ’

ଗୁଗଲ ଓ ଜିଓ ଦ୍ଵାରା ବିକଶିତ ଏହି ୪- ଜି ସ୍ମାର୍ଟ ଫୋନ୍ ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଜିଓ ଓ ଗୁଗୁଲ ମିଳିତ ଭାବେ ପ୍ରସ୍ତୁତ କରୁଥିବା ଏକ ୪-ଜି ସ୍ମାର୍ଟ ଫୋନ୍ ସମ୍ପର୍କରେ ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୦ ଗଣେଶପୂଜାରେ ଏହି…

ଖୁବଶୀଘ୍ର ପୁଣି ଉଡ଼ିବ ଜେଟ୍ ଏୟାରଓ୍ଵେଜ୍

-ପୁନରୁଦ୍ଧାର ଯୋଜନାକୁ ଏନସିଏଲଟିର ମଞ୍ଜୁରୀ ନୂଆଦିଲ୍ଲୀ: ଖୁବ ଶୀଘ୍ର ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରଓ୍ଵେଜ ବିମାନ। ଏହାର ପୁନରୁଦ୍ଧାର ଯୋଜନାକୁ ନ୍ୟାସନାଲ କମ୍ପାନିଜ୍ ଲ ଟ୍ରିବ୍ୟୁନାଲ ମଞ୍ଜୁରୀ ଦେବା ପରେ ପୁଣି ଜେଟ୍ ଏୟାରଓ୍ଵେଜର ବିମାନ ସେବା ଆରମ୍ଭ ହେବା ନେଇ ସମ୍ଭାବନା ସୃଷ୍ଟି…

କୋଭିଡ୍‌ ପରିଚାଳନାରେ ବ୍ୟବହୃତ ସାମଗ୍ରୀ ଉପରୁ ହ୍ରାସ ପାଇଲା ଜିଏସ୍‌ଟି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୪ତମ ଜିଏସ୍‌ଟି ପରିଷଦ ବୈଠକ ହୋଇଥିଲା। ଭିଡିଓ କନ୍‌ଫରେନିସଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଏହି ବୈଠକରେ କରୋନା ଲଢ଼େଇକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ବ୍ଲାକ ଫଙ୍ଗସର…

ଆଜି ୪୩ତମ ଜିଏସଟି ପରିଷଦ ବୈଠକ, ଅଧ୍ୟକ୍ଷତା କରିବେ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୩ ତମ ଜିଏସଟି ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। https://twitter.com/ANI/status/1398096611864088578?s=19 ପ୍ରାୟ ଆଠ ମାସ ମଧ୍ୟରେ ପ୍ରଥମ ଥର ପାଇଁ ବୈଠକ ଅନୁଷ୍ଠିତ…

୧୧ ବର୍ଷ ମଧ୍ୟରେ ଖାଇବା ତେଲର ଦାମ ସର୍ବାଧିକ ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଗାତାର ଦରବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦେଶରେ ଖାଇବା ତେଲର ଦାମ ନିୟମିତ ବଢ଼ି ଚାଲିଛି । ସରକାରୀ ତଥ୍ୟ ଅନୁସାରେ, ଚଳିତ ମାସରେ ଖାଇବା ତେଲର ଦାମ ଗତ ୧୦ ବର୍ଷ ମଧ୍ୟରେ ବୃଦ୍ଧି ପାଇ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୋମବାର ଖାଦ୍ୟ ଓ…

ଆଜି ରାତିରେ ବନ୍ଦ ରହିବ NEFT ସେବା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବୈଷୟିକ ନବୀକରଣ ଯୋଗୁଁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (NEFT) ସୁବିଧା ଗ୍ରାହକଙ୍କ ପାଇଁ କିଛି ଘଣ୍ଟା ଉପଲବ୍ଧ ହେବ ନାହିଁ।…

ପୁଣି ଆସୁଛି ପବଜି; ଏଥର ନୂଆ ନାଁରେ

ନୂଆଦିଲ୍ଲୀ: ଲୋକପ୍ରିୟ ଗେମ୍ ନିର୍ମାତା କ୍ରାଫ୍ଟନ୍ ଖୁବ୍ ଶୀଘ୍ର ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି। ଯାହାର ଟିଜର ଲଞ୍ଚ ହୋଇଛି। ପବଜୀ ମୋବାଇଲ୍ ତିଆରି କରୁଥିବା ଦକ୍ଷିଣ କୋରିଆ କମ୍ପାନୀ ଭାରତୀୟ ୟୁଜର୍ସଙ୍କ ପାଇଁ ଏହି ଖେଳର ପରିକଳ୍ପନା କରିଛି।…

ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଲା ତୈଳଦର, ରାଜ୍ୟର ୮ ଜିଲ୍ଲାରେ ୯୪ ଉପରେ ପେଟ୍ରୋଲ

ଭୁବନେଶ୍ୱର: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ଏବଂ ଡିଜେଲ ଦର ୩୦…

ଟାଇମସ୍ ପତ୍ରିକାର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ଜିଓ ପ୍ଲାଟଫର୍ମସ୍

ଭୁବନେଶ୍ବର : ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ଲାଟଫର୍ମସ୍ “ଟାଇମସ୍ ପତ୍ରିକା’ର ସବୁଠୁ ୧୦୦ ପ୍ରଭାବଶାଳୀ କଂପାନି ତାଲିକାରେ ସ୍ଥାନ ପାଇଛି । ଭାରତରେ ଡିଜିଟାଲ୍ ପରିବର୍ତ୍ତନ ଆଣିଥିବାରୁ ଏହି ତାଲିକାରେ ଜିଓ ପ୍ଲାଟଫର୍ମସ୍‌ର ନାଁ ସାମିଲ ହୋଇଛି । ଟାଇମସ୍ ପତ୍ରିକା ପକ୍ଷରୁ କୁହାଯାଇଛି…