Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଦୀପାବଳୀର ବମ୍ପର୍‌ ଅଫର୍‌; ସ୍ମାର୍ଟଫୋନ୍‌ ଉପରେ ମିଳୁଛି ୪୦ ହଜାର ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ କୌଣସି ଖାସ୍‌ ଲୋକଙ୍କୁ ମୋବାଇଲ୍ ଫୋନ୍ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଏହି ଦିପାବଳୀ ଆପଣଙ୍କ ପାଇଁ ଏକ ଉତ୍ତମ ସୁଯୋଗ। ଆମାଜନ୍‌ ଏବଂ ଫ୍ଲିପ୍‌କାର୍ଟରେ ଆକର୍ଷଣୀୟ ଅଫର୍ ସହିତ ସୁଲଭ ମୂଲ୍ୟରେ ମିଳୁଛି ଆପଲ୍, ସାମସଙ୍ଗ୍‌, ମୋଟରୋଲା ପରି ବଡ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ବିଜ୍ଞାପନର ରାଜସ୍ୱ ହ୍ରାସ ହୋଇପାରେ; ଟ୍ୱିଟର୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜ୍ଞାପନରୁ ଆୟ ହ୍ରାସ ହୋଇପାରେ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କହିଛି। ଚତୁର୍ଥ ତ୍ରୟମାସିକରେ କମ୍ପାନୀ ଏହାର ଖର୍ଚ୍ଚକୁ ୨୦ ପ୍ରତିଶତ ବୃଦ୍ଧି କରିଛି। ନଭେମ୍ବର ୩ ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ସମୟରେ ଏବଂ ଏହା…

ଷ୍ଟାର୍ଟଅପ୍ କମ୍ପାନି ‘ୱେଲଭର୍ସଡ୍‌’ର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ଯୁବରାଜ!

ନୂଆଦିଲ୍ଲୀ: ପୁଷ୍ଟିକର ଦ୍ରବ୍ୟ ସହିତ ଜଡିତ ଏକ ଷ୍ଟାର୍ଟଅପ୍ କମ୍ପାନି 'ୱେଲଭର୍ସଡ୍‌'ରେ କ୍ରିକେଟର ଯୁବରାଜ ସିଂ ବିନିଯୋଗ କରିଛନ୍ତି। ଏହି ବିନିଯୋଗ ସହିତ ସେ କମ୍ପାନୀର ସବୁଠାରୁ ବଡ ନିବେଶକ ମଧ୍ୟ ହୋଇପାରିଛନ୍ତି। ତେବେ ସେ ବିନିଯୋଗ ରାଶି ବିଷୟରେ ପ୍ରକାଶ କରି ନଥିବା ଜଣାପଡ଼ିଛି।…

ତୃତୀୟ ରିଲିଫ୍ ପ୍ୟାକେଜ୍‌ରେ ପର୍ଯ୍ୟଟନ, ହୋଟେଲ ଏବଂ ରିଏଲ୍ ଇଷ୍ଟେଟ୍ ଭଳି କ୍ଷେତ୍ରକୁ ମିଳିପାରେ ସର୍ବାଧିକ ଲାଭ

ନଆଦିଲ୍ଲୀ: ଲକଡାଉନ୍‌ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କ୍ଷେତ୍ରଗୁଡିକ ମଧ୍ୟରେ ପର୍ଯ୍ୟଟନ, ହୋଟେଲ, ରିଅଲ୍ ଇଷ୍ଟେଟ୍, ନିର୍ମାଣ ଭଳି କ୍ଷେତ୍ର ଅନ୍ତର୍ଭୁକ୍ତ। ଏହି କ୍ଷେତ୍ରଗୁଡିକରେ ବହୁ ସଂଖ୍ୟକ ଲୋକ ନିଯୁକ୍ତି ମିଳିଥାଏ। କିନ୍ତୁ ଏହି ଶିଳ୍ପଗୁଡିକ ଲକଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି…

ରାଜ୍ୟର ଏହିସବୁ ସହରକୁ ସମ୍ପ୍ରସାରିତ ହେଲା ଜିଓଫାଇବର ସେବା 

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି…

ଅକ୍ଟୋବର ୩୧ରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ସି ପ୍ଲେନ୍‌ ସେବା; ମାତ୍ର ୧୫୦୦ଟଙ୍କାରେ ପାଇପାରିବେ ବିମାନ…

ନୂଆଦିଲ୍ଲୀ: ଦେଶର ପ୍ରଥମ ସମୁଦ୍ର ବିମାନ ସେବା ୩୧ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେବାର ଶୁଭାରମ୍ଭ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ସି ପ୍ଲେନ୍‌ରେ ଅହମ୍ମଦାବାଦର ସାବରମତି ନଦୀ କୂଳକୁ କେଭାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଯାତ୍ରା…

ବାଜି ମାରିଲା ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଫେଷ୍ଟିଭାଲ୍ ସିଜିନ୍ ବିକ୍ରିରେ ଫ୍ଲିପ୍‌କାର୍ଟ ବିଶ୍ୱର ସର୍ବବୃହତ୍‌ ଇ-କମର୍ସ କମ୍ପାନୀ ଆମାଜନ୍‌କୁ ପରାସ୍ତ କରିଛି। ଇ-କମର୍ସ କମ୍ପାନୀଗୁଡିକ ଏକ ସପ୍ତାହରେ ପ୍ରାୟ ୩୦ ହଜାର କୋଟି ବିକ୍ରି କରିଛନ୍ତି। ତେବେ ଏହି ‌ସିଜିନ୍‌ରେ ଅଧିକ ସ୍ମାର୍ଟଫୋନ୍‌ ବିକ୍ରି…

ଆକ୍ଟିଭାକୁ ପଛରେ ପକାଇଲା ଡେଷ୍ଟିନି 125

ନୂଆଦିଲ୍ଲୀ: ୨୦୨୦ ଅଗଷ୍ଟରେ ସର୍ବାଧିକ ବିକ୍ରି ହୋଇଥିବା ଡେଷ୍ଟିନି 125 ସ୍କୁଟର ଆକ୍ଟିଭାକୁ ପଛରେ ପକାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ। ହିରୋ ମୋଟୋକର୍ପ 2018 ଶେଷରେ ଡେଷ୍ଟିନି 125 ଲଞ୍ଚ କରିଥିଲା ​​ଏବଂ ଗତ ଦୁଇ ବର୍ଷ ମଧ୍ୟରେ ଏହାକୁ ଭଲ ରେସପନ୍ସ ମିଳିଛି । ହୋମଗ୍ରାଉନ୍…

ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍‌ଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଶିଶୁଙ୍କ ଯତ୍ନ ପାଇଁ ପୁରୁଷ…

ନୂଆଦିଲ୍ଲୀ: ସିଙ୍ଗଲ୍‌ ମେଲ୍‌ ପ୍ୟାରେଣ୍ଟ୍ ଥିବା ସରକାରୀ କର୍ମଚାରୀଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ସରକାରୀ ପୁରୁଷ କର୍ମଚାରୀମାନେ ପିଲାମାନଙ୍କର ଯତ୍ନ ସହ ଜଡିତ ଛୁଟି ନେବାକୁ ଯୋଗ୍ୟ। ଛାଡପତ୍ର ନେଇଥିବେ…

ମୋବାଇଲ୍‌ ଡାଟା ସ୍ପିଡ୍‌ ତାଲିକାରେ ଭାରତର ସ୍ଥାନ ୧୩୧

ନୂଆଦିଲ୍ଲୀ: ଭାରତରେ ବହୁ ସଂଖ୍ୟକ ସ୍ମାର୍ଟଫୋନ୍ ୟୁଜର୍ ବେସ୍ ଅଛି  କିନ୍ତୁ ଏହା ସତ୍ତ୍ୱେ, ବିଶ୍ୱ ମୋବାଇଲ୍ ଡାଟା ସ୍ପିଡ୍ ଚାର୍ଟରୁ ଭାରତ ନେପାଳ ଏବଂ ପାକିସ୍ତାନଠାରୁ ପଛରେ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ଭାରତ ମୋବାଇଲ୍ ଡାଟା ସ୍ପିଡ୍ ତାଲିକାରେ ୧୩୧ ନମ୍ବର ସ୍ଥାନରେ…