Latest Odisha News
Browsing Category

ବାଣିଜ୍ୟ

ଭାରତରେ ଆରମ୍ଭ ହେଲା ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍‌: କେମିତି ପଠାଇବେ ଟଙ୍କା ?

ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡର୍ସରେ ଆଉ ଏକ ନାମ ଯୋଡି ହୋଇଯାଇଛି । ଯାହାର ନାଁ ହେଉଛି ହ୍ବାଟ୍ସଆପ୍ ପେମେଣ୍ଟ ସର୍ଭିସ୍ । ଏହି ପପୁଲାର ଚାଟ୍ ଆପ୍ ହ୍ବାଟ୍ସଆପ୍ ଭାରତର ପ୍ରମୁଖ ବ୍ୟାଙ୍କ ଆଇସିଆଇସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏସବିଆଇ ଓ ଏଚଡିଏଫସି ସହ…

ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ମୋଦୀ ସରକାରଙ୍କ ନୂଆ ଯୋଜନା; ବିମାନ ଯାତ୍ରା ପାଇଁ ଦେବେ ଟିକେଟ୍‌ର ଅଧା ମୂଲ୍ୟ

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ବୟସ୍କ ଯାତ୍ରୀମାନଙ୍କୁ ମୋଦୀ ସରକାର ଏକ ବଡ଼ ଉପହାର ଦେଇଛନ୍ତି। ଦେଶରେ, ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବର୍ତ୍ତମାନ ଅଧା ମୂଲ୍ୟରେ ଏୟାର ଇଣ୍ଡିଆ ଟିକେଟ ପାଇପାରିବେ। ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି ବିଷୟରେ ସୂଚନା ଦିଆଯାଇଛି। ଏହି…

୪୪୦ କୋଟି ଟଙ୍କାର ଆଇଫୋନ୍ ଲୁଟ୍‌ !

କୋଲାର: କର୍ଣ୍ଣାଟକର କୋଲାର୍‌ ଜିଲ୍ଲାରେ ଥିବା ଏକ ମୋବାଇଲ ଫୋନ୍‌ ଆସେମ୍ବଲିଂ ପ୍ଲାଣ୍ଟରୁ ୪୪୦ କୋଟି ଟଙ୍କାର ଆଇଫୋନ‌ ଲୁଟ୍ ଓ ଭଙ୍ଗାରୁଜା ହୋଇଥିବା ଅଭିଯୋଗ କରିଛନ୍ତି କମ୍ପାନି କର୍ତ୍ତୃପକ୍ଷ । ବକେୟା ଦରମା ପ୍ରଦାନ ଦାବିରେ ଗତ ଶନିବାର ଏହି ପ୍ଲାଣ୍ଟରେ ଦେଖା ଦେଇଥିଲା ଶ୍ରମିକ ଅଶାନ୍ତି ।…

୨୪ ଘଣ୍ଟା ମିଳିବ ବ୍ୟାଙ୍କିଂ ସୁବିଧା, ମଧ୍ୟରାତ୍ରରୁ ଆରମ୍ଭ ହେଉଛି ସେବା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଯାଉଛି ରିୟଲ ଟାଇମ୍ ଗ୍ରୋସ୍ ସେଟେଲମେଣ୍ଟ ସିଷ୍ଟମ ବା ଆରଟିଜିଏସ୍ ସୁବିଧା । ଆଜି ରାତି ୧୨ଟା ୩୦ରୁ ପ୍ରତିଦିନ ୨୪ ଘଣ୍ଟା ଏହା କାମ କରିବ । ଏହା ଦ୍ବାରା ଡିଜିଟାଲ ନେଣଦେଣ କରୁଥିବା ଲୋକଙ୍କୁ ଅନେକ ସୁବିଧା ହେବ । ଏହା ସହ ଦିନ ରାତି ଏହି ସୁବିଧା ପାଉଥିବା…

ସ୍ଥାନୀୟ ବାସିନ୍ଦାଙ୍କ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ଦ୍ୱାରା ପ୍ରୋତ୍ସାହିତ…

ଯୋଡ଼ା: ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ୨୦୧୮ ମସିହାରୁ ୬ଟି ଗୋଷ୍ଠୀ ଶିକ୍ଷା ଗବେଷଣା କେନ୍ଦ୍ର ସ୍ଥାପନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଗ୍ରାମର ଯୁବକ ଯୁବତୀମାନଙ୍କୁ କମ୍ପ୍ୟୁଟରର ବ୍ୟବହାର, ଇଣ୍ଟରନେଟ୍ ଓ ଅନ୍ୟ ଇ-ସଂସାଧନ ଉପରେ ମୌଳିକ ଜ୍ଞାନ…

ଭାରତରେ ଲଞ୍ଚ ହେବ ଓଲା ଇଲେକ୍ଟ୍ରିକ୍ କାର, ଶୀଘ୍ର ଆସିବ ଇଲେକ୍ଟ୍ରିକ୍ ସ୍କୁଟର

ନୂଆଦିଲ୍ଲୀ: ଭାରତରେ କ୍ୟାବ୍ ସର୍ଭିସ ପ୍ରୋଭାଇଡ୍ କରୁଥିବା କମ୍ପାନୀ ଓଲା ଖୁବ୍ ଶୀଘ୍ର ୪ ଚକିଆ ଗାଡି ଲଞ୍ଚ କରିବାକୁ ଯାଉଛି । ଯାହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ୪ ଚକିଆ ଗାଡି ଦ୍ବାରା ସେ ନିଜର ବଜାର ଆହୁରି ବିସ୍ତାର କରିବାକୁ ଚାହୁଁଛି । ଇଲେକ୍ଟ୍ରିକ୍ କାର ସାହାଯ୍ୟରେ ଓଲା ଛୋଟ…

କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କଲା କେନ୍ଦ୍ରୀୟ ବ୍ୟାଙ୍କ

ନୂଆଦିଲ୍ଲୀ: କରୋନା ଦେଶରେ ଡିଜିଟାଲ ଦେୟର ଧାରା ବୃଦ୍ଧି ପାଇଛି। ତେଣୁ ଏହାକୁ ଅଧିକ ବୃଦ୍ଧି କରିବାକୁ ଆସନ୍ତା ବର୍ଷ ଜାନୁୟାରୀ ୧ ରୁ କଣ୍ଟାକ୍ଟଲେସ କାର୍ଡ ମାଧ୍ୟମରେ ଦେୟ ସୀମାକୁ ୫୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଜାନୁୟାରୀ ୧, ୨୦୨୧ ରୁ…

୫ ହଜାର ଟଙ୍କା ପର୍ଯ୍ୟନ୍ତ କରିହେବ କଣ୍ଟାକ୍ଟଲେସ୍ ପେମେଣ୍ଟ, ଜାନୁଆରୀ ୧ରୁ ନୂଆ ନିୟମ

ନୂଆଦିଲ୍ଲୀ: କଣ୍ଟାକ୍ଟଲେସ୍ ପେମେଣ୍ଟର ପ୍ରସାର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । କଣ୍ଟାକ୍ଟଲେସ୍ ପେମେଣ୍ଟ ଲିମିଟ୍ ୨୦୦୦ରୁ ବୃଦ୍ଧି କରି ୫୦୦୦ କରିବାକୁ ପ୍ରସ୍ତାବ ରଖିଛି ଆରବିଆଇ । ଡିଜିଟାଲ ପେମେଣ୍ଟର ପ୍ରସାର ପାଇଁ ଲଗାତର ପ୍ରୟାସ କରୁଛି ରିଜର୍ଭ…

RBI ମୁଦ୍ରାନୀତି ସମୀକ୍ଷା: ରେପୋରେଟ୍ ୪%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ: ତ୍ରୈମାସିକ ମୁଦ୍ରୀନୀତି ସମୀକ୍ଷା କରି ସୁଧହାରକୁ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋରେଟ୍ ୪% ଓ ରିଭର୍ସ ରେପୋରେଟ୍ ୩.୩୫%ରେ ଅପରବର୍ତ୍ତିତ ରହିଛି । ମୁଦ୍ରୀନୀତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।…

ବନ୍ଦ ହୋଇଗଲା ଏସବିଆଇ ୟୋନୋ ଆପ୍

ମୁମ୍ବାଇ: ବନ୍ଦ ହୋଇଗଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ର ମୋବାଇଲ ବ୍ୟାଙ୍କିଙ୍ଗ ଆପ୍‌ ‘ୟୋନୋ' । ଏନେଇ ଏସବିଆଇ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି। ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁ ସର୍ଭିସ୍‌ରେ ଅବ୍ୟବସ୍ଥା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କିଙ୍ଗ ଆପ୍‌ ନ…