Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ମହୁମାଛି ଚାଷ କିପରି ଏହି ଚାଷୀଙ୍କ ପାଇଁ ଲାଭଜନକ ସାବ୍ୟସ୍ତ ହେଲା ଜାଣନ୍ତୁ…

ବାଲେଶ୍ୱର: ଏବେ ମହୁମାଛି ଚାଷ କୃଷକମାନଙ୍କ ଲାଗି ଏକ ଲାଭଜନକ ଚାଷ ଭାବେ ସାବ୍ୟସ୍ତ ହୋଇପାରିଛି । ଏହି ମହୁଚାଷ ଦେଶରେ ଅନେକ ଦିନରୁ କରାଯାଉଥିଲେ ମଧ୍ୟ ଏବେ ସରକାର ମଧ୍ୟ ଏହି ଲାଭଜନକ ଚାଷ ପ୍ରତି ଗୁରୁତ୍ୱ ପ୍ରଦାନ କରିଛନ୍ତି । ସବୁଠାରୁ ବଡ଼କଥା ହେଲା ଏବେ ଅନ୍ତର୍ଜାତୀୟ ବଜାରରେ ମହୁର…

ଚାଷୀ ପରିବାରରୁ ସଫ୍ଟଓୟାର ଡେଭେଲପର୍: ଜାଣନ୍ତୁ, ଓଡ଼ିଆ ପୁଅ ସୁମନ୍ତଙ୍କ ସଫଳତାର କାହାଣୀ

ଭୁବନେଶ୍ୱର: ଏକ ଚାଷୀ ପରିବାରରେ ଜନ୍ମ ହୋଇଥିବା ଓଡ଼ିଆ ପୁଅ ସୁମନ୍ତଙ୍କ ପାଇଁ ଜୀବନରେ ଆଗକୁ ବଢ଼ିବାର ବିକଳ୍ପ ବହୁତ କମ୍ ଥିଲା । ମାତ୍ର ନିଜ ପାଇଁ ଉନ୍ନତ ଜୀବନ ତିଆରି କରିବା ଲାଗି ସଂକଳ୍ପ ନେଇଥିବା ସୁମନ୍ତ ନିଜର ଦକ୍ଷତା ବଢ଼ାଇ ଏବେ ସଫ୍‌ଟଓୟାର ଡେଭେଲପର ଭାବେ ନିଜ ସ୍ୱପ୍ନର ଚାକିରି…

ଗେଟ୍ ୨୦୨୦: ପାଟନା ଚାଷୀଙ୍କ ପୁଅ ହେଲେ ଜାତୀୟ ଟପ୍ପର

ପାଟନା: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ର ଚତୁର୍ଥ ବର୍ଷର ବିଟେକ୍ ଛାତ୍ର ଅକ୍ଷୟ ରାୟ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ ଇନ ଇଞ୍ଜିନିୟରିଂ (ଗେଟ) ପରୀକ୍ଷାରେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଷ୍ଟ୍ରିମରେ ଜାତୀୟ ଟପ୍ପର ହୋଇଛନ୍ତି । ଶୁକ୍ରବାର ଦିନ ଆଇଆଇଟି ଦିଲ୍ଲୀ…

ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବାସ୍ତବ ଜୀବନର ‘ଟାରଜନ’ !

ଝାରସୁଗୁଡା: ଜଙ୍ଗଲରେ ଉଲଗ୍ନ ହୋଇ ବୁଲିଥିବା ଟାରଜନ କଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଆଜିବି ଏଭଳି ଟାରଜନ ଅଛନ୍ତି ଆଉ ଠିକ କାହାଣୀ ଭଳି ଉଲଗ୍ନ ହୋଇ ଜଙ୍ଗଲରର ଘୁରି ବୁଲୁଛନ୍ତି । ତେବେ କଣ ଆପଣ ବିଶ୍ୱାସ କରିବେ ? ଓଡ଼ିଶାର ଝାରସୁଗୁଡା ଜଙ୍ଗଲରେ…

ଏମିତି ଏକ ଆପ, ଯେଉଁଥିରେ ଦାନ କରିପାରିବେ ଆପଣ ବ୍ୟବହାର କରୁନଥିବା ଔଷଧ

କୋଲକାତା: କୋଲକାତାର ୧୧ ବର୍ଷର ବାଳକ ଯୁବରାଜ ଶାହା ତିଆରି କରିଛି ଏକ ଆପ୍ । ଯେଉଁଥିରେ ବଳିଯାଉଥିବା ଅତିରିକ୍ତ ଔଷଧ ଗୁଡିକୁ ଆବଶ୍ୟକ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଏହି ଆପ ଅତିରିକ୍ତ ଔଷଧ ଥିବା ବ୍ୟକ୍ତିଙ୍କ ସହ ଔଷଧ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଯୋଡିହେବାରେ ସାହାଯ୍ୟ କରିଥାଏ ।…

ନିଆରା ପଶୁପ୍ରେମୀ ପୂରବୀ: ଶତାଧିକ ଅସହାୟ ପଶୁପକ୍ଷୀଙ୍କୁ ଦେଇଛନ୍ତି ସାହାରା

ଭୁବନେଶ୍ୱର: ଛୋଟ ବେଳେ ରାସ୍ତାରେ କୁକୁର ଛୁଆଟିଏ ଦେଖିଲେ ତାକୁ ଧରି ଗେଲ କରି ଦେଉଥିଲେ । ବୁଲା କୁକୁର ବିଲେଇଙ୍କର ଯଦି କିଛି ଖଣ୍ଡିଆ ଖାବରା ହୋଇଯାଉଥିଲା ସଙ୍ଗେ ସଙ୍ଗେ ଔଷଧ ଲଗାଇ ଦେଉଥିଲେ । କିନ୍ତୁ ଏହି ଅଭ୍ୟାସ ଯେ ପରବର୍ତ୍ତୀ ସମୟରେ ତାଙ୍କ ନିଶାରେ ପରିଣତ ହେବ ଏକଥା କେହି ଭାବି ନ…

ଜାଣନ୍ତୁ, ଶିଖ୍ ପଗଡ଼ି ପିନ୍ଧି କାହିଁକି ବାହାହେଲେ ଏହି ମୁସଲିମ୍ ବର !

ଚଣ୍ଡିଗଡ଼: ପଞ୍ଜାବର ଅବଦୁଲ୍ ହାକିମ ନାମକ ଜଣେ ଯୁବକଙ୍କ ଏକ କାର୍ଯ୍ୟକୁ ସବୁ ମହଲରୁ ଏବେ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି । ପଞ୍ଜାବ ରାଜ୍ୟ ଗିଦେରବାହା ନିବାସୀ ଏହି ମୁସଲିମ ଯୁବକ ଜଣକ ନିଜ ବାହାଘରରେ ଶିଖ୍ ପଗଡ଼ି ପିନ୍ଧି ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲେ, ମାତ୍ର କାହିଁକି…

ବଢୁଛି ଅର୍ଗାନିକ ଚାଷ ପ୍ରଣାଳୀର ଚାହିଦା…

ଆଜିର ସମୟରେ କୃଷିରେ ରାସାୟନିକ ଦ୍ରବ୍ୟର ବ୍ୟବହାର ବିଭିନ୍ନ ରୋଗର କାରଣ ପାଲଟୁଥିବା ବେଳେ କୃଷକମାନେ ଏକ ନୂତନ ଚାଷ ପ୍ରଣାଳୀ ପ୍ରତି ବିଶେଷ ଆକର୍ଷିତ ହେଉଛନ୍ତି । ଏବେ କୃଷକମାନେ ନିଜ ନିଜ ଜମିରେ ଅର୍ଗାନିକ ପ୍ରଣାଳୀର ବ୍ୟବହାର କରି ଫସଲର ଉତ୍ପାଦ ବଢାଇବା ସହ ଭଲ ଆୟ ମଧ୍ୟ କରୁଛନ୍ତି ।…

ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ହେଲେ ପ୍ରଥମ ଓଡିଆ

ବ୍ରହ୍ମପୁର: ପ୍ରଥମ ଓଡିଆ ଭାବେ ଆର୍ମି (ମେଡିକାଲ୍‌)ର ଲେଫ୍ଟନାଣ୍ଟ ଜେନେରାଲ୍ ଦାୟିତ୍ୱ ନେଇଛନ୍ତି ସଞ୍ଜୟ ଦର୍ଶନ ବେହେରା । ଶ୍ରୀ ବେହେରା ହେଉଛନ୍ତି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ରାଧାକୃଷ୍ଣ ସାହିର ମୂଳ ବାସିନ୍ଦା । ସେ ଆର୍ମି(ମେଡିକାଲ୍‌)ର ମେଜର ଜେନେରାଲରୁ ପଦୋନ୍ନତି ପାଇଁ…

‘ସର୍ଭେ ଅଫ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ହେଲା ନୂଆ ସଂସ୍କୃତ ମାନଚିତ୍ର

ନୂଆଦିଲ୍ଲୀ: ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ୧୮ ବର୍ଷ ମଧ୍ୟରେ ପ୍ରଥମ ହୋଇଥିବା ସର୍ଭେ ଅଫ୍ ଇଣ୍ଡିଆ ସଂସ୍କୃତ ଭାଷାରେ ଭାରତର ଏକ ଅପଡେଟ୍ ରାଜନ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ତିକ ମାନଚିତ୍ର ପ୍ରକାଶ କରିଛି। ଶେଷ ଥର ପାଇଁ ଏଭଳି ମାନଚିତ୍ର ୨୦୦୨ ରେ ପ୍ରକାଶିତ ହୋଇଥିଲା ଯେତେବେଳେ ଅଟଳ…