Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଏଣିକି ଆରଟିଓ ଅଫିସରେ ପାନ, ଗୁଟଖା ଖାଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା ଜୋରିମାନା !

ରାଉରକେଲା: ଅଫିସ କାନ୍ଥରେ ପାନଛେପର ଚିତ୍ର ସବୁଆଡ଼େ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଶୁକ୍ରବାର ଦିନ ଏକ ନୋଟିସ୍ ଜାରି କରିଛନ୍ତି । ଆରଟିଓ ଅଫିସକୁ ଆସୁଥିବା ଯଦି କୌଣିସି ବ୍ୟକ୍ତି ପାନ, ଗୁଟଖା ଖାଉଥିବା ଧରାପଡ଼ନ୍ତି ତେବେ…

ଛଳଛଳ ଆଖିରେ ପ୍ରିୟ ଡାକ୍ତରଙ୍କୁ ବିଦାୟ ଦେଲେ ଗ୍ରାମବାସୀ !

ଭବାନୀପାଟଣା: ଡାକ୍ତରଙ୍କୁ କୁହନ୍ତି ଦ୍ୱିତୀୟ ଈଶ୍ୱର । ଏହି କଥାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଡ଼ାକ୍ତର ଅବିନାଶ ରଥ । କଳାହାଣ୍ଡି ଜିଲ୍ଲା ଥୁଆମାଳ-ରାମପୁର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଲାଗି ସେବା କରି ଗ୍ରାମବାସୀଙ୍କର ପ୍ରିୟଭାଜନ ହୋଇଛନ୍ତି ଡାକ୍ତର ଅବିନାଶ ।…

ନିଆରା ପ୍ରୟାସ: ରକ୍ତଦାନ କରି ଆରମ୍ଭ କଲେ ବୈବାହିକ ଜୀବନ

ଭୁବନେଶ୍ୱର : ବିବାହ ଉତ୍ସବକୁ ଜାକଜମକରେ ପାଳନ କରିବାକୁ କେହି କେହି ହୋଟୋଲରେ ପାର୍ଟି ଦେଉଥିବା ବେଳେ ଆଉ କେହି କେହି ଦାମିକା ଖାଦ୍ୟ ସହିତ ନାଚଗୀତର ବ୍ୟବସ୍ଥା କରିଥାନ୍ତି । ହେଲେ ଏ ସବୁର ବ୍ୟତିକ୍ରମ ଘଟାଇ ଯୁବ ସମାଜସେବୀ ବିକ୍ରମ ନାୟକ ଓ ମନସ୍ୱିନୀ ପରିଡ଼ା ବିବାହ ଉତ୍ସବକୁ ଏକ ନିଆରା…

ଯୁବକଙ୍କ ପ୍ରଶଂସନୀୟ କାର୍ଯ୍ୟ: ୧୫୦ କିମି. ଦୂର ଯାଇ ଫେରାଇଲେ ମନିପର୍ସ

ଭୁବନେଶ୍ୱର: ପର୍ସ ଫେରାଇବା ଲାଗି ଜଣେ ବ୍ୟକ୍ତି ୧୫୦କିମି. ଯାତ୍ରା କରିଛନ୍ତି । ଏହା ଶୁଣିବାକୁ ଅଜିବ ଲାଗୁଥିଲେ ବି ସତ । ଏଭଳି ମାନବିକତାର ପରିଚୟ ଦେଇଛନ୍ତି ୩୫ ବର୍ଷୀୟ ମୁଦବୀର ଖାନ୍ । ଶ୍ରୀ ଖାନ୍ ବର୍ତ୍ତମାନ ସମୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧିନରେ ଥିବା ଅଟୋନୋମସ୍…

ଏମିତି ଏକ ମସଜିଦ, ଯେଉଁଠି କୋରାନ ସାଙ୍ଗରେ ସ୍ଥାନ ପାଇଛି ଗୀତା ଓ ବାଇବେଲ…

ଆସାମ: ଈଶ୍ୱର ଆଲ୍ଲା ସବୁ ସମାନ । ଭଗବାନ ମଣିଷ ଜନ୍ମ କରିଛନ୍ତି ଏହି ମଣିଷ ହିଁ ଜାତି ଭେଦ ସୃଷ୍ଟି କରୁଛି । ବିଭିନ୍ନତା ମଧ୍ୟରେ ଏକତା ବଜାୟୀ ରଖୁଥିବା ଆମ ଦେଶ ଭାରତର ଆସାମର ଏକ ମସଜିଦରୁ ସାମ୍ନାକୁ ଆସିଛି ଏଭଳି ଉଦାହରଣ ମୂଳକ କାର୍ଯ୍ୟ । ଯାହା ଦେଶରେ ପାଇଁ ଉଦାହରଣ ପାଲଟିଛି ।…

ଡିଜିଟାଲ୍ ସୂଚନାରୁ ପ୍ରଚୁର ଉପାର୍ଜନ: ଜାଣନ୍ତୁ, ଏହି ଓଡ଼ିଆ ଚାଷୀଙ୍କ ସଫଳତାର କାହାଣୀ !

କେନ୍ଦ୍ରାପଡ଼ା: ଏବେ ହେଉଛି ଡିଜିଟାଲର ଯୁଗ । ଯଦି ଡିଜିଟାଲ୍ ସୂଚନା ମାଧ୍ୟମରେ ସବୁକିଛି ସମ୍ଭବ ହୋଇପାରୁଛି ତେବେ କାହିଁକି ଆମେ ଏହାକୁ ଚାଷକ୍ଷେତ୍ରରେ ଉପଯୋଗ କରିପାରିବା ନାହିଁ? ଏହା ମାଧ୍ୟମରେ ପାଣିପାଗର ପୂର୍ବାନୁମାନ ଜାଣି ଶହଶହ ଚାଷୀ ଉପକୃତ ହୋଇପାରୁଛନ୍ତି, ଏପରିକି ପ୍ରଚୁର ଉପାର୍ଜନ…

ସବୁଜ ବିଶ୍ୱପାଇଁ ସଂଗ୍ରାମ ଆରମ୍ଭ: ୧କୋଟି ଗଛ ଲାଗିବ ଗ୍ରୀନ ଆର୍ମି !

ଖୋର୍ଦ୍ଧା: ବିପ୍ଲବର ମାଟି ଖୋର୍ଦ୍ଧା । ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଥିଲା ଖୋର୍ଦ୍ଧାରୁ । ଏବେ ସମଗ୍ର ବିଶ୍ୱର ମହାସଙ୍କଟ ହେଉଛି, ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଆଦି ସମସ୍ୟା । ଏହାର ପ୍ରଭାବରେ ପୃଥିବୀର ବହୁ ଜୀବ, ଜନ୍ତୁ ଲୋପ ପାଇଗଲେଣି । ପରିବେଶ…

ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ସୁରୁଚି ୩୦ ହଜାରରୁ ଅଧିକ ଗଛ ଲଗାଇଲେ

ସୁରଟ: ଗୁଜରାଟ ସୁରଟ ସହରର ସୁରୁଚି ବଡଲିୟା ବ୍ରେନ ଟ୍ୟୁମରର ଅନ୍ତିମ ଷ୍ଟେଜରେ ଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି । ପରବର୍ତୀ ପିଢ଼ୀ ପାଇଁ ସେ ୩୦,୦୦୦ରୁ ଅଧିକ ଗଛ ଲଗାଇ ସାରିଛନ୍ତି । ବାୟୁ ପ୍ରଦୂଷଣ କର୍କଟ ରୋଗର ମୁଖ୍ୟ କାରଣ ଭାବେ ବିବେଚନା କରାଯାଏ । ପ୍ରଦୂଷଣ ବିରୋଧରେ…

ଦୁର୍ଗମ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର କାନ୍ଧେଇ ହସ୍ପିଟାଲ୍ ନେଲେ ବିଧାୟକ !

ପାପଡ଼ାହାଣ୍ଡି: ଗତବର୍ଷ ନିର୍ବାଚନରେ ବିଜୟ ଲାଭ କରିଥିଲେ ମଧ୍ୟ ଡାବୁଗାଁ ବିଧାୟକ ମନୋହର ରାନ୍ଧାରୀ ନିଜର ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟ ଜିତିଯାଇଛନ୍ତି । ବିଧାୟକ ମନୋହର ଦୁର୍ଗମ ରାସ୍ତାରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସହଯୋଗୀଙ୍କ ସହିତ କାନ୍ଧେଇ…

ଜାଣନ୍ତୁ, ନୂଆପଡ଼ାର ଏହି ଚାଷୀ ମୋବାଇଲ୍ ପରାମର୍ଶରୁ କିପରି କଲେ ପ୍ରଚୁର ଅମଳ !

ନୂଆପଡ଼ା: ଆଜିକାଲି ଯଦି ସବୁକ୍ଷେତ୍ରରେ ହାଇ-ଟେକ୍ନୋଲୋଜି ଉପଯୋଗ ହୋଇପାରୁଛି ତେବେ ଚାଷକାର୍ଯ୍ୟରେ କାହିଁକି ଏହାକୁ ବ୍ୟବହାର କରିହେବ ନାହିଁ? ଚାଷକାର୍ଯ୍ୟରେ ହାଇ-ଟେକ୍ ଉପଯୋଗ କରି ଅନେକ ଚାଷୀ ପାଣିପାଗ ସମ୍ପର୍କରେ ପୂର୍ବାନୁମାନ କରି ପ୍ରତିବର୍ଷ ନିଶ୍ଚିତ କ୍ଷୟକ୍ଷତିରୁ ରକ୍ଷା…