Latest Odisha News
Browsing Category

ଭଲଖବର

ଭଲଖବର

ଆମ ଶରୀର ପାଇଁ ଖଜୁରୀ କେତେ ଜରୁରୀ…

ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟ୍ସ ରହିଛି, ଯାହା ସ୍ବାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।  ଖଜୁରୀକୁ ଫ୍ରୁଡ୍ସ ସାଲାଡରେ ମିକ୍ସ କରି ଖାଇପାରିବେ । ନଚେତ ଡ୍ରାଏଫ୍ରୁଡ୍ସ ସହିତ ମଧ୍ୟ ଖାଇପାରିବେ ।  ଖଜୁରୀରେ ପେଣ୍ଟଥେନିକ ଏସିଡ ରହିଛି । ଏହାଦ୍ବାର ଡେଡ…

ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି 

ରାଉରକେଲା: ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ ଉଦଘାଟିତ । ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦ୍ଘାଟିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅତ୍ୟାଧୁନିକ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି l ଲୋକାର୍ପଣ ହେବା ପରେ ହସ୍ପିଟାଲ…

ଗୋଟିଏ ଗୋଡ଼ରେ ଏଭରେଷ୍ଟ: ଦୁର୍ଘଟଣା ବଦଳାଇ ଦେଲା ଜୀବନ 

ଉତ୍ତରପ୍ରଦେଶ: ସାହାସୀ ସେହି ବ୍ୟକ୍ତି ଯିଏ ଶାରୀରିକ ଭାବେ ନୁହେଁ ମାନସିକ ସ୍ତରରେ ପ୍ରସ୍ତୁତ ଥାଏ ସବୁ ସ୍ଥିତିର ମୁକାବିଲା କରିବାକୁ । ସେ ଜଣେ ଶାରୀରିକ ଭିନ୍ନକ୍ଷମ ହୋଇଥାଆନ୍ତୁ ନା କାହିଁକି । ଯଦି ମାନସିକ ସ୍ତରରେ ସୁଦୃଢ, ତାଙ୍କୁ କେହି ବି ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ କରିପାରିବେ ନାହିଁ…

ରବର୍ ବଏଙ୍କ କମାଲ୍, ନିଜ ଶରୀରକୁ ଆଗ ଓ ପଛ ଉଭୟ ପଟୁ ଛୁଇଁପାରୁଛନ୍ତି 

ପଞ୍ଜାବ: ସାଧାରଣ ମଣିଷ ଲାଗୁଥିବା ଜଣେ ଅସାଧାରଣ ବାଳକ । ଦେଖିବାକୁ ମଣିଷ ଭଳି ସେମ୍ ଟୁ ସେମ୍ । କଥାବାର୍ତ୍ତା ବି ସମାନ । ଆଚରଣ ଉଚ୍ଚାରଣରେ ବି ରହିଛି ସମାନତା । ହେଲେ ମଣିଷଠୁ ଭିନ୍ନ ଏଭଳି ଜଣେ ମଣିଷ ଯିଏ ପିଠି ପର୍ଯ୍ୟନ୍ତ ବୁଲାଇ ପାରନ୍ତି ନିଜ ମୁଣ୍ଡକୁ । ପଞ୍ଜାବ ଲୁଧିଆନା ଅଞ୍ଚଳର ଏହି…

ବରଗଡର ସଫଳ ଚାଷୀ ରାମକୃଷ୍ଣ ସାହୁ ….କଣ ତାଙ୍କ ସଫଳତାର ରହସ୍ୟ, ଆସନ୍ତୁ ଜାଣିବା

ବରଗଡ: ସୋହେଲା ବ୍ଲକ ଘୁମୁନିପାଲି ଗାଁର ରାମକୃଷ୍ଣ ସାହୁ । ପରିବାର କହିଲେ ବାପା, ମା, ସ୍ତ୍ରୀ ଏବଂ ଗୋଟେ ଝିଅ । ବାପା ତାଙ୍କର ଚାଷ କାମ କରି ପରିବାର ଚଳାଉଥିଲେ । ରାମକୃଷ୍ଣ ନବମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ସହରକୁ ବାହାରକୁ ଯାଇ ଏକ ବେସରକାରୀ ସଂସ୍ଥାରେ ଦୀର୍ଘ ୭ ବର୍ଷ କାଳ…

ଏସିଆର ବଡ଼ ମହିଳା ମାର୍କେଟ, କେବଳ ବିବାହିତ ମହିଳା ଦୋକାନ ଖୋଲିବାକୁ ଅନୁମତି 

ମଣିପୁର: ଏମିତି ଏକ ମାର୍କେଟ ଯାହା ଅନ୍ୟ ମାର୍କେଟ ଠାରୁ ଟିକେ ଖାସ୍ ରହିବ । କାରଣ ମଣିପୁରରେ ଥିବା ଏହି ମାର୍କେଟର ସ୍ବତନ୍ତ୍ରତା ହେଉଛି, ଏଠାରେ ଯେତେ ବି ଦୋକାନୀ ଅଛନ୍ତି ସମସ୍ତେ ଜଣେ ଜଣେ ମହିଳା । ଶୁଣିବାକୁ ଟିକେ ଅଜବ ଲାଗୁଥିବ ।  ଏକ ଏଭଳି ବଜାର ଯେଉଁଠି ଦେଖିବାକୁ ମିଳନ୍ତିନି…

କୁନ୍ତଳାଙ୍କ କୋଳକୁ ଫେରିଲା ଜଙ୍ଗଲି ବାରହା ‘ଢୁଡ଼’

କେନ୍ଦୁଝର: ମଣିଷ ଓ ଜଙ୍ଗଲି ଜନ୍ତୁଙ୍କ ଅନାବିଳ କାହାଣୀ । ଘରକୁ ଫେରିଲା ଢୁଡ଼ । କେନ୍ଦୁଝର ତେଲକୋଇ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା । ଜଙ୍ଗଲରେ ବୁଲୁଥିବା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ କୁନ୍ତଳା ଓ ତାଙ୍କ ଝିଅ ଜଙ୍ଗଲରେ ପହଞ୍ଚି…

ମହାରାଷ୍ଟ୍ରର ମଦରଟେରିସା, ନିଜ ପୁରା ଜୀବନ ଅନାଥ ପିଲାଙ୍କ ପାଇଁ ସମର୍ପି ଦେଇଛନ୍ତି ସିନ୍ଧୁତାଇ

ପୁନେ: କାନ୍ଦୁଥିବା ପିଲାକୁ ଯିଏ ହସେଇପାରେ, ବେସାହାରା ପିଲାଙ୍କୁ ଯିଏ କୋଳେଇ ନେଇପାରେ, ଭୋକରେ ଡହଳ ବିକଳ ହେଉଥିବା ପିଲା ମୁହଁରେ ଯିଏ ଦି ମୁଠା ଦାନା ଦେଇପାରେ, ୟା ଠୁ ମହାନ କାମ ଆଉ କ’ଣ ହୋଇପାରେ । ଅନ୍ୟର ଦୁଃଖ ଓ କଷ୍ଟକୁ ପ୍ରକୃତରେ ସେଇମାନେ ହିଁ ଚିହ୍ନିପାରନ୍ତି, ଯିଏ ନିଜେ ଖରାପ…

ସୋନୁଙ୍କ ମହାନତା: ଏଥର ସୋନୁ କରିଛନ୍ତି ଏକ ବଡ଼ ଘୋଷଣା, ୧ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଘୋଷଣା କରି ଚର୍ଚ୍ଚାରେ 

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ । ପ୍ରାକୃତିକ ଦୁର୍ବିପାକ ହେଉ କି ମହାମାରୀ କରୋନା । ଦେଶକୁ ଯେତେବେଳେ ସାହାଯ୍ୟର ଆବଶ୍ୟକତା ପଡ଼ିଛି ହାତ ମେଲାଇ ସାହାଯ୍ୟ କରିଛନ୍ତି ସୋନୁ । କିନ୍ତୁ ଏଥର ନିଜର ଉଦାରତାର ପରିଚୟ ଦେଇ ସେ ପୁଣି ସମସ୍ତଙ୍କ ମନ ଜିତି ନେଇଛନ୍ତି ।…

ଭାରତର ପ୍ରଥମ ମହିଳା ବାରିକ ଶାନ୍ତିବାଇ 

ମୁମ୍ବାଇ: ନାରୀ ପ୍ରମାଣିତ କରିଛି, କେଉଁ ଗୁଣରେ ବି ସେ କାହାଠୁ କମ୍ ନୁହେଁ । ପୁରୁଷ ପ୍ରଧାନ ସମାଜରେ ନାରୀ ଆଜି ଆତ୍ମନିର୍ଭରଶୀଳ । ପ୍ରତ୍ୟେକ ବୃତ୍ତି ପ୍ରତ୍ୟେକ ସ୍ଥିତିରେ ନିଜକୁ ଖାପ ଖୁଆଇବାରେ ସାମର୍ଥ୍ୟ । ଏଭଳି ଜଣେ ମହିଳା ହେଉଛନ୍ତି ମହାରାଷ୍ଟ୍ରର ଶାନ୍ତିବାଇ ଯାଦବ । ଯେଉଁ…