Latest Odisha News

BREAKING NEWS

Browsing Category

ଭଲଖବର

ଭଲଖବର

ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ

ଶ୍ରୀନଗର: ବାର୍ଷିକ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ୫୬ ଦିନିଆ ଯାତ୍ରା ଜୁନ ୨୮ରେ ଆରମ୍ଭ ହେବ ଏବଂ ଅଗଷ୍ଟ ୨୨ରେ ଶେଷ ହେବ । ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୩୧୬ଟି ବ୍ରାଞ୍ଚ, ଜମ୍ମୁ-କାଶ୍ମୀର ବ୍ୟାଙ୍କର ୯୦ଟି ବ୍ରାଞ୍ଚ ଓ…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଚୋରି କି ଡକାୟତି କରିବାକୁ ଆସୁଥିଲେ ସାବଧାନ । ଏଣିକି ପୋଲିସ ହାତରୁ ଆଉ ଖସିପାରିବେନି ଚୋର । ଚୋରଙ୍କୁ ଧରିବାକୁ ସହରରେ ଲାଗିଛି ସିସିଟିଭି କ୍ୟାମେରା । ୩୨୬ ନମ୍ବର ଜାତିୟ ପଥର ବାଲିମେଳା ଟ୍ରାଫିକ୍ ଛକ ଉପରେ ଲାଗିଛି ଏହି ସବୁ କ୍ୟାମେରା । ଅପରାଧିଙ୍କ…

ଚୋରି କରିବାକୁ ଯୋଜନା କରୁଥିଲେ ସାବଧାନ ! ବାଲିମେଳା ଟ୍ରାଫିକ୍ ଛକରେ ଲାଗିଛି ସିସିଟିଭି, ସ୍ବେଚ୍ଛାସେବୀଙ୍କ ଉଦ୍ୟମକୁ…

ମାଲକାନଗିରି: ମାଲକାନଗିରିରେ ଦିନକୁ ଦିନ ଚୋରି ଓ ଡକାୟତି ପରି ଅନେକ ଅପରାଧ ସଂଖ୍ୟା ବଢୁଛି । ଅପରାଧିଙ୍କ ଉପରେ ନଜର ରଖିବା ଲାଗି ସହରବାସୀ ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଥିଲେ । କିନ୍ତୁ ପ୍ରଶାସନ ଶୁଣିଲା ନାହିଁ । ଶେଷରେ…

ଦାଦା ସାହେବ ଫାଲକେ ପୁରସ୍କାର ପାଇଁ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି 

ନୂଆଦିଲ୍ଲୀ: ସିନେମା ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ ସୁପରଷ୍ଟାର ରଜନୀକାନ୍ତଙ୍କୁ । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି,…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି, ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ…

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରତି ଏମ. ଭେଙ୍କିୟା ନାଇଡୁ । ଏପ୍ରିଲ ୨ ଅର୍ଥାତ ଆସନ୍ତାକାଲି ସେ ଓଡ଼ିଶାରେ ପହଞ୍ଚିବେ । ଏହି ଗସ୍ତ ଅବସରରେ ଉପରାଷ୍ଟ୍ରତି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ତଥା ସମାବର୍ତ୍ତନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ…

ପୋଲିସ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ, ସଫଳତା ନେଇ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପିଙ୍କ ସୂଚନା

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ଼ ସଫଳତା ମିଳିଛି l ପୋଲିସ ଓ ମାଓବାଦୀ ଗୁଳିବିନିମୟରେ ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନିତ ଅଗ୍ରୱାଲ ।  ସୂଚନା ଅନୁସାରେ, ଗତ ୨୮ ତାରିଖରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ…

ବେଙ୍ଗାଳୁରୁର କୋଟିପତି ବାରିକ, ପାଖରେ ଅଛି ୩ ଶହରୁ ଅଧିକ ଦାମି କାର, ଜଣେ ଆଣ୍ଟିଙ୍କ ଆଡଭାଇସ୍ ବଦଳାଇଦେଲା କିସମତ୍ 

ବେଙ୍ଗାଳୁରୁ: କେବଳ ହାତରେ ପଇସା ଥିଲେ ଯେ ସଫଳତା ଧାଇଁ ଆସିବ ତା ନୁହେଁ । କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ଥିଲେ ଜଣେ ବ୍ୟକ୍ତି ସେଲୁନ୍ ବାଲାଠୁ କୋଟି ପତି ବି ହୋଇପାରିବ । ଆପଣଙ୍କୁ ବିଶ୍ବାସ ହେଉନଥିବ । ଚାଲନ୍ତୁ ଭେଟିବା ବେଙ୍ଗାଳୁରୁର ଜଣେ ସେଲୁନ୍ ବାଲାଙ୍କୁ । ଯିଏ ଆଜି କୋଟି କୋଟି…

କୃଷି କ୍ଷେତ୍ରରେ ଡିଜିଟାଲ ପରାମର୍ଶ ବୋରିଗୁମ୍ମାର ଚାଷୀ ଡମୁଙ୍କୁ ଦେଲା ନୂଆ ପରିଚୟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖଜୁରୀଗୁଡା ଗାଁର ଡ଼ମୁ ଭତରା । ପିଲା ଦିନରୁ ଚାଷ କାମ ପ୍ରତି ଆଗ୍ରହ ଥିବା ଡ଼ମୁ ବାପାଙ୍କ ଦେହାନ୍ତ ପରେ ଏହାକୁ ଜୀବିକା ଭାବେ ଗ୍ରହଣ କଲେ । କିନ୍ତୁ ସଠିକ ସମୟରେ ସଠିକ କୃଷି ସୂଚନାର ଅଭାବରୁ ଚାଷ କାର‌୍ୟ୍ୟରେ ତାଙ୍କର ଅନେକ କ୍ଷତି ହେଲା…

ଆସୁଛି ଆଉ ୧୦ ରାଫେଲ, ବଢିବ ଭାରତୀୟ ବାୟୁସେନାର ଶକ୍ତି, ଏକ ମାସ ମଧ୍ୟରେ ବାୟୁସେନାରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ…

ନୂଆଦିଲ୍ଲୀ:  ଆସୁଛି ଆଉ ୧୦ ରାଫେଲ । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଆଉ ୧୦ଟି ନୂଆ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଆସିବ । ଏହି ବିମାନ ଆସିବା ପରେ ଭାରତୀୟ ବାୟୁସେନାର ଶକ୍ତି ଦ୍ବିଗୁଣିତ ହୋଇଯିବ । ରାଫେଲର ସଂଖ୍ୟା ୨୧କୁ ବୃଦ୍ଧି ହେବ । ବର୍ତ୍ତମାନ ବାୟୁସେନା ନିକଟରେ…

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ, ଏହି ସମୟରେ ଚାଲିବ ଟ୍ରେନ୍…

ଭୁବନେଶ୍ବର: କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ମେମୁ ଟ୍ରେନ ଚଳାଚଳ । ଆସନ୍ତା ମାସରୁ କଟକରୁ ପୁରୀ, ପାରାଦୀପ ଏବଂ ଭଦ୍ରକ ପର୍ଯ୍ୟନ୍ତ ମେମୁ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଛି । ପୁରୀ-କଟକ ମେମୁ ୧୨ ଏପ୍ରିଲରୁ ପୁରୀରୁ ପୂର୍ବାହ୍ନ ୮ ଟାରେ ଛାଡି କଟକରେ ପୂର୍ବାହ୍ନ ୧୦ଟା ୪୫ମିନିଟରେ…