Latest Odisha News

BREAKING NEWS

Browsing Category

ବିଦାୟ ୨୦୧୯

Bidaya 2019

୨୦୧୯ର ଟପ୍ ଟେନ୍ ମହିଳା ଖେଳାଳି; ତାଲିକାରେ ରହିଲେ ଓଡ଼ିଆ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ !

ନୂଆଦିଲ୍ଲୀ: ସୋସିଆଲ୍ ମିଡ଼ିଆ ଟ୍ୱିଟରରେ ପ୍ରକାଶିତ ‘ଦିସ୍ ହାପେନଡ଼ ୨୦୧୯’ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୦ ଜଣ ମହିଳା ଖେଳାଳୀଙ୍କ ତାଲିକା ପ୍ରକାଶିତ ହୋଇଛି । And these women made it to the top of the athletes list ?#ThisHappened2019 pic.twitter.com/i5y1P0HFMF —…

ବିଦାୟ ୨୦୧୯: ଓଡ଼ିଶାର ଛାତିକୁ ଥରାଇ ଦେଇଥିଲା ପ୍ରଳୟଙ୍କରୀ ବାତ୍ୟା ଫନୀ-ବୁଲବୁଲର ବିଭୀଷିକା !

ଭୁବନେଶ୍ୱର: ୨୦୧୯ ବର୍ଷ ଓଡ଼ିଶା ଲାଗି ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ଏହିବର୍ଷ ଓଡ଼ିଶାକୁ ସାମ୍ନା କରିବାକୁ ପଡ଼ିଥିଲା ଦୁଇଟି ଭୟଙ୍କର ବାତ୍ୟା । ମେ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାରେ ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଏହା ମନରୁ…

ହାଣ୍ଡିଶାଳରୁ ପିଆଜ ଉଭାନ; ବର୍ଷ ଶେଷରେ ଖାଉଟି ହେଲେ ହନ୍ତସନ୍ତ

ଭୁବନେଶ୍ୱର: ୨୦୧୯ ବର୍ଷରେ ଦେଶବ୍ୟାପୀ ପିଆଜର ଆକାଶଛୁଆଁ ଦରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । କେବଳ ଓଡିଶା ନୁହେଁ ଦେଶର ସମସ୍ତ ରାଜ୍ୟରେ ହୁ ହୁ ହୋଇ ୨୦ ଟଙ୍କାରୁ ୨୦୦ ଟଙ୍କା କୁ ଛୁଇଁଥିଲା ପିଆଜ ଦର। ଖାଲି ସେତିକି ନୁହେଁ ଏହି ପିଆଜକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ କୌତୁକିଆ ଫୋଟୋ…

ବିଦାୟ ୨୦୧୯: ସ୍ମୃତିରେ ରହିବ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ…

ଭୁବନେଶ୍ୱର: ଫେବ୍ରୁଆରୀ ମାସ ୧୪ ତାରିଖ ୨୦୧୯ ବର୍ଷର ଏହି ଦିନର ଚର୍ଚ୍ଚିତ ପୁଲୱାମା ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ଆଉ ଏକ ଯଦ୍ଧର ଘନଘଟାକୁ ଡାକି ଆଣିଥିଲା । ପାକିସ୍ତାନ ପ୍ରରୋଚିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀରର ପୁଲୱାମାଠାରେ ଏକ ବୋମା ବିସ୍ଫୋରଣରେ ୪୧ ଭାରତୀୟ…

ବିଦାୟ ୨୦୧୯: ବିବାଦୀୟ ସାବରିମାଳା ମନ୍ଦିର ଓ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

କେରଳ: ୨୦୧୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମକୋର୍ଟ କେରଳର ବହୁ ଚର୍ଚ୍ଚିତ ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶକୁ ନେଇଥିବା ବିବାଦର ଅନ୍ତ ଘଟାଇଥିଲେ । ଏହି ବିବାଦ ୨୦୧୯ ମସିହାର ସବୁଠୁ ବିବାଦୀୟ ଓ ଚର୍ଚ୍ଚିତ ଘଟଣାବଳୀ ମଧ୍ୟରୁ ଅନ୍ୟତମ। ଜାଣନ୍ତୁ, କେବେଠୁ ଆରମ୍ଭ…

ବିଦାୟ ୨୦୧୯: ଚନ୍ଦ୍ରଯାନ କେତେ ସଫଳ ?

ନୂଆଦିଲ୍ଲୀ: ୨୦୧୯ ମସିହାର ସବୁଠୁ ଚର୍ଚ୍ଚିତ ଘଟଣାବଳୀ ମଧ୍ୟରେ ରହିଥିଲା ଭାରତର ଚନ୍ଦ୍ରମିଶନ। ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ପୃଥିବୀ ଛାଡି ଚନ୍ଦ୍ରପୃଷ୍ଠରେ ପାଦଥାପିବା ଓ ଇତିହାସ ସୃଷ୍ଟି କରିବା ନେଇ ସେସମୟରେ ଜୋରଦାର୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏଯାବତ୍…