Latest Odisha News

BREAKING NEWS

Browsing Category

ବିଶେଷ

ମଣିଷର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ‘‘ଏଗ୍‌ ରୋଲ୍’’

ଭୁବନେଶ୍ୱର: ଯଦି ଆପଣ ଜଣେ ଷ୍ଟ୍ରୀଟ୍‌ ଫୁଡ୍‌ ଲଭର ହୋଇଥାନ୍ତି ତେବେ ଆପଣଙ୍କୁ କିଛିଟା କଥା ଜାଣିବା ନୀହାତି ଦରକାର । କାରଣ ଆପଣ ଯେଉଁ ଜିନିଷକୁ ହେଲ୍ଦି ଫୁଡ୍‌ ଭାବି ଖାଉଛନ୍ତି ତାହା ଆପଣଙ୍କ ଶରୀରରେ ସିରା ପ୍ରସିରାକୁ ବ୍ଲକେଜ୍‌ କରିବାର କାରଣ ହୋଇପାରେ । ବିଶେଷ କରି ଯଦି ଆପଣଙ୍କର ହାଇ…

ଆ’ ଜହ୍ନରେ ଲେଖିବା ନାଁ: ଜହ୍ନ ରାଇଜରେ ଜାଗା କିଣି ପତ୍ନୀଙ୍କୁ ଉପହାର ଦେଲେ ପଶ୍ଚିମବଙ୍ଗର ଯୁବକ

"ଜହ୍ନ ରାଇଜରେ ଜାଗାଟେ କିଣିଛି...ତାରା ଫୁଲରେ ଘରଟେ କରିଛି ।" ସୁପରହିଟ୍ ଆଲବମର ଏହି ଗୀତ ଏବେ ବାସ୍ତବରେ ରୂପାନ୍ତରିତ ହୋଇଛି । ବିଜ୍ଞାନର ଅଗ୍ରଗତି, ବୈଜ୍ଞାନିକମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ଓ ଆଧୁନିକ ଜ୍ଞାନ କୌଶଳ ବଳରେ ଆଜି ମଣିଷ ଚନ୍ଦ୍ରପୃଷ୍ଠରେ କେବଳ ପହଞ୍ଚି ନାହିଁ ସେଠାରେ ଜମି…

ଦଶାହରେ କାହିଁକି ଲଣ୍ଡା ହୁଅନ୍ତି ପୁରୁଷ ? କଣ ରହିଛି କାରଣ , ଆସନ୍ତୁ ଜାଣିବା….

ଭୁବନେଶ୍ବର: ହିନ୍ଦୁ ଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ରୀତିନୀତି ଓ ପରମ୍ପରା ରହିଛି  ।  ମୃତ୍ୟୁ ପରେ ମଧ୍ୟ ମୃତକଙ୍କ ଆତ୍ମା ଶାନ୍ତି ପାଇଁ ୧୩ ଦିନ ପାଳନ କରାଯାଏ । ଅନ୍ତିମ ସଂସ୍କାରରେ ପାଳନ କରାଯିବାକୁ ଥିବା ଅନେକ ନିୟମ ମଧ୍ୟରୁ ଗୋଟିଏ ହେଉଛି ମୁଣ୍ଡନ ହେବା ବା ଚୁଟି କାଟିବା ।…

ଏଣିକି ପାଖରେ ATM କାର୍ଡ ନଥିଲେ ଆଉ ନାହିଁ ଚିନ୍ତା, ଆସିଲା ୟୁପିଆଇ ଏଟିଏମ୍

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ୍‌ । ଏଥିରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇ ହେବ । ଗ୍ରାହକମାନେ କ୍ୟୁଆର୍‌ କୋଡ୍ ସ୍କାନ କରି ଏହି ଏଟିଏମରୁ ଟଙ୍କା ଉଠାଇପାରିବେ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟସ୍…

ପିଆଜର କଳା ଆସ୍ତରଣ ବଢାଇ ପାରେ ରୋଗର ସମସ୍ୟା 

ଭୁବନେଶ୍ୱର: ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…

ସବୁଜ ରଙ୍ଗର ଅଣ୍ଡା: ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ

ଭୁବନେଶ୍ୱର: ସାଧାରଣତଃ ପ୍ରୋଟିନ ଓ କ୍ୟାଲସିୟମର ଆବଶ୍ୟକତା ପୂରା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି। ମଣିଷର ଖାଦ୍ୟ ତାଲିକାରେ ରହିଥିବା ଅନେକ    ପ୍ରକାର କ୍ୟାଲସିୟମ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଭିତରୁ ଅଣ୍ଡା ଅନ୍ୟତମ। ସାଧାରଣତଃ ଜଣେ ବ୍ୟକ୍ତି ସର୍ବାଧିକ ୪ ରୁ ୫…

୩୨ ବର୍ଷ ବୟସରେ ୯୬ଟି ସନ୍ତାନର ବାପା ହେଲେ ଯୁବକ

ଭୁବନେଶ୍ୱର: ୯୬ଟି ପିଲାଙ୍କ ବାପାର ବୟସ ମାତ୍ର ୩୨ ବର୍ଷ । ୯୬ ପିଲାଙ୍କର ବାପା ବର୍ତ୍ତମାନ ସୁଧା କେବଳ ୨୫ ଜଣଙ୍କୁ ଭେଟିଛନ୍ତି। ସେ ଯୁବକ ଜଣଙ୍କ ହେଉଛନ୍ତି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟିର ସାଇକୋଲୋଜି ବିଭାଗର ଛାତ୍ର। ଯୁବକ ଜଣଙ୍କ ଏଭଳି ଏକ ଅବିଶ୍ୱସନୀୟ ଘଟଣାକୁ ସତ ପ୍ରମାଣିତ…

ଆଜି ବିଶ୍ୱ ସଂସ୍କୃତ ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ସଂସ୍କୃତ ଦିବସ । ବିଶ୍ୱ ଦରବାରରେ ସଂସ୍କୃତ ଭାଷାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ଏକ ପ୍ରାଚୀନ ଭାଷା ରୂପେ ବିଶ୍ୱ ବିକ୍ଷାତ ।  ଆମର ବେଦ,  ଉପନିଷଦ୍‌, ଶାସ୍ତ୍ର, ପୁରାଣ ଓ ଅନେକ ପ୍ରାଚୀନ ଗ୍ରନ୍ଥ ଗୁଡ଼ିକ ସଂସ୍କୃତ ଭାଷାରେ ରଚିତ । ଏଣୁ ସଂସ୍କୃତକୁ…

ଶବ ସତ୍କାରର ବିଚିତ୍ର ପରମ୍ପରା: ମୃତ ଦେହ ପାେଡ଼ାଯାଏନି କି ପୋତାଯାଏନି

ଭୁବନେଶ୍ୱର:  ଇଣ୍ଡୋନେସିଆର ଏମିତି ଏକ ସମ୍ପ୍ରଦାୟ ବସବାସ କରନ୍ତି ଯାହାଙ୍କ ବିଷୟରେ ଶୁଣିଲେ ଭାରି ତାଜୁବ୍ ଲାଗେ । ଶବ ସତ୍କାରରକୁ ନେଇ ସେମାନଙ୍କର ବିଚିତ୍ର ପରମ୍ପରା ରହିଛି । ଇଣ୍ଡୋନେସିଆର ବାଲି ଦ୍ବୀପ ଅନ୍ତର୍ଗତ ବାତୁର ହ୍ରଦର ପୂର୍ବ ଉପକୂଳରେ ରହିଛି ତ୍ରୁନ୍ୟାନ୍‌ ଗାଁ। ପର୍ବତାଞ୍ଚଳ…