Latest Odisha News
Browsing Category

ବିଶେଷ

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା'ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି…

ଶ୍ରୀ କୃଷ୍ଣଙ୍କ ଭକ୍ତ ହେଲେ ମୁସଲିମ ମହିଳା, ବୃନ୍ଦାବନକୁ କଲେ ନିଜର ବାସସ୍ଥଳ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୁହାଯାଏ ଯେ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରେମରେ ଯିଏ ପଡିଛି ସେ ସବୁକିଛି ଭୁଲିଯାଇଛି । ସେ ରାଧା ହୁଅନ୍ତୁ କି ମୀରା, ଦେବକି ହୁଅନ୍ତୁ କି ଯଶୋଦା, ଭକ୍ତ ସୁଦାମ ହୁଅନ୍ତୁ କି ମାଣିକ ଗଉଡୁଣୀ , ସମସ୍ତେ ପ୍ରଭୁଙ୍କ ପ୍ରେମରେ ନିଜକୁ ଭିନ୍ନ ଭିନ୍ନ ରୂପରେ ହଜାଇ ଦେଇଥିଲେ…

୭ ଜନମ ପାଇଁ ସାଥି ନୁହେଁ: ମାତ୍ର ୨୪ ଘଣ୍ଟା ପାଇଁ ହୁଏ ବାହାଘର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି । ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ନିଜର ପ୍ରଥା ରହିଛି । କୌଣସି ସ୍ଥାନରେ ବିବାହ ଶୀଘ୍ର ହୋଇଥାଏ ତ କୌଣସି ସ୍ଥାନରେ ବିଳମ୍ବରେ ବିବାହ ହୁଏ । କେଉଁଠି ଝିଅ ପକ୍ଷ ଯୌତୁକ ଦିଅନ୍ତି ତ କେଉଁଠି…

ମାଲେମାଲ କରିଲା ଟମାଟୋ ବେପାର: ଦେଢ଼ କୋଟି ଟଙ୍କା ରୋଜଗାର କଲେ ତୁକାରାମ

ପୁନେ: ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ। ଶହେ ଉପରେ କେଜି। ଯେଉଁଠି ଗ୍ରାହକମାନେ କିଲେ ଲେଖାଏଁ ଟମାଟୋ କିଣନ୍ତି, ଆଜି ସେଠି ହାତଗଣତି ତଥା ଦୁଇ ଶହ, ଅଢେଇ ଶହ ଗ୍ରାମ୍‌ରେ ମନ ବୁଝେଇବାକୁ ପଡୁଛି । ହେଲେ ଏହି ଟମାଟୋ ବେପାର କରି ମାଲେମାଲ ହୋଇଗଲେ ବ୍ୟବସାୟୀ l ଶହେ କି ହଜାରେ ନୁହେଁ,…

ଅର୍ଥ ଅଭାବରୁ ହରାଇଥିଲେ ପୁଅ; ଏବେ ୨୨ହଜାର ମହିଳାଙ୍କୁ ଦେଉଛନ୍ତି ରୋଜଗାର

ରାଜସ୍ଥାନ: ରାଜସ୍ଥାନ ବାଡ଼ମେର ଜିଲ୍ଲାର ଏକ ଛୋଟ ଗାଁ ରାବତସର । ସେହି ଗାଁର ବୋହୁ ୩୩ ବର୍ଷିୟ ଫେସନ ଡିଜାଇନର ରୁମାଦେବୀଙ୍କ ଜୀବନ ଅନେକ ରୋମାଞ୍ଚରେ ଭରା । ୫ବର୍ଷ ବୟସରେ ମାଙ୍କୁ ହରାଇଥିବା ରୁମା ନିଜ ପିତାଙ୍କ ଦ୍ୱିତୀୟ ବିବାହ ପରେ ଆଇଙ୍କ ପାଖରେ ରହି ବଡ଼ ହୋଇଥିଲେ । ଆଇଙ୍କ ନିକଟରେ ରହି…

କରଜ କରି ସାକ୍ଷାତକାରରେ ଯାଇଥିଲେ ଦିନମଜୁରିଆଙ୍କ ଝିଅ ;ତୃତୀୟ ପ୍ରୟାସରେ ପାଇଥିଲେ ଆଇଏଏସ

ଥିରୁଅନନ୍ତପୁରମ: ୟୁପିଏସସି ପରୀକ୍ଷା ଫଳ ପ୍ରକାଶନ ପରେ ପରେ ଅନେକ ରୋଚକ କାହାଣୀ ସାମ୍ନାକୁ ଆସିଥାଏ । ସେଥିରୁ କେତେକ ଘଟଣା ପ୍ରେରଣାଦାୟୀ ହୋଇଥିବା ବେଳେ ମିଳିଥାଏ ଅନେକ ଶିକ୍ଷା । ଏଭଳି ଏକ ପ୍ରେରଣାଦାୟକ କାହାଣୀ ହେଉଛି କୁରିଚିୟା ଆଦିବାସୀ ଝିଅ ଶ୍ରୀଧନ୍ୟା ସୁରେଶଙ୍କର । ବାପା ଦିନ…

ଆବର୍ଜନା ଦେଲା ରୋଜଗାର; ମାସିକ ଆୟ ୫ଲକ୍ଷ

ବାରାଣସୀ : ବାରାଣସୀର ଶିଖା ଶାହା । ବି ଟେକ ପରେ ଭଲ ଦରମାରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କରୁଥିଲେ କାମ । ହେଲେ ଚାକିରୀ ତାଙ୍କୁ ଦେଇ ପାରିନଥିଲା ଆତ୍ମତୃପ୍ତି । ଦିଲ୍ଲୀରୁ ପରିବେଶ ବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ଶିଖା ଅନୁଭବ କଲେ ଯେ ଅନେକ ଲୋକ ପରିବେଶ ପ୍ରତି ଧ୍ୟାନ…

ବମ୍ ବିସ୍ଫୋରଣରେ ହରେଇଲେ ହାତ, ହେଲେ ଭାଗ୍ୟ ଦେଲା ସାଥ୍, ଆଉ ଏବେ …..

ଜୟପୁର: କୁହନ୍ତି ଇଛା ଶକ୍ତି ଆଗରେ ହାର୍ ମାନେ ସବୁ କଠିନ ପରିସ୍ଥିତି । ଯଦି ଇଛା ଶକ୍ତି ଦୃଢ଼ ଥାଏ ତେବେ ସବୁକିଛି ସମ୍ଭବ । ଆଜି ଆମେ ଆପଣଙ୍କୁ ଜଣେ ସେହିପରି ମହିଳାଙ୍କ ବିଷୟରେ କହିବୁ ଯିଏ ନିଜର ଇଛା ଶକ୍ତି ଦ୍ୱାର ଜଣେ ପ୍ରସିଦ୍ଧ ମୋଟିଭେସନଲ ସ୍ପିକର ହୋଇପାରିଛନ୍ତି । ନାଁ ତାଙ୍କର…

ଲଗାନ୍ତୁ ଏହି ଗଛ: ଘରେ ହେବ ନୋଟର ବର୍ଷା

ଏମିତି କେତେଗୁଡିଏ ଗଛ ଅଛି ଯାହାକୁ ଧର୍ମ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବର୍ଣ୍ଣନା କରାଯାଇଛି  ।  ବାସ୍ତୁ ଶାସ୍ତ୍ର ଅନୁସାରେ ବି ଅନେକ  ଗଛକୁ ଶୁଭଙ୍କର ବୋଲି ବିଚାର କରାଯାଇଛି । ବିଶ୍ୱାସ ରହିଛି, ଏସବୁ ଗଛକୁ ଘରେ ଲଗାଇଲେ  ଅତ୍ୟନ୍ତ ଶୁଭ ଫଳାଫଳ ମିଳିଥାଏ, ଧନ ବୃଦ୍ଧି ବି ଘଟିଥାଏ  ।…

ବିଶ୍ୱର ସବୁଠାରୁ ଦାମୀ ଘଣ୍ଟା ବାବଦରେ ଜାଣିଛନ୍ତି କି?

ଆଜିକାଲି ସମସ୍ତେ ସ୍ମାର୍ଟ ଘଣ୍ଟା ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଆଉ ସ୍ମାର୍ଟ ଘଣ୍ଟାର ଅଧିକ ଲୋକପ୍ରିୟତା ଯୋଗୁଁ ଦିନକୁ ଦିନ ହାତଘଣ୍ଟାର ଚାହିଦା କମିବାରେ ଲାଗିଛି । ତେବେ ଏବେ ବି ଏମିତି କିଛି ଅଛନ୍ତି ଯେଉଁମାନେ ହାତଘଣ୍ଟା ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି, ଆଉ ଏଥିପାଇଁ ଲକ୍ଷ ଲକ୍ଷ…