Latest Odisha News

BREAKING NEWS

Browsing Category

ବିଶେଷ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର

ଆନନ୍ଦପୁର : ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହଦଗଡ଼ ପର୍ଯ୍ୟଟନ କ୍ଷେତ୍ର । ସତେ ଯେପରି ନୀଳ ଜଳରାଶିରେ ଆକାଶ ସହିତ ପାହାଡ ଓ ଡ୍ୟାମର ମିଳନ ହୋଇଛି । ପ୍ରକୃତିର ଏହି ମଜା ନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି । ସୂଚନା ଅନୁଯାୟୀ,…

୬୧ ଟଙ୍କା ରିଚାର୍ଜ କରନ୍ତୁ, ୫ଜି ଇଣ୍ଟରନେଟ ସୁବିଧା ପାଆନ୍ତୁ

ନୂଆ ଦିଲ୍ଳୀ : ଜିଓ ସିମ୍‌ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ଜିଓ ୫ଜିର ନୂଆ ରିଚାର୍ଜ ପ୍ଲାନ  ହେଲା ଘୋଷଣା ।ଏଣିକି ମାତ୍ର ୬୧ ଟଙ୍କା ରିଚାର୍ଜରେ ବ୍ୟବହାରକାରୀମାନେ ୫ଜି ଇଣ୍ଟରନେଟ୍ ସେବାର ଲାଭ ଉଠାଇପାରିବେ ।କମ୍ପାନୀ ଏହି ପ୍ଲାନ ସେହି ବ୍ୟବହାରୀଙ୍କ ପାଇଁ ଘୋଷଣା କରିଛି…

ଇଣ୍ଟରନେଟ ବ୍ୟବହାର କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ

ନୂଆ ଦିଲ୍ଲୀ:  ଅନ୍‌ଲାଇନ ଠକେଇର ଶିକାର ହେଉଛନ୍ତି କି?  ଆପଣମାନଙ୍କ ମୋବାଇଲ ଫୋନ୍‌  ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେଉଛି କି ? ଯଦି ହଁ ତେବେ ଏହି ସବୁରୁ କେମିତି  ରହିବେ ସତର୍କ ? ଦେଖନ୍ତୁ ଆମର ଏହି ରିପୋର୍ଟରେ । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ ଦୁନିଆରେ ହ୍ୟାକର୍ସମାନଙ୍କ…

କୁକୁର ନାଁରେ ୪ ହଜାର କୋଟିର ସମ୍ପତ୍ତି

ନ୍ୟୁୟର୍କ: ସାଧାରଣତଃ ଧନ ସମ୍ପତ୍ତି ମଣିଷ ପାଖରେ ଅଧିକ ରହିଥାଏ । ଗୋଟିଏ କୁକୁର କୋଟି କୋଟି ଟଙ୍କାର ମାଲିକ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  ।  ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର ଭାବେ ପରିଚିତ। ଏହି କୁକୁର ପାଖରେ ଭାରତର…

ବାପା ହେଲେ ମିଳିବ ଛୁଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି…

ବିଲେଇର ଦାମ୍ ୮୦୦ କୋଟି

ବ୍ୟୁରୋ: ଆପଣମାନେ ଜାଣିଥିବେ ସାଧାରଣତଃ ସମସ୍ତେ ଗୃହପାଳିତ ପଶୁ ବା ପକ୍ଷୀ ରଖିବାକୁ ପସନ୍ଦ କରନ୍ତି । କିଏ କୁକୁର, ବିଲେଇ ଓ ଗାଈ ରଖିବାକୁ ପସନ୍ଦ କେରତ ଆଉ କିଏ ବିଭିନ୍ନ ପକ୍ଷୀ ରଖିବାକୁ ପସନ୍ଦ କରେ । ହେଲେ ଆଜି ଆାମେ ଆପଣଙ୍କୁ ଏମିତି ଗୃହପାଳିତ ପଶୁ ବିଷୟେର କହିବୁ ଯାହା ଜାଣିଲେ ଆପଣ…

ସାଥିର ମୃତ୍ୟୁରେ ଭାଙ୍ଗି ପଡ଼ିଛି ଶୁଆଟି, ଏବେବି ବଞ୍ଚିଛି ବିଶ୍ବାସ ସେ ଉଠିବ..ଆଉ କଥା କହିବ

କଣ ପାଇଁ ଶୋଇ ରହିଛୁ ? ଉଠ କଥା କହ.. ମୋତେ ଟିକିଏ ଚାହୁଁନୁ… ଏତେ ଚୁପ କାହିଁକି ହେଇଯାଇଛୁ । ତୁ କିଛି କହୁନୁ କାହିଁକି.. ଏମିତି କିଛି ଅକୁହା କଥା ଆମେ କହୁନୁ ଏ ଦୃଶ୍ୟ କହୁଛି । ଥରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ ଆପଣ ବି ଦେଖିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ । ଶୁଆଟିର ପାଟି…

ବିଛଣାରେ ଗୋବିନ୍ଦ; ଯୌବନରେ ବି ଚାଲିବାକୁ ଅକ୍ଷମ

କାମାକ୍ଷାନଗର : ଖଟରେ ଶୋଇରହିଛି ୨୦ ବର୍ଷର ଭେଣ୍ଡିଆ ପୁଅ  । ଜୀବନ ସହ ଚାଲିଛି ସଂଘର୍ଷ । ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାର ଯୁଇରେ ଜଳୁଛନ୍ତି ଗୋବିନ୍ଦ  । ଯେଉଁ ବୟସରେ ସେ ବାପା ମାଙ୍କ ସାହାରା ସାଜିଥାନ୍ତେ ସେହି ବୟସରେ ବାପା ମା ଉପରେ ପାଲଟିଛନ୍ତି ବୋଝ  । ସତରେ ଭଗବାନଙ୍କର  …

ସାନିଟାରୀ ପ୍ୟାଡ ବ୍ୟବହାର କଲେ ହୋଇପାରେ କ୍ୟାନ୍ସର ; ନୂଆ ଅଧ୍ୟୟନରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ : ଆପଣ ମାନେ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାନିଟାରୀ ପ୍ୟାଡ ବ୍ୟବହାର କରିବା ଦ୍ବାରା ହୋଇପାରେ କର୍କଟ ରୋଗ । ଏମିତିକି ବନ୍ଧ୍ୟାକରଣ ସମସ୍ୟା ମଧ୍ୟ ଦେଖା ଦେଇପାରେ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି  । ପ୍ରତ୍ୟେକ…

ଭାରତୀୟ ସେନାକୁ ବିବାହ କାର୍ଡ ପଠାଇ ଚର୍ଚ୍ଚାରେ ନବ ଦମ୍ପତି

ନୂଆଦିଲ୍ଲୀ : ସମସ୍ତେ ନିଜର ବିବାହକୁ ଖାସ୍ କରିବା ପାଇଁ କିଛି ନାଁ କିଛି ଉପାୟ ଆପଣାଇ ଥାଆନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ନିଜ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରି ବିବାହର ଦିନଟିକୁ ସ୍ବତନ୍ତ୍ର କରିଥାନ୍ତି । ଏହାରି ଭିତରେ ଏହି ବିବାହରେ କିଛି ନିଆରା ଘଟଣା ଦେଖିବାକୁ ମିଳିଛି…