Latest Odisha News

BREAKING NEWS

Browsing Category

ବିଶେଷ

[ଭିଡ଼ିଓ] କୋଟିଲିଙ୍ଗେଶ୍ୱର ମନ୍ଦିରରେ କୋଟିଏ ଶିବ ଲିଙ୍ଗ

କର୍ଣ୍ଣାଟକ: ମନ୍ଦିରରେ ଗୋଟିଏ କି ଦୁଇଟି ନୁହେଁ କୋଟିଏ ଶିବଲିଙ୍ଗ । ଏହି ମହାଦେବଙ୍କ ମନ୍ଦିରରେ ପୂଜା ପାଉଛନ୍ତି ୧ କୋଟି ଶିବଲିଙ୍ଗ ।କର୍ଣ୍ଣାଟକର କୋଲାରରେ ଥିବା କୋଟିଲିଙ୍ଗେଶ୍ୱର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି । ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ…

[ଭିଡ଼ିଓ] ବର୍ଷିଆନ୍ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କ ସଙ୍ଗୀତ ଯାତ୍ରା …

ଭୁବନେଶ୍ୱର : ସେ ଭକତ ଭାବରେ ବନ୍ଧା .. .ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ । ତାଙ୍କରି ନାଁରେ ଏହି ଭବସାଗର ପାରି ହେବ । ଆଜି ଯାହା ବି ସଫଳତା ମିଳିଛି ସବୁ ସେଇ ଜଗନ୍ନାଥଙ୍କ ପାଇଁ। ନିଜ ଜୀବନର ସମସ୍ତ ସଫଳତାର ପଦ୍ମଶ୍ରୀ ସମ୍ମାନ ପାଇଁ ମଧ୍ୟ ସମସ୍ତ ଶ୍ରେୟ ଦେଇଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ…

[ଭିଡ଼ିଓ] ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମୂର୍ତ୍ତି

ବିହାର: ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମନ୍ଦିର। ବିଶ୍ୱାସ ନହେଲେ ବି ଏହି ଘଟଣା ସମ୍ପୁର୍ଣ୍ଣ ସତ। ଏନେଇ ରହିଛି ପୁରାଣ ଆଉ ରହିଛଇ ଶ୍ରଦ୍ଧାଳୁ ମନରେ କିଛି ବିଶ୍ୱାସ । ଏହି ମନ୍ଦିର ରହିଛି ବିହାରର ଦରଭଙ୍ଗା ଅଞ୍ଚଳରେ। ମା’କାଳୀଙ୍କ ମୂର୍ତ୍ତି ଶ୍ମଶାନ ଘାଟରେ ହିଁ ତିଆରି ହୋଇଛି ।…

[ଭିଡ଼ିଓ] ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ…

[ଭିଡ଼ିଓ] ସାପ ମାନଙ୍କର ଦ୍ୱୀପ ‘ଇଲାହା ଦା କ୍ୟୁଡ଼ମାଦା’

ଭୁବନେଶ୍ୱର: ଶୁଣିଲେ ବେଶ୍ ଆଶ୍ଚର୍ଯ୍ୟ ଲାଗେ। ଆମେ ମଣିଷ ଯେମିତି ବସବାସ କରୁଛେ ସେମିତି କିଛି ଜୀବମାନଙ୍କ ମଧ୍ୟ ଭିନ୍ନ ଭିନ୍ନ ପରିବେଶ ରହିଛି । ଯେମିତି ଭିନ୍ନ ଭିନ୍ନ ସାପ ସବୁ କିଛି ସ୍ଥାନରେ ଦେଖିବାକୁ ମିଳେ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଯେ ଏହି ସାପ ମାନଙ୍କର ବି ଗୋଟିଏ…

‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର: ‘ବିଶ୍ୱ ହୃଦୟ ଦିବସ’ । ପ୍ରତି ବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’( World heart day) ପାଳନ କରାଯାଏ । ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା…

ଦିଲ୍ଲୀପ କୁମାରଙ୍କ ୫ଟି ଅପାସୋରା ଫିଲ୍ମ

ମୁମ୍ୱାଇ: ଦୁନିଆକୁ ଅଲବିଦା କହିଛନ୍ତି ବଲିଉଡର ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାର । ସେ ଆଜି ନାହାନ୍ତି । କିନ୍ତୁ ସେ ଛାଡ଼ି ଯାଇଥିବା ଅଭିନୟର ଛାପ ସବୁଦିନ ତାଙ୍କ ଚିରସ୍ମରଣୀୟ କରି ରଖିବ । ମାୟାନଗରୀରେ ପାଦ ଥାପିବା ପରେ ବହୁ ସଂଘର୍ଷର ସାମନା କରିଥିଲେ ଦିଲ୍ଲୀପ କୁମାର । ନିଆରା ଅଭିନୟ…

ମର୍ଦ୍ଦଳ ବାଦନକୁ ପ୍ରୋତ୍ସାହିତ କରିବା ମୋର ଏକମାତ୍ର ଲକ୍ଷ୍ୟ : ଗୁରୁ ଧନେଶ୍ୱର ସ୍ୱାଇଁ

ମର୍ଦ୍ଦଳ ହେଉଛି ଓଡ଼ିଶାର ପ୍ରାଚୀନ ତଥା ସ୍ୱଦେଶୀ ବାଦ୍ୟଯନ୍ତ୍ର । ଏହା ଓଡ଼ିଶା ସଙ୍ଗୀତ ଏବଂ ନୃତ୍ୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। କିନ୍ତୁ ବିଡମ୍ବନାର ବିଷୟ ଯେ, ଏହା ଅନେକ ଦଶନ୍ଧି ଧରି ଏହାକୁ ସାଧନାର ଏକ ବାଦ୍ୟଯନ୍ତ୍ର ଭାବରେ ବ୍ୟବହାର କରାଯାଉ ନଥିବା ବେଳେ ଅନ୍ୟ ସାଥୀମାନେ…

ମେ’ରେ ମହାମାରୀ ଦେଖାଇଛି ମହାରୂପ: ୮୮ ଲକ୍ଷ ପଜିଟିଭ୍, ୧ ଲକ୍ଷ ୧୭ହଜାର ମୃତ

ନୂଆଦିଲ୍ଲୀ: ମେ ମାସରେ ଦେଶରେ କରୋନା ସଂକ୍ରମଣ ପିକ୍ ଛୁଇଁଥିଲା । ମହାରୂପ ଦେଖାଇଥିଲା ମହାମାରୀ । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଲକ୍ଷେରୁ ଅଧିକ ଜୀବନ ବି ନେଇଚି କରୋନା । ମେ ମାସରେ ଦୈନିକ ସଂକ୍ରମଣ ରେକର୍ଡ ୪ ଲକ୍ଷ ପାର କରିଥିଲା । ମୃତ୍ୟୁସଂଖ୍ୟା ବି ପାଖାପାଖି ୫ହଜାର ହୋଇଛି…

ଦୈନିକ ୭୦ ହଜାର କୋଭିଡ୍ ଟେଷ୍ଟ ଦିଗରେ ବଢୁଛି ଓଡ଼ିଶା, ବଢୁଛି ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ । ଦୈନିକ ୭୦ ହଜାର ଲକ୍ଷ୍ୟରେ ବଢୁଛି ଓଡ଼ିଶା । ଗତ କିଛି ଦିନ ହେବ ୬୦ହଜାରରୁ ଅଧିକ ଟେଷ୍ଟ ହେଉଥିଲା । ଗତ ୨୪ ଘଣ୍ଟାରେ ୬୭ହଜାର ୧୫୬ ନମୁନା ପରୀକ୍ଷା କରାଯାଇଛି । ଚିହ୍ନଟ ହୋଇଛନ୍ତି ୧୨ହଜାର ୮୫୨ ନୂଆ ଆକ୍ରାନ୍ତ । ଗତକାଲି ୬୦ହଜାର ୭୫୯…