Latest Odisha News

BREAKING NEWS

Browsing Category

ବିଶେଷ

ଛତିଶଗଡ଼ ବଢ଼ାଇଛି ଓଡ଼ିଶାର ଏହି ପାଞ୍ଚ ଜିଲ୍ଲାରେ କରୋନା ଟେନସନ୍, ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ଭୟ । ସେସବୁ ରାଜ୍ୟରେ ବ୍ୟାପୁଛି । ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ସୁନ୍ଦରଗଡ଼ରେ ୫୦ରୁ ଶହେ ପରେ ଆଜି ଆକ୍ରାନ୍ତଙ୍କ…

ଛତିଶଗଡ଼ରେ ମାଡୁଛି ମହାମାରୀ, ପଶ୍ଚିମ ଓଡ଼ିଶା ଏହି ୪ ଜିଲ୍ଲାରେ ବଢୁଛି ଭାଇରସ୍ ଭୟ

ଭୁବନେଶ୍ୱର: ଛତିଶଗଡ଼ରେ କରୋନା କେସ୍ ଉପରମୁହାଁ । ସେଠି ବଢୁଛି ଦୈନିକ ସଂକ୍ରମଣ । ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ୪ଟି ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼ ଓ କଳାହାଣ୍ଡି ଜିଲ୍ଲାରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେଇଛି । ଏସବୁ…

ସାବଧାନ: ହ୍ୟାଣ୍ଡ ସାନିଟାଇଜରରୁ ହେଉଛି କ୍ୟାନସର୍ ! ୪୪ଟି ସାନିଟାଇଟର୍ ମାରାତ୍ମକ

ନୂଆଦିଲ୍ଲୀ: କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା, ସାନିଟାଇଜର୍ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ସମସ୍ତେ ହ୍ୟାଣ୍ଡ ସାନିଟାଇଜର ପାଖରେ ରଖୁଛନ୍ତି । ନିୟମିତ ବ୍ୟବଧାନରେ ହାତକୁ ସାନିଟାଇଜ୍ କରୁଛନ୍ତି । ଏଭଳି ସ୍ଥିତିରେ ଏକ ଉଦବେଗଜନକ ଓ…

ମାର୍ଚ୍ଚରେ ଦୈନିକ କରୋନା ସଂକ୍ରମଣ ଫେବ୍ରୁଆରୀ ତୁଳନାରେ ବଢ଼ିଛି ପାଞ୍ଚ ଗୁଣା

ନୂଆଦିଲ୍ଲୀ: ପୁଣି ଥରେ ମହାମାରୀ ଦେଖାଇଛି ମହାରୂପ । ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଏବେ ଦୈନିକ ଚିହ୍ନଟ ହେଉଛନ୍ତି ୪୦ ହଜାରରୁ ଅଧିକ ପଜିଟିଭ୍ । ବର୍ଷେ ତଳେ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଲକଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା…

ଓଡ଼ିଶାରେ ପ୍ରଥମ ଲକଡାଉନକୁ ପୂରିଲା ବର୍ଷେ, ଗତବର୍ଷ ଆଜିର ଦିନରେ ୫ଜିଲ୍ଲା ଓ ୮ ସହରରେ ଲାଗିଥିଲା କଟକଣା

ଭୁବନେଶ୍ୱର: କୋଭିଡ୍ ମହାମାରୀ ବିରୋଧରେ ମହା ଅଭିଯାନରେ ପ୍ରଥମ ରାଜ୍ୟ ଭାବରେ ଦେଶରେ ଲକଡାଉନ୍ ଘୋଷଣା କରିଥିଲା ଓଡ଼ିଶା । ଗତବର୍ଷ ଆଜିର ଦିନରେ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲା । ୫ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକଡାଉନ୍ କରାଯାଇଥିଲା ।…

ତୃତୀୟ T-20ରେ ଟିମ୍ ଇଣ୍ଡିଆ ପରାଜୟର ପାଞ୍ଚଟି କାରଣ

ଅହମ୍ମଦାବାଦ: ତୃତୀୟ ଟି-ଟ୍ୱେଣ୍ଟିରେ ଭାରତକୁ ୮ ଓ୍ୱିକେଟରେ ହରାଇଛି ଇଂଲଣ୍ଡ । ସିରିଜରେ ୨-୧ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦେଇଥିବା ୧୫୭ ରନ୍ ଟାର୍ଗେଟକୁ ୨ ଓ୍ୱିକେଟ ବିନିମୟରେ ୧୦ଟି ବଲ୍ ବାକି ଥାଇ ହାସଲ କରିଥିଲା ଇଂଲିଶ ବାହିନୀ । ରିଷଭ ପନ୍ଥଙ୍କ ଅପ୍ରତ୍ୟାଶିତ ରନ୍ ଆଉଟ୍ ଓ…

ଆଠ ଦିନ ହେଲା ବଢୁଛି: ଦେଶରେ ୧ଲକ୍ଷ ୭୪ ହଜାର ନୂଆ କରୋନା ଆକ୍ରାନ୍ତ, ୯୬୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ଆଠ ଦିନ ହେବ ବଢୁଛି । ଦୈନିକ ସଂକ୍ରମଣ । ୧୮ହଜାରରୁ ବଢ଼ି ୨୫ ହଜାର ପାର କରିଛି । ଗତ ୮ ଦିନ ଭିତରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୭୪ହଜାର ୧୪୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଲାଣି ୯୬୯ ଜୀବନ ।…

ଓଡ଼ିଶାରେ କରୋନାକୁ ବର୍ଷେ: ଆଜିର ଦିନରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ରାଜ୍ୟରୁ ବାହାରିଥିଲା ପ୍ରଥମ ପଜଟିଭ୍ । ଇଟାଲୀ ଫେରନ୍ତା ଯୁବକ ସଂକ୍ରମିତ ହୋଇଥିଲେ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ…

ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍ ବିଷୟରେ କିଛି କଥା

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିମ ଅହମ୍ମଦାବାଦରେ ମୋଟେରା ଷ୍ଟାଡିୟମ୍ । ଏଠାରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ନୂଆ ମୋଟେରା ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ । ପୁରୁଣା ଷ୍ଟାଡିୟମର ନବୀକରଣ କରାଯାଇଛି । ଏକାଠି ୧ ଲକ୍ଷ ୧୦ ହଜାର ଦର୍ଶକ…

ଗଣତନ୍ତ୍ର ଦିବସରେ ପ୍ରତିବର୍ଷ ବଦଳେ ପ୍ରଧାନମନ୍ତ୍ରୀଙ୍କ ପଗଡ଼ି, ଏବର୍ଷ ପିନ୍ଧିଲେ ଜାମନଗର ପଗଡ଼ି

ନୂଆଦିଲ୍ଲୀ: ୭୨ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ପଗଡି ପିନ୍ଧିଛନ୍ତି । ସେ ଏଥର ପିନ୍ଧିଛନ୍ତି ଗୁଜୁରାଟର ଜାମନଗରରେ ଏକ ସ୍ୱତନ୍ତ୍ର ପଗଡି । ମିଳିଥିବା ସୂଚନା ଅନୁସାରେ ଜାମନଗରର ରାଜ ପରିବାର ପକ୍ଷରୁ ମୋଦିଙ୍କୁ ଏହି ପଗଡ଼ି ଦିଆଯାଇଛି ।…