Latest Odisha News

BREAKING NEWS

Browsing Category

ଲେଖକ

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ

ଆଧୁନିକ ଗୀତିକବିତାର ଜନକ ମଧୁସୂଦନ ରାଓ (୧୮୫୩-୧୯୧୨) କ୍ଷେତ୍ର: ଭାଷା-ସାହିତ୍ୟ (ମଧୁ ବର୍ଣ୍ଣବୋଧର ପ୍ରଣେତା) ଓଡ଼ିଆ ସାହିତ୍ୟ ଜଗତରେ ଭକ୍ତକବି ଭାବେ ସୁପରିଚିତ ମଧୁସୂଦନ ରାଓ ତାଙ୍କ ରଚିତ ‘ମଧୁ ବର୍ଣ୍ଣବୋଧ’ ପାଇଁ ରହିବେ ଚିର ଅମର । ଏହି ପତଳା ବହିଟି ଏଯାବତ୍‍ ଏକ ଶିଶୁ-ବେଦ ଭାବେ…

ଜାଣନ୍ତି କି, ଲେଖକ ଭଗବତୀ ଚରଣ ପାଣିଗ୍ରାହୀ ଗୋଟିଏ ସଂତ୍ରାସବାଦୀ ଗୋଷ୍ଠୀ ଗଢ଼ିଥିଲେ?

ଭଗବତୀ ଚରଣ ପାଣିଗ୍ରାହୀ (୧୯୦୮-୧୯୪୩) କ୍ଷେତ୍ର: ଭାଷା-ସାହିତ୍ୟ (ସାମ୍ୟବାଦୀ ଆନ୍ଦୋଳନ ଓ ଲେଖନ) ଗାନ୍ଧିଜୀଙ୍କ ଅହିଂସା ମାର୍ଗର ବିପରୀତ ଦିଗରେ ଯାଇ ଲେନିନ୍‍ଙ୍କ ସମାଜବାଦୀ ସ୍ୱରରେ ସ୍ୱର ମିଳେଇଥିବା ଭଗବତୀ ଚରଣ ପାଣିଗ୍ରାହୀ ଥିଲେ ଓଡ଼ିଶାରେ ସାମ୍ୟବାଦୀ ଦଳ ଓ ଚେତନାର…

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ

ଜ୍ଞାନମଣ୍ଡଳ ପ୍ରଣେତା ବିନୋଦ କାନୁନଗୋ (୧୯୧୨-୧୯୯୦) କ୍ଷେତ୍ର: ଭାଷା-ସାହିତ୍ୟ ବିଶ୍ୱକୋଷ ‘ଜ୍ଞାନମଣ୍ଡଳ’ର ପ୍ରଣେତା ବିନୋଦ କାନୁନଗୋ ଆଧୁନିକ ଓଡ଼ିଶାର ଅନ୍ୟତମ ଜ୍ଞାନନିର୍ମାତା । ଜ୍ଞାନକୋଷ ବା ଏକ୍ସାଇକ୍ଲୋପିଡ଼ିଆ ଏକୁଟିଆ ସଂପାଦନା କରିବା ଏକପ୍ରକାର ଅସମ୍ଭବ ବ୍ୟାପାର ହୋଇଥିବା…

ଜାଣନ୍ତି କି, ଦୁଇ ହଜାରରୁ ଅଧିକ ଗୀତ ଲେଖିଥିଲେ ରସରାଜ ନାରାୟଣ ପ୍ରସାଦ ସିଂହ

 ଆଜି ଜନ୍ମଦିନ  ନାରାୟଣ ପ୍ରସାଦ ସିଂହ (୧୯୩୩-୨୦୧୮) କ୍ଷେତ୍ର: ଗୀତରଚନା, ସାହିତ୍ୟ ‘ସାଗରେ ଅଧୀର ନୀଳ ତରଙ୍ଗ’ ହେଉ କି ‘ଠିଆପୁଚି ନାରଙ୍ଗ’–ଆକାଶବାଣୀ ‘ସଜଫୁଲ’ କାର୍ଯ୍ୟକ୍ରମର ଏଭଳି ବହୁ ଲୋକପି୍ରୟ ଗୀତର ଥିଲେ ସେ ରଚୟିତା । ସେହିପରି ‘ରଥ ଗଡ଼ିଯା, ଚକ ଗଡ଼ିଯାରେ’ (ନୂଆବୋଉ),…

ହରେକୃଷ୍ଣ ମହତାବ

ହରେକୃଷ୍ଣ ମହତାବ (୧୮୯୮-୧୯୮୭) କ୍ଷେତ୍ର: ରାଜନୀତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବ ଥିଲେ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ,…

ଗୋପୀନାଥ ମହାନ୍ତି

ଗୋପୀନାଥ ମହାନ୍ତି (୧୯୧୪-୧୯୯୧) କ୍ଷେତ୍ର: ଭାଷା-ସାହିତ୍ୟ (ଉପନ୍ୟାସ) ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗସ୍ରଷ୍ଟା । ଉପନ୍ୟାସ ସହିତ କବିତା, ଗଳ୍ପ, ଜୀବନୀ, ଆତ୍ମଜୀବନୀ, ନାଟକ ଓ ଅନୁବାଦରେ ମଧ୍ୟ ତାଙ୍କର ଥିଲା ଅଭୂତପୂର୍ବ ଦକ୍ଷତା । ୨୦ ଏପ୍ରିଲ୍ ୧୯୧୪ରେ…

ଗୋପାଳ ଚନ୍ଦ୍ର ପ୍ରହରାଜ

ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫) କ୍ଷେତ୍ର: ଭାଷା-ସାହିତ୍ୟ (ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଣେତା) ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ସଂକଳକ ଭାବେ ଗୋପାଳ ଚନ୍ଦ୍ର ପ୍ରହରାଜ ପ୍ରାତଃସ୍ମରଣୀୟ । ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ସିଦ୍ଧେଶ୍ୱରପୁର ଗାଁରେ ଏକ ଜମିଦାର ପରିବାରରେ ୯…

କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ (୧୯୦୧-୧୯୩୭) କ୍ଷେତ୍ର: ଭାଷା-ସାହିତ୍ୟ (ପ୍ରଥମ ଔପନ୍ୟାସିକା) ଜଣେ କବି ଭାବେ ସର୍ବତ୍ର ସୁପରିଚିତା କୁନ୍ତଳା କୁମାରୀ ସାବତ ଓଡ଼ିଆ ଭାଷାର ପ୍ରଥମ ଔପନ୍ୟାସିକାର ଗୌରବ ମଧ୍ୟ ଦାବି କରନ୍ତି । ତାଙ୍କ ପୂର୍ବରୁ କୌଣସି ଓଡ଼ିଆ ଲେଖିକା ଉପନ୍ୟାସରେ ହାତ ଦେଇନଥିଲେ ।…

ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ (୧୮୭୭-୧୯୨୮) କ୍ଷେତ୍ର: ସମାଜସେବା ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ…

ଗୋପୀନାଥ ନନ୍ଦଶର୍ମା

ଗୋପୀନାଥ ନନ୍ଦଶର୍ମା (୧୮୬୯-୧୯୨୪) କ୍ଷେତ୍ର: ଭାଷା-ସାହିତ୍ୟ (ଓଡ଼ିଆ ଭାଷାତତ୍ତ୍ୱ) ସଂସ୍କୃତ, ପ୍ରାକୃତ, ଓଡ଼ିଆ ଓ ପ୍ରାଚୀନ ଭାଷାରେ ଧୁରୀଣ ଗୋପୀନାଥ ନନ୍ଦଶର୍ମା ତାଙ୍କର ସର୍ବଶ୍ରେଷ୍ଠ କୃତି ‘ଓଡ଼ିଆ ଭାଷାତତ୍ତ୍ୱ’ ପାଇଁ ଚିରକାର ସ୍ମରଣୀୟ ହୋଇ ରହିବେ । ‘ଶବ୍ଦତତ୍ତ୍ୱବୋଧ ଅଭିଧାନ’…