Latest Odisha News

BREAKING NEWS

Browsing Category

ଆନ୍ଧପ୍ରଦେଶ

Andhra Pradesh

ଜମାଇ ଷଷ୍ଠିରେ ଜ୍ୱାଇଁଙ୍କ ପାଇଁ ୬୭ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କଲେ ଶାଶୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଏବେ ସୋସିଆଲ ସାଇଟରେ ବେଶ୍ ପ୍ରଶଂସା ପାଇବାରେ ଲାଗିଛନ୍ତି । ଏଠାରେ ଜମାଇ ଷଷ୍ଠିରେ ପରମ୍ପରା ରହିଛି ଘରର ଜ୍ୱାଇଁ ପାଇଁ ଶାଶୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିବେ । ଉପରୋକ୍ତ ମହିଳା ଜଣକ ନିଜ ଜ୍ୱାଇଁଙ୍କୁ ଖୁସି କରାଇବା ପାଇଁ ୬୭ ପ୍ରକାର…

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌; ଗୁଜବ ଉଠିଛି, ହିନ୍ଦୁ ମନ୍ଦିରରେ ମୁସଲମାନ ରହୁଛନ୍ତି !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଛି । ମୁସଲମାନଙ୍କ କ୍ୱାରେଣ୍ଟାଇନ୍ କେନ୍ଦ୍ର ରୂପେ ଏକ ହିନ୍ଦୁ ମନ୍ଦିର ବ୍ୟବହାର ହୋଇଛି । ଭିଡିଓରେ ଏକାଧିକ ପୁରୁଷ ଓ ମହିଳା ପଠାନୀ ଟୋପି ଏବଂ ବୁର୍ଖା ପିନ୍ଧି ବିଲ୍ଡିଂ ବାହାରକୁ ଯିବାରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଭାଇରାଲ୍…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…