Latest Odisha News

BREAKING NEWS

Browsing Category

ବିହାର

Bihar

ଲାଲୁଙ୍କୁ ଭେଟିଲେ ହେମନ୍ତ ସୋରେନ, ମିଳିତ ଭାବେ ଲଢ଼ିବେ କି ବିହାର ନିର୍ବାଚନ??

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ମିଳିତ ଭାବେ ବିହାର ନିର୍ବାଚନ ଲଢ଼ିବା ଲାଗି ଆଲୋଚନା କରିଛନ୍ତି । ଶନିବାର ସ୍ଥାନୀୟ ଆରଆଇଏମଏସ ରେ ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟି କହିଛନ୍ତି ଯେ ସେମାନେ ବିହାର…

ବିହାର ନିର୍ବାଚନ: ୨୨୦ ସିଟରେ ଏନଡ଼ିଏ ଜିତିବ ବୋଲି ଦୃଢୋକ୍ତି ଦେଲେ କେନ୍ଦ୍ରମନ୍ତ୍ରୀ

ପାଟନା: ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ​​ଏନଡିଏ ୨୨୦ ଟି ଆସନ ଜିତିବ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​୨୪୩ ଟି ଆସନ ମଧ୍ୟରୁ ୨୨୦ ଟି ଜିତି ଏନଡିଏ ରାଜ୍ୟରେ ସରକାର ଗଠନ କରିବ ବୋଲି ଶୁକ୍ରବାର ଦିନ…

ନୀତିଶ କୁମାରଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା, ସିଟ ଆବଣ୍ଟନକୁ ନେଇ ହୋଇଛି ଆଲୋଚନା!!

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଙ୍କୁ ଭେଟିଛନ୍ତି ବିଜେପିର ବରିଷ୍ଠ ନେତାବୃନ୍ଦ । ନୀତୀଶ କୁମାରଙ୍କୁ ଭେଟି ଆସନ୍ତା ବିଧାନସଭା ନିର୍ବାଚନରେ ​​ମିଳିତ ସଂଗ୍ରାମ ପାଇଁ ଉପରେ ଆଲୋଚନା ହେଇଛି । ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସିଥିବା ବିଜେପି ମୁଖ୍ୟ ଜେପି ନାଡା ଶ୍ରୀ କୁମାରଙ୍କୁ…

ରିୟା ଚକ୍ରବର୍ତ୍ତୀ ଜଣେ “ବେଙ୍ଗଲୀ ବ୍ରାହ୍ମଣ “: ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: ଡ୍ରଗ୍ ଅଭିଯୋଗରେ ଅଭିନେତା ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରୀକୁ "ହାସ୍ୟାସ୍ପଦ" ବୋଲି ବର୍ଣ୍ଣନା କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।ରିୟା ଜଣେ 'ବେଙ୍ଗଲୀ ବ୍ରାହ୍ମଣ ମହିଳା' ଯାହାଙ୍କ ପିତା ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ, ଯିଏ ପିଲାମାନଙ୍କ ପାଇଁ ନ୍ୟାୟ …

ନିର୍ବାଚନ ପୂର୍ବରୁ ଲାଲୁଙ୍କ ହାତ ଛାଡିଲେ ବରିଷ୍ଠ ନେତା

ପାଟନା: ଲାଲୁ ଯାଦବଙ୍କ ଜଣେ ପୁରାତନ ସହଯୋଗୀ ତଥା ବରିଷ୍ଠ ନେତା ରଘୁବନ ପ୍ରସାଦ ସିଂ ରାଜ୍ୟ ନିର୍ବାଚନ ପୂର୍ବରୁ ବିହାରର ମୁଖ୍ୟ ବିରୋଧୀ ଦଳ ଆରଜେଡି ଛାଡିଛନ୍ତି। ସୂତ୍ରରୁ ପ୍ରକାଶ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡରେ ଯୋଗ ଦେଇପାରନ୍ତି। ରଘୁବନ…

ମତ୍ସ୍ୟକ୍ଷେତ୍ରର ବିକାଶ ପାଇଁ ୨୦,୦୫୦ କୋଟି ଟଙ୍କା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମତ୍ସ୍ୟ କ୍ଷେତ୍ରରେ ଉତ୍ପାଦନ, ରପ୍ତାନି ବୃଦ୍ଧି ନିମିତ୍ତ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନା (PMMSY) ଆରମ୍ଭ କରିଛନ୍ତି । କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟର ଏକ ଅଂଶ ଭାବରେ ଏହି ଯୋଜନା ପାଇଁ…

[ଭାଇରାଲ ଭିଡିଓ] ମଦ ମାଫିଆଙ୍କ ମାଡରେ ଲହୁଲୁହାଣ ପୋଲିସ !

ବିହାର: ଦିନ ଦ୍ୱିପହରେ ପୋଲିସକୁ ଖୋଲାଖୋଲି ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିଆରେ ଭଇରାଲ୍ ହୋଇଥିବା ଏହି ଭିଡିଓଟି ବିହାର ପାଟନାରୁ ଆସିଛି । ଯେଉଁଠି ମଦ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ଜଣେ ପୋଲିସ କର୍ମଚାରୀ । ପୋଲିସ କର୍ମୀଙ୍କ ଦୋଷ କେବଳ ଏତିକି ଥିଲା ବେଆଇନ ମଦ କାରବାରକୁ ନେଇ…

ନୂଆ ଘୋଟାଲା: ୧୪ ମାସରେ ୮ଥର ଗର୍ଭବତୀ ୬୫ ବର୍ଷୀୟ ମହିଳା !

ବିହାର: ମୁଜାଫରପୁର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ତାଜୁବ କଲାଭଳି ଘଟଣା । ଜଣେ ସ୍ଥାନୀୟ ମହିଳା ଯିଏ କି ୬୫ଟି ଫଗୁଣ ଅତିକ୍ରମ କରିଛନ୍ତି । ହେଲେ ୧୪ ମାସରେ ସେ ୮ଥର ଗର୍ଭଧାରଣ କରିଥିଲେ । ଘଟଣାଟି ଅବିଶ୍ୱସନୀୟ ଲାଗୁଥିଲେ ବି ସରକାରୀ ସ୍ତରରେ ଏହା ସମ୍ଭବ ହୋଇପାରିଛି । ବିହାର ମୁଜାଫରପୁର…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପାଟନା ଏସପିଙ୍କୁ କ୍ୱାରେଣ୍ଟାଇନରେ ରଖିଲା ବିଏମସି

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁହାଁମୁହିଁ ପରିସ୍ଥିତିକୁ ଆସିଛନ୍ତି ମୁମ୍ବାଇ ଓ ବିହାର ପୋଲିସ । ତଦନ୍ତ ପାଇଁ ମୁମ୍ୱାଇରେ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିଓ୍ୱାରୀଙ୍କୁ କ୍ୱାରେଣ୍ଟାଇନରେ ରଖି ଦେଇଛନ୍ତି ବିଏମସି ଅଧିକାରୀ । ଏହାକୁ ନେଇ ଦୁଇ ରାଜ୍ୟର ପୋଲିସ…

ପାଟଣାରେ ଶ୍ରାବଣ ସୋମବାରରେ କାଉଡିଆଙ୍କୁ ଜଳଲାଗି ମନା

ବିହାର: ପାଟଣା ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ଶ୍ରାବଣ ମାସରେ ଜଳଲାଗି ପାଇଁ କାଉଡିାଙ୍କୁ ମନା ହୋଇଛି ଶିବ ମନ୍ଦିର । ପାଟଣା ଜିଲ୍ଲାରେ ଥିବା ଶିବ ମନ୍ଦିର ସବୁ ଆସନ୍ତା ଅଗଷ୍ଟ ୪ ତାରିଖ ଯାଏଁ ବନ୍ଦ ରଖିବାକୁ ଘୋଷଣା…