Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

Delhi Diwali With Toxic Air: ଦୀପାବଳି ପୂର୍ବରୁ ହିଁ ଅଣନିଶ୍ବାସୀ କଲାଣି ରାଜଧାନୀ ଦିଲ୍ଲୀ, ୪୦୦ ଟପିଲା AQI,…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ଥରେ ଚିନ୍ତା ସୃଷ୍ଟି କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ଆଜି ସକାଳ ୭ ଟା ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୨୭୩ ରେକର୍ଡ କରାଯାଇଛି, ଯାହା 'ଅତ୍ୟନ୍ତ ଖରାପ'…

ଦିଲ୍ଲୀ ରାଜନୀତିରେ ରୋଚକ ଘଟଣା, ନିର୍ବାଚନ କମିଶନ ନଶୁଣିବାରୁ ଆପ ତିଆରି କଲା ୱେବସାଇଟ

ନୂଆଦିଲ୍ଲୀ : ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି । କିନ୍ତୁ ଏଯାଏଁ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ତଥ୍ୟ ଦେଲେନି ମୁଖ୍ୟ ନିର୍ବାଚନ କମିଶନ । ଦିଲ୍ଲୀର ପ୍ରତି ନିର୍ବାଚନ ମଣ୍ଡଳୀର କେଉଁ ବୁଥରେ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ସମସ୍ତ ଟିକିନିଖି ତଥ୍ୟ,…

ପୁଣି ସରକାରକୁ ଫେରିବ ଆପ ? ଆସିଲା ନୂଆ ଏକଜିଟ ପୋଲ

ନୂଆଦିଲ୍ଲୀ: ଦିନକ ପରେ ଆସିବ ଦିଲ୍ଲୀ ରେଜଲ୍ଟ । କଣ ହେବ ଏଥର ଦିଲ୍ଲୀରେ, ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ! ତେବେ ଏକ୍‌ଜିଟ୍‌ ପୋଲ୍‌ରେ ବିଜେପି ଜିତୁଥିବାବେଳେ ହାରିଛୁ ଆମ ଆଦ୍‌ମୀ ପାର୍ଟି । କୁହାଯାଉଛି କି ୨୭ ବର୍ଷ ପରେ ଦିଲ୍ଲୀରେ ଫେରିବ ବିଜେପି । ଏକଜିଟ୍‌ ପୋଲ୍‌ର ପୂର୍ବାନୁମାନ…

ରୋଚକ ହେଉଛି ଦିଲ୍ଲୀ ରାଜନୀତି, ପଞ୍ଜାବ ଗାଡ଼ି ଦେଖି ବିଜେପି ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଲ୍ଲୀରେ ଜୋରଦାର ହେଉଛି ବିଜେପି-ଆପ୍ ଟଣା ଓଟରା । ପ୍ରଚାର ଜୋରଦାର ଚାଲିଥିବା ବେଳେ ପାଖେଇ ଆସିଲାଣି ସାଧାରଣତନ୍ତ୍ର ଦିବସ । ଆଉ ଏଭଳି ସ୍ଥିତିରେ ପଞ୍ଜାବ ସରକାରଙ୍କ ନେତା, ମନ୍ତ୍ରୀ, ସେମାନଙ୍କ ଗାଡ଼ି ଏବଂ ସେମାନଙ୍କ ସୁରକ୍ଷାକର୍ମୀଙ୍କୁ…

ରାଜଧାନୀରୁ ତଡ଼ିପାର ହେଲେ ୧୧ ଶହରୁ ଅଧିକ ଅଭ୍ୟାସଗତ ଅପରାଧୀ, ଅଜ୍ଞାତ ସ୍ଥାନକୁ ନେଇଗଲା ପୋଲିସ

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ପୋଲିସର ବଡ଼ ଆକ୍ସନ। ଦେଶର ରାଜଧାନୀରେ ୧,୧୦୦ରୁ ଅଧିକ ଅଭ୍ୟାସଗତ ଅପରାଧୀଙ୍କୁ ତଡ଼ିପାର କରିଛି ପୋଲିସ। ଏମାନଙ୍କୁ ନିର୍ବାଚନ ସରିବା ଯାଏ ଏକ ଅଜ୍ଞାତ ସ୍ଥାନକୁ ନିଆ ଯାଇଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର ଜଣେ ବିରଷ୍ଠ…

ଦିଲ୍ଲୀ ନିର୍ବାଚନ: କେତେ ମହିଳାଙ୍କୁ ମିଳିଛି ଟିକେଟ ? ସବୁ ଦଳ ଫେଲ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଫୋକସରେ ମହିଳା । ଏମାନଙ୍କ ଭୋଟ ହାତେଇବାକୁ ତିନି ଦଳ ଆଣିଛନ୍ତି ବମ୍ପର ସ୍କିମ୍। ହେଲେ ସବୁଠାରୁ ବଡ଼ କଥା ହେଉଛି ଜାତୀୟ ରାଜଧାନୀରେ ଏଯାଏଁ ଯେତେ ଥର ନିର୍ବାଚନ ହୋଇଛି, କେବେ ବି ମହିଳା ବିଧାୟକଙ୍କ ସଂଖ୍ୟା ଦ୍ବି-ଅଙ୍କରେ ପହଞ୍ଚିନି ।…

ଦିଲ୍ଲୀରେ ଏକା ଲଢ଼ିବନି ବେଜପି: ନୀତୀଶଙ୍କ ଦଳକୁ ମିଳିଲା ଟିକେଟ, ଘୋଷଣା ହେଲା ପ୍ରାର୍ଥୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକା ଲଢ଼ିବନି ବିଜେପି। ଏନଡିଏ ମେଣ୍ଚର ଦୁଇ ଦଳ ଜେଡିୟୁ ଓ ଲୋକ ଜନ ଶକ୍ତି ପାର୍ଟିକୁ ନେଇ ନିର୍ବାଚନ ଲଢ଼ିବ ବିଜେପି। ଏହି ଦୁଇ ଦଳକୁ ବିଜେପି ଗୋଟିଏ ଗୋଟିଏ ଆସନ ଦେଇଛି । ନୀତୀଶ କୁମାରଙ୍କ ଦଳକୁ ଦିଲ୍ଲୀ ପୂର୍ବାଞ୍ଚଳର ଏକ ଭଲ ଆସନରେ ନିର୍ବାଚନ…

କଂଗ୍ରେସଠୁ ଦୂରେଇଗଲେ କହ୍ନେୟା ? ଦିଲ୍ଲୀ ନିର୍ବାଚନରେ ମିଳୁନି ଦେଖା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଏଥର ଯେତେ ରୋଚକ ହେଉଛି ସେତିକି କୌତୁହଳ ମଧ୍ୟ କରାଉଛି। ଗୋଟିଏ ସମୟରେ ଏକାଠି ନିର୍ବାଚନ ଲଢ଼ୁଥିବା ଆପ୍ ଓ କଂଗ୍ରେସ ଏ ନିର୍ବାଚନରେ କିନ୍ତୁ ମୁହାଁମୁହିଁ ହେଉଛନ୍ତି। ସେହିଭଳି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରୁଛନ୍ତି କେଜ୍ରିୱାଲ ହେଲେ ଜବାବ…

ଦିଲ୍ଲୀ ରାଜନୀତିରେ ବଡ଼ ହଲଚଲ ! ପୁଣି ଅଡୁଆରେ ପଡ଼ିଲା ଆପ୍, ଘେରିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀରେ ଜୋରଦାର ହେଉଛି ନିର୍ବାଚନୀ ପ୍ରଚାର। କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି ଭିତରେ ଆରୋପ ପ୍ରତ୍ୟାରୋପ ବି ତୀବ୍ର ହେଉଛି। ହେଲେ ଏହାରି ଭିତରେ ଦିଲ୍ଲୀର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି CAG ରିପୋର୍ଟ। ନିର୍ବାଚନୀ ପ୍ରଚାର ଭିତରେ ବହୁ ଚର୍ଚ୍ଚିତ ଅବକାରୀ…