Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଜି-୨୦ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା: ନିୟୋଜିତ ରହିବେ ୧୦୦୦ ସ୍ପେଶାଲ୍ କମାଣ୍ଡୋ ଓ ୩୦୦ ବୁଲେଟ୍…

ନୁଆଦିଲ୍ଳୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।  ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍  ସ୍କାନରରେ ରହିବ ଦିଲ୍ଲୀ ।ଏହି ଟିମରେ ପାଖାପାଖି ୧୦୦୦ ଅଭିଜ୍ଞ ସୈନ୍ୟଙ୍କୁ ସାମିଲ କରାଯାଇଛି । ଏହି ୧୦୦୦ ଯବାନ ପୂର୍ବରୁ ଭିଆଇପିଙ୍କ ସୁରକ୍ଷା କାମରେ…

ଦିଲ୍ଲୀ ହାଇକୋର୍ଟଙ୍କ ବଡ ନିଷ୍ପତି: ଶାଶୁ-ଶ୍ଵଶୁରଙ୍କଠୁ ଅଲଗା ରହିବାକୁ ଜିଦ୍ କରିବା ନିଷ୍ଠୁରତା

ନୂଆଦିଲ୍ଲୀ: କୌଣସି ଉପଯୁକ୍ତ କାରଣ ନଥାଇ ସ୍ତ୍ରୀ ନିଜ ଶାଶୁ-ଶ୍ବଶୁରଙ୍କ ଠାରୁ ଅଲଗା ରହିବାକୁ ସ୍ବାମୀଙ୍କୁ ଜିଦ୍ କରିବା ନିଷ୍ଠୁରତା ଅଟେ । ପାଶ୍ଚାତ୍ୟ ଦେଶ ଭଳି ଭାରତରେ ସ୍ତ୍ରୀ ସହିତ ରହିବାକୁ ପୁଅ ନିଜ ବାପା ମାଆଙ୍କଠୁ ଅଲଗା ହେବା ସହଜ ନୁହେଁ । ଏକ ପାରିବାରିକ ବିବାଦ ମାମଲାର ଶୁଣାଣି…

ସାରା ଦେଶକୁ ଘାରିଛି ଚନ୍ଦ୍ରୟାନ ଫିଭର: ସଫଳତା ପାଇଁ ସବୁଠି ଚାଲିଛି ଯଜ୍ଞ ଓ ନମାଜ ପାଠ

ଦିଲ୍ଲୀ: ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ…

ଯୁଦ୍ଧପୋତ ବିନ୍ଧ୍ୟଗିରିର ଉଦଘାଟନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦ୍‌ଘାଟନ କରିଛନ୍ତି। ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ଥିବା ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଆଜି ଜଳାବତରଣ ହୋଇଛି। ଉକ୍ତ ପ୍ରୋଜେକ୍ଟ ଅଧୀନରେ ମୋଟ୍‌ ୭ଟି ଯୁଦ୍ଧପୋତ ନିର୍ମାଣ…

ବଦଳିଲା ନେହେରୁ ମେମୋରିଆଲ୍ ମ୍ୟୁଜିୟମର ନାମ :ନୂଆ ନାଁ ହେଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ

ଦିଲ୍ଲୀ : ବଦଳିଲା ନେହେରୁ ମେମୋରିଆଲ୍‌ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ର ନାମ। ନୂଆଦିଲ୍ଲୀସ୍ଥିତ ଏହି ସଂଗ୍ରହାଳୟ ଏବେ ‘ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍‌ ଏବଂ ଲାଇବ୍ରେରୀ ସୋସାଇଟି’ ନାମରେ ପରିଚିତ ହେବ। ଏହାକୁ ଔପଚାରିକ ଭାବେ ପରିବର୍ତ୍ତନ କରିଦିଆଯାଇଛି। ନାମ ପରିବର୍ତ୍ତନକୁ ନେଇ…

କୋଟିପତି ଚୋରକୁ କାବୁ କଲା ଦିଲ୍ଲୀ ପୋଲିସ: ୨୫ ବର୍ଷରେ କମାଇଛି କୋଟି କୋଟି ସମ୍ପତ୍ତି

ଦିଲ୍ଲୀ : ଆଜି ଦିଲ୍ଲୀ ପୋଲିସ ଏପରି ଏକ ଚୋରକୁ କାବୁ କରିଛି , ଯାହା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ୨୫ ବର୍ଷ ହେବ ସେ ଚୋରି କରିଆସୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦିଲ୍ଲୀରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ କୋଟି କୋଟି ସମ୍ପତ୍ତି ଅର୍ଜନ କରିଛି । ଅଭିଯୁକ୍ତଙ୍କ…

ଚାଉଳ ଦିଅ, ଟମାଟୋ ନିଅ: ଭାରତ ସରକାରଙ୍କୁ ଚିଠି ଲେଖିଲା ନେପାଳ

ଦିଲ୍ଲୀ : ଟମାଟୋ ଦରକୁ ନେଇ ଏବେ ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି  । ଗୃହିଣୀଙ୍କ ହାଣ୍ଡିଶାଳରେ ଟମାଟୋ ଦର ବୃଦ୍ଧି ବିଶେଷ ଭାବେ ପ୍ରଭାବ ପକାଇଛି  । ଟମାଟୋର ଅହେତୁକ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବେଣ୍ ବାଧୁଛି  । ତେବେ ଏଭଳି ସମୟରେ ଭାରତକୁ ସାହାର୍ଯ୍ୟ କରିବା ଲାଗି…

ଆଜି ଦିଲ୍ଲୀରେ ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଜନାଥ ସିଂ , ଅମିତ ଶାହ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୧୫ ଜଣ ସଦସ୍ୟ ସାମିଲ ହେବେ । ଚଳିତବର୍ଷ ଶେଷ…

ସରିଲା କୋର କମାଣ୍ଡରସ୍ତରୀୟ ବୈଠକ: LACରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତର ଚାପ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା କୋର କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି  । ଦୁଇ ଦିନ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା  । ବାରମ୍ବାର ଉଭୟ ଦେଶ ମଧ୍ୟରେ ବିଚାର ବିମର୍ଶ ହୋଇଛି ହେଲେ କିଛି ସୁଫଳ ମିଳିନଥିଲା  । କିନ୍ତୁ ଏଥର ଆଲୋଚନାରେ କିଛି ସକରାତ୍ମକ…

ସ୍ବାଧୀନତା ଦିବସରେ ଦିଲ୍ଲୀରେ ଆତଙ୍କୀ ହମଲା ଷଡଯନ୍ତ୍ର: କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ପାଖେଇ ଆସୁଛି ସ୍ବାଧୀନତା ଦିବସ  । ଏଥିପାଇଁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଲଗାତାର ଭାବେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଲାଲକିଲ୍ଲାକୁ ପୁରା ଘେରାବନ୍ଦୀ କରାଯାଇଛି  । ଏହାରି ମଧ୍ୟରେ ଗୁଇନ୍ଦା ଏଜେନ୍ସିକୁ ଆତଙ୍କୀ ହମଲା…