Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ମଙ୍ଗଳରେ ମିଳିଲା ଜୀବସତ୍ତାର ପ୍ରମାଣ !

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବ ଅଛିକି ନାହିଁ ସେ ନେଇ ଅନେକ ତର୍କ ବିତର୍କ ଚାଲିଥିଲା । ବୈଜ୍ଞାନିକମାନେ ମଧ୍ୟ ଏନେଇ ଅନେକ ରିସର୍ଚ୍ଚ ଜାରି ରଖିଥିଲେ । ତେବେ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହକୁ ନେଇ ରିସର୍ଚ୍ଚ କରିବା ସମୟରେ ବହୁବାର ଏଲିୟନ ଓ ୟୁଏଫଓ ଉଡୁଥିବା ଦେଖିବାକୁ ପାଇଛନ୍ତି। ହେଲେ…

ଭାରତର “ନେଷ୍ଟ ମ୍ୟାନ୍‌” ରାକେଶ ଖତ୍ରୀ

ନୂଆଦିଲ୍ଲୀ: ପରିଣତ ବୟସରେ ଜଣେ ବ୍ୟକ୍ତି ଭାରତର ରାଜଧାନୀ ଦିଲ୍ଲୀରେ ସମସ୍ତ ପକ୍ଷୀଙ୍କୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀର ଅଶୋକ ବିହାରରେ ରହୁଥିବା ରାକେଶ ଖତ୍ରୀ ନାମକ ଜଣେ ବ୍ୟକ୍ତି ଭାରତର ଏକମାତ୍ର ନେଷ୍ଟ ମ୍ୟାନ୍ ଭାବେ ଜଣାଶୁଣା । ରାକେଶ ଓରଫ ନେଷ୍ଟ ମ୍ୟାନ୍…

ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଜେଏନୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶାନ୍ତୀଶ୍ରୀ ଧୂଳିପୁଡି  ପଣ୍ଡିତଙ୍କୁ ୫ ବର୍ଷ ପାଇଁ ଭିସି ଭାବେ ନିଯୁକ୍ତି…

ଗୁଳିକାଣ୍ଡ ପଛରେ ଗାନ୍ଧୀ ହତ୍ୟାକାରୀଙ୍କ ହାତ ଅଛି: ଅସଦୁଦ୍ଦିନ ଓୱେସିଙ୍କ

ନୂଆଦିଲ୍ଲୀ: ଏଆଇଏମଆଇଏମ୍ ସାଂସଦ ଅସଦୁଦ୍ଦିନ ଓୱେସିଙ୍କ ଉପରେ ଆକ୍ରମଣ ଘଟଣା । ଗୁଳିକାଣ୍ଡ ଘଟଣାରେ ସିଧା ସଳଖ ଗାନ୍ଧୀ ହତ୍ୟାକାରୀଙ୍କ ହାତ ଥିବା କହିଛନ୍ତି ଓୱେସି । ଆଜି ବଗପତ ଛପରୌଲି ଏକ ଜନସଭାରେ ଉଦ୍ବୋଧନ ଦେବା ବେଳେ ଓୱେସି କହିଛନ୍ତି ଯେଉଁମାନେ ଗାନ୍ଧୀଜୀଙ୍କୁ ହତ୍ୟା କରିଥିଲେ…

ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂକମ୍ପ, ଥରିଲା ଜମ୍ମୁ କଶ୍ମୀର ଓ ଦିଲ୍ଲୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂମିକମ୍ପ । ଆଜି ସକାଳ ୯.୪୫ରେ ଭୂମିକମ୍ପ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୭ । ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି ବା ଏନ୍‌ସିଏସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂମିକମ୍ପର ପ୍ରଭାବ ଜମ୍ମୁ କଶ୍ମୀରରେ…

ଆଇପିଏଲ୍ ପାଇଁ ପିଏସ୍‌ଏଲ୍ ଛାଡିଲେ ଆଣ୍ଡି ଫ୍ଲାୱାର୍ !

ନୂଆଦିଲ୍ଲୀ: ଜାରି ରହିଛି ପାକିସ୍ତାନ ପ୍ରିମିଅର୍ ଲିଗ୍ (ପିଏସ୍‌ଏଲ୍‌) । ପିଏସଏଲ୍ ଦଳ ମୁଲତାନ୍ ସୁଲତାନ୍ସ ଦଳକୁ ଝଟ୍‌କା ଦେଲେ କୋଚ୍ ଆଣ୍ଡି ଫ୍ଲାୱାର୍ । ଚଳିତବର୍ଷ ହେବାକୁ ଆଇପିଏଲ୍ ପାଇଁ ସେ ପିଏସ୍‌ଏଲ୍ ଛାଡିଥିବା ସୂଚନା ରହିଛି । ଚଳିତବର୍ଷ ଆଇପିଏଲରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଦଳ…

ଓବେସୀଙ୍କୁ ଗୁଳିମାଡ ଘଟଣାର ଖୋଲୁଛି ଗୁମର, କେନ୍ଦ୍ର ସରକାର ଦେଲେ ‘Z’ କ୍ୟାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ : ଏଆଇଏମଆଇଏମ ସଭାପତି ଆସାଦୁଦ୍ଦିନ ଓବେସୀଙ୍କୁ କାର ଉପରକୁ ଗୁଳିମାଡ ଘଟଣାର ବଡ ଖୁଲାସା । ଓବେସୀ କହିଛନ୍ତି ସମସ୍ତେ ଜାଣଥିଲେ ଆମେ ମେରୁଟରୁ ଦିଲ୍ଲୀ ଯାଇଛୁ । ଅଟୋମୋବାଇବେ ଟୋଲ ପ୍ଲାଜା ନିକଟରେ ଗାଡି ସ୍ଲୋ ହୁଏ ସେହି ସମୟରେ ଆକ୍ରମଣକାରୀ ମାନେ ଗୁଳିମାଡ କରିଥିଲେ । ପ୍ରାୟ ୪…

ରଣଜୀ ଟ୍ରଫି ମେଗା ଟୁର୍ଣ୍ଣାମେଣ୍ଟ ୧୦ରୁ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ପାଇଁ ବାଜିଛି ବିଗୁଲ୍ । ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ବିସିସିଆଦ୍ୱାରା ଆୟୋଜିତ ଏହି ମେଗା ଘରୋଇ ଟୁର୍ଣ୍ଣାମେଣ୍ଟ । ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଦୀର୍ଘଦିନ ପରେ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଏହି…

ଆସିଲା ରିପୋର୍ଟ , ଗଲ୍‌ୱାନ୍‌ ସଂଘର୍ଷରେ ୩୮ ଚୀନ ସୈନିକଙ୍କ ନଦୀରେ ବୁଡି ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ :ଗଲୱାନରେ ସଂଘର୍ଷ ବେଳେ ନଦୀରେ ଭାସିଯାଇ ୩୮ଜଣ ଚୀନ ସୈନିକଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଏକ ରିପୋର୍ଟରୁ ଜଣାପଡିଛି ।୨୦୨୦ ଜୁନ ୧୫ରେ ଲଦାଖର ଗଲୱାନ ଉପତ୍ୟାକାରେ ସଂଘର୍ଷ ବେଳେ ପ୍ରାୟ ୩୮ ଜଣ ସୈନିକଙ୍କ ମୃତ୍ୟୁ ହୋଇଯାଇଛି । ଅଷ୍ଟ୍ରେଲିଆ ସମ୍ବାଦପତ୍ର ଦ କ୍ଲାକ୍ସନରେ ପ୍ରକାଶ…

ନିର୍ବାଚନ ପୂର୍ବରୁ ବଢିବ ସିଦ୍ଧୁଙ୍କ ମୁସ୍କିଲ,ରୋଡ୍ ରେଜ୍ କେସ୍‌ରେ ହେବ ଶୁଣାଣି

ନୂଆଦିଲ୍ଲୀ : ପଞ୍ଜାବ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ବଢିବ ସିଦ୍ଧୁଙ୍କ ମୁସ୍କିଲ । ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବନ୍ଦ ପଡିଥିବା ରୋଡ୍ ରେଜ୍ କେସ୍‌ ପୁଣି ଥରେ ଖୋଲିଛି । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା…