Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ, ସୁରକ୍ଷା କଡ଼ାକଡ଼ି

ଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ଦିଲ୍ଲୀ ।  ଆଗାମୀ ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ପାଇବା ପରେ ଏବେଠୁ କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା ।  ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ରାଜଧାନୀରେ ତ୍ରିସ୍ତରୀୟ…

କୋଭିଡ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାରଙ୍କ ଚିଠି

ନୂଆଦିଲ୍ଲୀ: କୋଭିଡ ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୨.୩୮ ଲକ୍ଷ ପଜିଟିଭ୍ କେସ୍ ଆସିଛି । Ministry of Health & Family…

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ ହେଲେ ସନ୍ତୋଷ କୁମାର ଷଡଙ୍ଗୀ

ନୂଆଦିଲ୍ଲୀ: ଓଡିଶା କ୍ୟାଡର୍ ଆଇଏସ୍ ଅଫିସର୍ ସନ୍ତୋଷ କୁମାର ଷଡଙ୍ଗୀ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ଅଧିନରେ ବୈଦେଶିକ ବାଣିଜ୍ୟ (ଫରେନ୍ ଟ୍ରେଡ୍‌) ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସଦ୍ୟ ସ୍ଥିତିରେ ସେ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଡିପାର୍ଟମେଣ୍ଟ ଅଫ୍ ସ୍କୁଲ୍ ଏଜୁକେସନ ଆଣ୍ଡ…

[ଭିଡ଼ିଓ] ମନେ ରହିବେ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ

ଭୁବନେଶ୍ୱର: ଆଉ ନାହାନ୍ତି କଥକ ସମ୍ରାଟ , କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । କୋଟି କୋଟି ଲୋକଙ୍କ ନିକଟରେ ପଣ୍ଡିତ ଓ ମହାରାଜ ନାମରେ ପରିଚିତ ବିର୍ଜୁ । ୮୩ ବର୍ଷ ବୟସରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ମହାନ୍ ନୃତ୍ୟ ସମ୍ରାଟ । ଏକ ପ୍ରଖ୍ୟାତ କଥକ…

ଜିଓ ଜିଓ ୟୁଜରର୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ୟୁଜରର୍ସଙ୍କ ପାଇଁ ଖୁସି ଖବର । ଦୈନିକ ୮ଟଙ୍କା ଖର୍ଚ୍ଚ କଲେ ମିଳିବ ୨.୫ ଜିବି ଡାଟା । ଏଇଭଳି ଏକ ନୂଆ ପ୍ଲାନ ଆଣିଛି ରିଲାଏନ୍ସ। ଆପଣ ବର୍ଷକ ପାଇଁ ୨୯୯୯ ଟଙ୍କାର ରିଚାର୍ଜ କଲେ, ଅସୀମିତ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ ସହିତ ମୋଟ ୯୧୨.୫ ଜିବି ଡାଟା ପାଇବେ ।…

ନୂଆ ନିୟମ : ଅକ୍ଟୋବର ୧ ପରେ ନିର୍ମିତ ସବୁ ଗାଡିରେ ଲାଗିବ ୬ଟିକିଆ ଏୟାରବ୍ୟାଗ

ଦିଲ୍ଲୀ : ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜାରି ହେଲା ନୂଆ ନିୟମାବଳୀ । ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାଶ୍ୱର୍ବତୀ ଧକ୍କା ଦେବା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଶଂସୋଧନ…

[ଭିଡିଓ] ସେନା ଦିବସରେ ସାମ୍ନାକୁ ଆସିଲା ଭାରତୀୟ ସେନାର ଯୁଦ୍ଧ ପୋଷାକ

ନୂଆଦିଲ୍ଲୀ: ଭାରତୀୟ ସେନାର ୭୪ତମ ପ୍ରତିଷ୍ଠା ଦିବସରେ ସର୍ବସାଧାରଣରେ ପ୍ରଦର୍ଶନ ଯବାନଙ୍କ ପାଇଁ ଉଦ୍ଧିଷ୍ଟ ନୂତନ ()ଯୁଦ୍ଧ ପୋଷାକ । ନୂଆ ପୋଷାକ ପିନ୍ଧି ଭାରତୀୟ ଯବାନମାନେ ଦିଲ୍ଲୀର କାଣ୍ଟୋନମେଣ୍ଟ ରୋଡ୍ ପ୍ୟାରେଡ୍ ପଡିଆକୁ ଓହ୍ଲାଇଥିଲେ । ଗତବର୍ଷ ଡିସେମ୍ବର ମାସରେ ଭାରତୀୟ ସେନାର…

ପରଲୋକରେ ‘NDTV’ର ବରିଷ୍ଠ ସାମ୍ବାଦିକ କମଲ ଖାନ୍

ନୂଆଦିଲ୍ଲୀ : ପରଲୋକରେ ସାମ୍ବାଦିକ କମଲ୍ ଖାନ । ଏନଡିଟିଭିର ବରିଷ୍ଠ ସାମ୍ବାଦିକ କମଲ୍ ଖାନଙ୍କ ହୃଦଘାତରେ ପରଲୋକ ହୋଇଛିା ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ…

ଭାରତରେ କୋଭିଡ ଅନୁଦାନ ରୂପେ ମିଳିବ ମୁଣ୍ଡପିଛା ୫ହଜାର ଟଙ୍କା, କେତେ ସତ ?

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ ନାଗରିକଙ୍କୁ ୫ହଜାର ଟଙ୍କା ପ୍ରଦାନ କରିବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ! ଏହି ଅର୍ଥରାଶିକୁ କେନ୍ଦ୍ର ସରକାର ଜାନୁଆରୀ ୧୫ ପର୍ଯ୍ୟନ୍ତ ପ୍ରଦାନ କରିବେ । ଏଭଳି ଏକ ବାର୍ତ୍ତା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଖବରକୁ ନେଇ କେନ୍ଦ୍ର କିମ୍ବା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ: ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ତଦନ୍ତ କମିଟି ଗଠନ

ନୂଆଦିଲ୍ଲୀ: ପଞ୍ଜାବ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ଯାଞ୍ଚ ପାଇଁ ଗଠନ ହେଲା କମିଟି । ଏକ ୫ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଇନ୍ଦୁ ମାଲହ୍ରୋତାଙ୍କ ନେତୃତ୍ୱରେ କମିଟି ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ ତଦନ୍ତ କରିବ । ଏହି କମିଟିରେ…