Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆଇପିଏଲ୍ ଖେଳିବେ ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ !

ଭୁବନେଶ୍ୱର: ପୁଣିଥରେ ଖେଳ ପଡିଆକୁ ଫେରିବେ ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପଶ୍ଚିମବଙ୍ଗ କ୍ରୀଡାମନ୍ତ୍ରୀ ମନୋଜ ତିୱାରୀ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଆଇପିଏଲ୍ ୨୦୨୨ ମେଗା ଅକ୍ସନ୍‌ରେ ନିଜ ନାମ ପଂଜିକୃତ କରିଛନ୍ତି । ଏହି ୩୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ୨୦୧୮ରେ ନିଜର ଶେଷ ଆଇପିଏଲ୍…

ରଜନୀକାନ୍ତ ଓ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି

ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଓ ତାଙ୍କ ଝିଅ ଐଶ୍ୱର୍ଯ୍ୟା କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଟ୍ୱିଟ କରି ସୂଚନା ଦେଇଛନ୍ତି ଐଶୋର୍ଯ୍ୟା । କରୋନା ପଜିଟିଭ୍ ହେବା ପରେ ଆମେ ହସ୍ପିଟାଲରେ ଆଡମିଟ ହୋଇଛୁ ବୋଲି କହିଛନ୍ତି ଐଶ୍ୱର୍ଯ୍ୟା । ସମସ୍ତେ ଘରେ ରୁହନ୍ତୁ…

ବଜେଟରେ ଶିକ୍ଷା କ୍ଷେତ୍ରରେ ୧ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ମୋଦି ସରକାରଙ୍କ ଐତିହାସିକ ନିଷ୍ପତି : ଧର୍ମେନ୍ଦ୍ର…

ନୂଆଦିଲ୍ଲୀ :ଆର୍ଥିକ ବର୍ଷ ୨୦୨୨-୨୩ କେନ୍ଦ୍ର ବଜେଟକୁ ନେଇ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଚଳିତ ଥର ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗକୁ ଗରୁତ୍ୱ ଦିଆ ଯାଉଥିବାରୁ ଶିକ୍ଷା ବିଭାଗ ପ୍ରଥମ ଥର ପାଇଁ…

ବଜେଟ୍ ୨୦୨୨: ଏମଏସପି ପାଇଁ ୨.୩୭ ଲକ୍ଷ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥିରେ କୃଷି ବିକାଶ ଲାଗି ଆଖି ଦୃଶିଆ ନ ହେଲେ ବି ଚାଷ ଓ ଚାଷୀଙ୍କ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ବର୍ଷରେ କୃଷି କ୍ଷେତ୍ର ପାଇଁ ଡ୍ରୋନ୍ ବ୍ୟବହାର…

୨୦୨୨-୨୩ରେ ଆସିବ ଡିଜିଟାଲ୍ କରେନ୍ସି

ନୂଆଦିଲ୍ଲୀ: ୨୦୨୨-୨୩ରେ ଆସିବ ଡିଜିଟାଲ କରେନ୍ସି । ଯାହାକୁ ଲଞ୍ଚ କରିବ ନିଜେ ରିଜର୍ବ ବ୍ୟାଙ୍କ । ବ୍ଲକ୍ ଚେନ୍ ଏବଂ ଅନ୍ୟାନ୍ୟ ଟେକ୍ନୋଲୋଜି ମାଧ୍ୟମରେ ଜାରି ହେବ ଡିଜିଟାଲ ମୁଦ୍ରା । ଡିଜିଟାଲ କରେନ୍ସିଂ ଆୟ ଉପରେ ଲାଗିବ ୩୦ ପ୍ରତିଶତ ଟିକସ । ଏହା ଦେଶର ଅର୍ଥନୀତିକୁ ନୂଆ ଦିଗରେ ନେବ ଏବଂ…

ଲଞ୍ଚ ହେବ ୫G, ସବୁ ଗାଁକୁ ଯିବ ଅପ୍ଟିକାଲ ଫାଇବର୍

ନୂଆଦିଲ୍ଲୀ: 5ଜି କୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଖୁସିୁ ଖବର । ସବୁ ଗଁକୁ ଯିବ ଅପ୍ଟିକାଲ ଫାଇଭର । ୨୦୨୨-୨୩ରେ 5ଜି ସେକ୍ଟ୍ରମ ନିଲାମ ପାଇଁ ଆହ୍ୱାନ କରାଯିବ । ଏନେଇ ଆଜି ସାଂସଦରେ ବଜେଟ୍ ଉପସ୍ଥାପନା ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ସେହିପରି ମିନିମମ ଗଭର୍ଣ୍ଣମେଣ୍ଟ…

ବଜେଟ୍‌ ୨୦୨୨ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ଲକ୍ଷ ଘର ନିର୍ମାଣ ହେବ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ଲକ୍ଷ ଘର ନିର୍ମାଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ କହିଛନ୍ତି । ଏହା ସାଧାରଣ ଲୋକଙ୍କ ପାଇଁ ବେଶ୍…

ପିଲାଙ୍କ ପାଇଁ ପିଏମ- ଇ- ବିଦ୍ୟା କାର୍ଯ୍ୟକ୍ରମ, ଟିଭି ଜରିଆରେ ପାଠ ପଢିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଚଳିତ ଥର ବଜେଟରେ ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଇଛି । କରୋନା କାଳରେ ଶିକ୍ଷା କ୍ଷେତ୍ର ଗଭୀର ଭାବେ ପ୍ରଭାବିତ ହୋଇଥିଲା । ଶିକ୍ଷାକୁ ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ଅର୍ଥମନ୍ତ୍ରୀ ସୀତାରମଣ । ଚଳିତ ଥର ଶିକ୍ଷା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି…

ଆଗାମୀ ୨୫ବର୍ଷକୁ ଆଶା ରଖି ଏଥର ବଜେଟ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ସଂସଦରେ ବଜେଟ ଅଧିବେସନ ଆରମ୍ଭ ହୋଇଯାଇଛି । ୨୦୨୨-୨୦୨୩ ପାଇଁ ଆର୍ଥିକ ବଜେଟ ଉପସ୍ଥାପନା କରୁଛନ୍ତି ନିର୍ମଳା ସୀତାରମଣ । କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଳେ ନିର୍ମଳା ସୀତାରମଣ । ଚଳିତ ବର୍ଷ ଆର୍ଥିକ ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିଛି ।…

୫ ରାଜ୍ୟରେ ବିଧାସଭା ନିର୍ବାଚନ, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ପ୍ରଚାର ପ୍ରସାର ମଧ୍ୟ ଯୋରଦାର ଚାଲିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ଏକଜିଟ୍ ପୋଲ ନିସିଦ୍ଧ କରିଛନ୍ତି ନିର୍ବାଚନ ଆୟୋଗ । ଏହି ନିଷେଧାଜ୍ଞା ଫେବ୍ରୁଆରି ୧୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୭…