Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ବାରଣାସୀରେ ବିିଳମ୍ବିତ ରାତିରେ ବିକାଶମୂଳକ କାମ ବୁଲି ଦେଖିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱନାଥ କରିଡରର ଉଦଘାଟନ କରିବା ପରେ ସୋମବାର ବିଳମ୍ବିତ ରାତିରେ ବାରଣାସୀରେ ବିକାଶମୂଳକ କାର୍ଯ୍ୟର ଯାଞ୍ଚ କରିଛନ୍ତି । ରାତି ୧ଟାଏ ସମୟରେ ବନାରସ ରେଲଓ୍ବେ ଷ୍ଟେସନକୁ ବୁଲି ଦେଖିଛନ୍ତି ମୋଦି ।  ପବିତ୍ର ସହର ପାଇଁ ସର୍ବୋତ୍ତମ ଭିତ୍ତିଭୂମି ସୃଷ୍ଟି…

ଇଣ୍ଡୋନେସିଆରେ ଭୂକମ୍ପ: ସୁନାମି ଆଲର୍ଟ ଜାରି

ଦିଲ୍ଲୀ: ଭୂମିକମ୍ପରେ ଥରିଲା ଉତ୍ତର ଇଣ୍ଡୋନେସିଆ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଥିବା ଜଣାପଡିଛି । ଏହା ପରେ ଫ୍ଲୋର୍ସ ଆଇଲ୍ୟାଣ୍ଡରେ ସୁନାମି ଆଲର୍ଟ ଜାରି କରିଛି ପ୍ରଶାସନ । ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ…

ଜାନୁଆରୀ ୩୧ ପର୍ଯ୍ୟନ୍ତ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା

ଦିଲ୍ଲୀ: ଓମିକ୍ରନ ସଂକ୍ରମଣ ଭୟ । ଜାନୁଆରୀ ୩୧ ଯାଏଁ ବଢ଼ିଲା ଅନ୍ତର୍ଜାତୀୟ ବିମାନ ଚଳାଚଳ କଟକଣା । ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ନେଇ ଥିବା କଟକଣା ଅବଧିକୁ ୨୦୨୨ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି ଡ଼ିଜିସିଏ । ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ…

ଦିଲ୍ଲୀର ରୋହିଣୀ କୋର୍ଟରେ ଟିଫିନ୍ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଖବର ଟିକେ ବିଳମ୍ବରେ ସାମ୍ନାକୁ ଆସିଛି । ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟରେ ଦିଲ୍ଲୀର ରୋହିଣୀ କୋର୍ଟ ପରିସରରେ ଟିଫିନ୍ ବୋମା ବିସ୍ଫୋରଣ ଚାଂଚଲ୍ୟ ସୃଷ୍ଟି କରିଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ରହିଛି । ପ୍ରାଥମିକ ତଦନ୍ତରେ ଏକ ଲାପଟପ୍…

ଆଜି ଦିଲ୍ଲୀରେ ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଅନ୍ତିମ ସଂସ୍କାର

ଦିଲ୍ଲୀ: ଆଜି ଦିଲ୍ଲୀ ଆସି ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ସନ୍ଧ୍ୟାରେ ପ୍ରତିରକ୍ଷା ବିଭାଗର ଏକ ବିମାନରେ ଅଣାଯିବ । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଆସନ୍ତାକାଲି ହେବ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ…

କଳା ଦିନ: ବୀର ପୁତ୍ର ବିପିନଙ୍କ ନିଧନରେ ସାରା ଭାରତ ମର୍ମାହତ

ଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କୁନ୍ନୁରରେ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

ଦିଲ୍ଲୀ ହିଂସା: ହତ୍ୟା ଉଦ୍ୟମ ନେଇ ଦୋଷୀ ସାବ୍ୟସ୍ତ ହେଲେ ଶାହାରୁଖ୍ ପଠାନ

ନୂଆଦିଲ୍ଲୀ: ହତ୍ୟା ଉଦ୍ୟମ ନେଇ ଦୋଷୀ ସାବ୍ୟସ୍ତ ହେଲେ ଶାହାରୁଖ୍ ପଠାନ । ୨୦୨୦ରେ ଦଙ୍ଗା ସମୟରେ ଦିଲ୍ଲୀ ପୋଲିସ୍ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଶାହାରୁଖ ପଠାନ ଦୋଷୀ ବୋଲି କହିଛନ୍ତି କୋର୍ଟ । ଶାହାରୁଖଙ୍କ ଆବେଦନକୁ ଖାରଜ କରିବା ସହ ତାଙ୍କ ବିରୋଧରେ ଦଙ୍ଗା କରିବା ଏବଂ ହତ୍ୟା…

ସେନା ମୁଖ୍ୟ ବିପିନ ରାୱତଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଦିଲ୍ଲୀ : ତାମିଲନାଡୁ କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।  ଏହି ହେଲିକପ୍ଟରରେ ସିଡିଏମ ବିପିନ ରାୱତ ତାଙ୍କ ପତ୍ନୀଙ୍କ ସହ ୧୪ ଜଣ ବସିଥିଲେ ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି। ଏପର୍ଯ୍ୟନ୍ତ ୩ ଜଣଙ୍କୁ ରେସ୍କ୍ୟୁ କରାଯାଇଛି। ଏହି ଘଟଣା ପରେ…

୨୪ଘଣ୍ଟାରେ ଦେଶରେ ୮ହଜାର ୪୩୯ଜଣ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ, ୧୯୫ଜଣଙ୍କ ମୃତ୍ୟୁ

ଦିଲ୍ଲୀ: ୨୪ଘଣ୍ଟା ଭିତରେ ଦେଶରେ ୮ ହାଜର ୪୩୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧୯୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୫୬,୮୨୨ରେ ପହଞ୍ଚିଛି । ସେହିପରି ଭାରତରେ…

ସଂସଦରେ ମୃତ ଚାଷୀଙ୍କ ତାଲିକା ପ୍ରଦାନ କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚାଷୀ ଆଇନ ଆନ୍ଦୋଳନ ସମୟରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ତାଲିକା ଦାଖଲ କରିଛନ୍ତି। ସଂସଦରେ ଶୂନ୍ୟ କାଳ ସମୟ ଭିତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିକ୍ଷୋଭ ପ୍ରଦର୍ଶନ କରି ମୃତ୍ୟୁ ବରଣ କରିଥିବା ଚାଷୀ ମାନଙ୍କୁ…