Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ ଅମରିନ୍ଦର, ବିଜେପିରେ ସାମିଲ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ:କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆଜି ସେ ଅମିତ ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି…

ଆମେରିକା ଗସ୍ତରେ ମୋଦି,୨୪ରେ ମୋଦି-ବାଇଡେନ ସାକ୍ଷାତ

ଦିଲ୍ଲୀ : ଆଜିଠାରୁ ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସେ ୱାସିଟନଂରେ ପହଁଚିବେ । ପରେ ୨୩ ତାରିଖରେ ଆମେରିକାର ଟପ୍ ସିଇଓଙ୍କୁ ଭେଟିବେ ମୋଦି ।୨୪ ତାରିଖରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟି ଭାରତ ଆମେରିକା ସାମରିକ ସହେଯାଗ ବାଣିଜ୍ୟ ସୁରକ୍ଷା…

ଦଳ ଛାଡିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର , ସୋନିଆଙ୍କୁ ଦେଲେ ଚେତାବନୀ

ଦିଲ୍ଲୀ : ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଥମିବାରେ ନାଁ ଧରୁନି । ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଲାଗିଥିବା ବେଳେ ଏକ ବଡ ଖବର ଲୋକ ଲୋଚନକୁ ଆସିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳ ଛାଡିବେ ବୋଲି ସୋନିଆ ଗାନ୍ଧୀଙ୍କୁ କଡା ଚେତାବନୀ ଦେଇଛନ୍ତି। ଏତେ ଅପମାନ ନିନ୍ଦା ସହ…

ଦିଲ୍ଲୀରେ ଛେଚୁଛି ବର୍ଷା ,ବିମାନବନ୍ଦରରେ ଲହଡି ଭାଙ୍ଗୁଛି ବର୍ଷା ପାଣି

ଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ୍ । ବୁଡିଲା ରନ୍ ୱେ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଟର୍ମିନାଲ-୩ରେ ବର୍ଷା ପାଣି ଲହଡି ଭାଙ୍ଗୁଥିବା ଦେଖିବାକୁ ମିଳିଛି। ରନ୍ ୱେ ଉପରେ ମଧ୍ୟ ପାଣି ଜମିଛି । ବିମାନ ବନ୍ଦରରେ ପୋଖରୀର ଭ୍ରମ ସୃଷ୍ଟ ହୋଇଛି। ଗତକାଲି…

ରେଷ୍ଟୁରାଣ୍ଟ ମାଲିକକୁ ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡ

ଭୁବନେଶ୍ୱର: ଅନ୍‌ଲାଇନ୍‌ ଫୁଡ୍ ଡେଲିଭରୀ ପାର୍ଟନର୍ ସ୍ୱିଗୀକୁ ନେଇ ସାମ୍ନାକୁ ଆସିଲା ଚଂଚଲ୍ୟକର ଖବର । ସ୍ୱିଗୀ ଡେଲିଭରୀ ବୟର ଗୁଳିମାଡରେ ପ୍ରାଣ ହରାଇଛନ୍ତି ଜଣେ ରେଷ୍ଟୁରାଣ୍ଟ ମାଲିକ । ସୁଦୂର ଦିଲ୍ଲୀର ଗ୍ରେଟର୍ ନୋଏଡାରେ ଏଭଳି ଘଟଣା ଅନେକଙ୍କୁ ଚକିତ କରିଛି । ମିଳିଥିବା ସୂଚନା…

ଜଳାର୍ଣ୍ଣବ ଦିଲ୍ଲୀ: ଘରୁ ଗୋଡ଼ କାଢ଼ିବା ମୁସ୍କିଲ

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । କେଉଁଟି ପାଦେ, ତ ଆଉ କେଉଁଠି ଆଣ୍ଠୁଏ । ସ୍ଥାନେ ସ୍ଥାନେ ଅଣ୍ଟାଏ ଲେଖାଏ ପାଣି ବି ଜମିଛି । ଚାରି ଚକିଆ ଗାଡ଼ି ଗୋଟିଏ ଗୋଟିଏ ସ୍ଥାନରେ ଯାଆସ କରିବା…

ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ: ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ତମ ସ୍ୱାଧୀନତା ଦିବସ । ପଲ୍ଲୀଠୁ ଦିଲ୍ଲୀ ସବୁଠୁ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ସ୍ୱାଧୀନତାର ସେହି ବିଶେଷ ମୁହୂର୍ତ୍ତକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀ ଲାଲକିଲ୍ଲାରେ ଜାତୀୟ ପଜାତା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏତିକିବେଳେ…

ଦିଲ୍ଲୀ ଏୟାରପୋର୍ଟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଦିଲ୍ଲୀ ପୋଲିସକୁ ଏଭଳି ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି । ଅଲକାଏଦା ଆତଙ୍କବାଦୀ ସଂଗଠନ ନାଁରେ ଆସିଛି ଇ-ମେଲ୍ । ଯେଉଁଥିରେ ଆଗାମୀ କିଛି ଦିନ ଭିତରେ ବିମାନବନ୍ଦରକୁ ଉଡ଼ାଇ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ

ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ସୁନାବେଶ । ବିଭିନ୍ନ ନୀତିକାନ୍ତି ସାରିବା ପରେ ଦୁର୍ଲଭ ସୁନାବେଶରେ ସଜେଇ ହୋଇଥିଲା ଶ୍ରୀଜିଉ । ଶଙ୍ଖ,  ଘଣ୍ଟ, ମର୍ଦ୍ଦଳ,  ଝାଞ୍ଜ ଓ ମୃଦଙ୍ଗ ବାଦ୍ୟ ସାଙ୍ଗକୁ ହରିବୋଲ, ହୁଳହୁଳି ଓ ଜୟ…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀର ହାଉଜ ଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀନୀଳାଚଳ ସେବା ସଂଘ ତରଫରୁ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ପାଳନ କରି ବାହୁଡ଼ା ଯାତ୍ରା କରାଯାଇଥିଲା । ଶ୍ରୀଗୁଣ୍ଡିଚା ଗୃହରେ…