Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଆଜି ସନ୍ଧ୍ୟାରେ ଟିକା ଉତ୍ପାଦନକାରୀଙ୍କ ସହିତ ମୋଦିଙ୍କ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଟିକାନିର୍ମାତା କମ୍ପାନୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସନ୍ଧ୍ୟା ୬ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ବସିବ । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଟିକାର ଅଭାବ ଦେଖା ଦେଲାଣି । ଟିକାକରଣ ଉତ୍ପାଦନକୁ…

ଅମ୍ଳଜାନ ସଙ୍କଟ ଦୂର କରିବ ଇଫ୍‌କୋ, ଓଡ଼ିଶା ସମେତ ଅନ୍ୟ ୩ଟି ସ୍ଥାନରେ ପ୍ରତିଷ୍ଠା କରିବ ଅମ୍ଳଜାନ ପ୍ଲାଣ୍ଟ

ନୂଆଦିଲ୍ଲୀ: କରୋନା ମୁକାବିଲା କରିବାକୁ ସମଗ୍ର ଦେଶରେ ଅମ୍ଳଜାନର ଅଭାବ ଦେଖା ଦେଲାଣି । ଅମ୍ଳଜାନ ଅଭାବରୁ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଯାହା ଚିନ୍ତାର କାରଣ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ‘ଇଣ୍ଡିଆନ ଫାମର୍ସ ଫର୍ଟିଲାଇଜର କୋପରେଟିଭ୍‌ ଲିମିଟେଡ୍‌’ (ଇଫ୍‌କୋ) ଆଗେଇ ଆସିଛି ।…

ଦେଶରେ ଅଣାୟତ କରୋନା: ସନ୍ଧ୍ୟାରେ ଫାର୍ମା କମ୍ପାନୀଗୁଡ଼ିକ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ।  କେଉଁଠି ବେଡର ଅଭାବ ତ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଉଛି । ଏହାସହ କେଉଁଠି ଔଷଧର ଅଭାବ ତ କେଉଁଠି ଡାକ୍ତରଙ୍କ ଅଭାବ ଦେଖାଦେଲାଣି । ଯାହା ସରକାରଙ୍କୁ ଚିନ୍ତାରେ ପକାଇଲାଣି । ଏଭଳି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ଏନେଇ ରଣନୀତି ପ୍ରସ୍ତୁତ…

ଦିଲ୍ଲୀକୁ ଫେରିଲା ଲକଡାଉନ୍: ଆଜି ରାତି ୧୦ଟାରୁ ସପ୍ତାହେ ଲକଡାଉନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଉଛି । ଆଜି ଦ୍ୱିତୀୟ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ହଜାରରୁ ଅଧିକ ସଂକ୍ରମିତ । ଏହାପରେ କଟକଣାକୁ କଡ଼ାକଡ଼ି କରିଛନ୍ତି ଦିଲ୍ଲୀ ସରକାର । ଆଜି ରାତିରୁ ସପ୍ତାହେ ଦିଲ୍ଲୀ ଲକଡାଉନ ରହିବ । ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ଯାଏ…

ଦିଲ୍ଲୀର ସ୍ଥିତି ଜଟିଳ: ସରକାରଙ୍କୁ ଘାରିଲାଣି କରୋନା ଭୟ, ଚିଠି ଲେଖି ମୋଦିଙ୍କୁ ସାହାଯ୍ୟ ମାଗିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇଛି କରୋନା । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅଣାୟତ । ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଲାଣି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ପାଇଁ ବେଡ୍‌ ମିଳୁନାହିଁ । କରୋନା ଟିକାର ମଧ୍ୟ ଅଭାବ ଦେଖା ଦେଲାଣି । ଏନେଇ ଆଜି…

କେଜ୍ରିଓ୍ୱାଲ କହିଲେ ଦିଲ୍ଲୀରେ ଖାଲି ଅଛି ଶହେରୁ କମ୍ ICU ବେଡ୍, କରୋନା ସ୍ଥିତି ସାଂଘାତିକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନାର କରାଳ କାୟା । ଦୈନିକ ସଂକ୍ରମଣରେ ବ୍ରେକ୍ ଲାଗୁନି । ପଜିଟିଭ୍ ରେଟ୍ ୨୪ପ୍ରତିଶତରୁ ୩୦ ପ୍ରତିଶତକୁ ବଢ଼ିଛି । ଗତ ୨୪ ଘଣ୍ଟାରେ ୨୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ପରେ କରୋନା ମୁକାବିଲା ଚିନ୍ତା ବଢ଼ିଛି ।…

ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା, ସ୍ଥିତି ନିୟନ୍ତ୍ରଣ ପାଇଁ ଆଜି କ୍ୟାବିନେଟ୍‌ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀରେ ରେକର୍ଡ ଭାଙ୍ଗୁଛି କରୋନା । ଅସମ୍ଭାଳ ହେଲାଣି ସ୍ଥିତି । ଦିନକୁ ଦିନ ବଢିଚାଲିଛି ସଂକ୍ରମଣ ସଂଖ୍ୟା । ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲରେ ବେଡ୍‌ ଓ ଅମ୍ଳଜାନର ଅଭାବ ଦେଖାଗଲାଣି । ଏହାସହ କରୋନା ଇଞ୍ଜେକସନ ମଧ୍ୟ ଆଉ ମିଳୁନାହିଁ । ଯାହା ଦିଲ୍ଲୀ ସରକାରଙ୍କୁ ଚିନ୍ତାରେ…

ହାଓଡ଼ାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା, ଜାଣନ୍ତୁ କେଉଁ ସମୟରେ ଚାଲିବ ଟ୍ରେନ୍ …

ନୂଆଦିଲ୍ଲୀ:ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଧିକ ଦୁଇଟି ବିଶେଷ ଟ୍ରେନ୍ ଚଳାଚଳ କରିବ । ପୂର୍ବତଟ ରେଳପଥ ମଧ୍ୟଦେଇ ହାଓଡ଼ା ଠାରୁ ମହୀଶୂର ଓ ଭାସ୍କୋ-ଡ଼ା-ଗାମା ମଧ୍ୟରେ ଦୁଇଯୋଡ଼ା ବିଶେଷ ଟ୍ରେନ ଚଳାଚଳ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।…

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କରୋନା ସଂକ୍ରମିତ । ଏନେଇ ନିଜେ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି,  ମୋର ଆଜି କରୋନା ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ସମ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି…

ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ, ସ୍ୱାଭାବିକ ହେବ ବର୍ଷା, ପାଣିପାଗ  ବିଭାଗର ଅନୁମାନ 

ନୂଆଦିଲ୍ଲୀ: ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ । ଏଥର ମୌସୁମୀରେ ଭଲ ବର୍ଷା ହେବ । ଏନେଇ ପୂର୍ବାନୁମାନ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ସ୍ୱାଭାବିକ ଶ୍ରେଣୀର ବର୍ଷା ୯୮ ପ୍ରତିଶତ ହେବ । ସ୍ୱାଭାବିକ ଠାରୁ ଅଧିକ ହେଲେ ଏହା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ…