Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ପ୍ରଥମେ ଦେଶର ଚାହିଦା ପୂରଣ କର ପରେ ବିଦେଶ କଥା ଚିନ୍ତା କରିବ: ଭ୍ୟାକ୍ସିନ୍‌କୁ ନେଇ ସରକାରଙ୍କୁ ଦିଲ୍ଲୀ…

ନୂଆଦିଲ୍ଲୀ: କରୋନାକୁ ନେଇ ସାରା ବିଶ୍ୱ ଏବେବି ଚିନ୍ତାରେ । ବାରମ୍ୱାର ଫେଲ୍‌ ମାରିବା ପରେ ଭାରତ କୋଭିଡ୍‌ ଭ୍ୟାକ୍ସିନ୍‌କୁ ଲୋକଙ୍କ ପାଇଁ ପହଞ୍ଚାଇବାରେ ସକ୍ଷମ ହୋଇଛି । ଖାଲି ଭାରତ ଭିତରେ ଏହି ଭ୍ୟାକ୍ସିନ୍‌ର ବ୍ୟବହାର କରାଯାଇ ନାହିଁ । ଏହାକୁ ଭାରତ ସରକାର ବିଶ୍ୱର ବିଭିନ୍ନ କୋଣରେ…

ଲୋକଙ୍କୁ ନିଶୁଳ୍କ ପାଣି ପିଆଉଛନ୍ତି ଦିଲ୍ଲୀର ମାଠିଆ ମଣିଷ 

ଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗ୍ରୀଷ୍ମର ପ୍ରଚଣ୍ଡ ପ୍ରହାର ଲୋକଙ୍କୁ ଅସ୍ତବ୍ୟସ୍ତ କରେ । ଅତ୍ୟଧିକ ଗରମ କାରଣରୁ ଲୋକଙ୍କ ହାଲ ବେହାଲ ହୋଇଯାଏ । ପ୍ରତିବର୍ଷ ଗରମ ରେକଡ ଭାଙ୍ଗେ । ଆକାଶରୁ ଯେମିତି ବର୍ଷା ହୁଏ ନିଆଁ । ଗ୍ରୀଷ୍ମର ପ୍ରଭାବକୁ ସହ୍ୟ ନ କରିପାରି ଅନେକ ଲୋକ ମୃତ୍ୟୁବରଣ ବି କରନ୍ତି…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଭଲ ଖବର, ଏପ୍ରିଲ ୧ରୁ କର୍ମଚାରୀଙ୍କ ଦରମା ବୃଦ୍ଧି ହେବ, ଲାଗୁ ହେବ ସପ୍ତମ ବେତନ କମିଶନ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ୧ରୁ ଲାଗୁ ହେବ ସପ୍ତମ ବେତନ କମିଶନ । କର୍ମଚାରୀଙ୍କ ଦରମା ବୃଦ୍ଧି ହେବ । କେନ୍ଦ୍ର ସରକାରଙ୍କ ଲକ୍ଷ ଲକ୍ଷ କର୍ମଚାରୀ ଅନେକ ଦିନ ହେଲା ସପ୍ତମ ବେତନ କମିଶନ ଲାଗୁ ହେବା ନେଇ ଅପେକ୍ଷା କରି ରହିଛନ୍ତି। ବର୍ତ୍ତମାନ ଏହି…

‘ଠିକ୍ ଭାବେ ମାସ୍କ ନ ପିନ୍ଧିଲେ ଯାତ୍ରୀଙ୍କୁ ତୁରନ୍ତ ବିମାନରୁ ଓହ୍ଲାଇ ଦିଅନ୍ତୁ’ – ଦିଲ୍ଲୀ ହାଇକୋର୍ଟଙ୍କ…

ନୂଆଦିଲ୍ଲୀ: ବିମାନରେ ଯାତ୍ରୀ ସଠିକ ତରିକା ମାସ୍କ ନ ପିନ୍ଧିବା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘରୋଇ ଏୟାର ଲାଇନ୍ସ ଓ ଡ଼ିଜିସିଏକୁ ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ନିୟମ ଉଲଙ୍ଘନକାରୀଙ୍କ ପାଇଁ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ…

ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି

ନୂଆଦିଲ୍ଲୀ: ଆଫ୍ରିଦିଙ୍କ ଜ୍ଵାଇଁ ହେବେ ଶାହିନ ଶାହା ଆଫ୍ରିଦି । ପାକିସ୍ତାନର ଅଲରାଉଣ୍ଡର ଶାହିଦ ଆଫ୍ରିଦିଙ୍କ ଝିଅ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳର ଦ୍ରୁତ ବୋଲର ଶାହିନ ଶାହା ଆଫ୍ରିଦିଙ୍କ ବିବାହ ହେବାକୁ ଯାଉଛି । ଉଭୟ ପରିବାର ନିକାହ ପାଇଁ ସହମତି ପ୍ରକାଶ କରିଛନ୍ତି । ଶୀଘ୍ର ଶାହିନ ଓ…

୯ ଏପ୍ରିଲରୁ  IPL ମହାସମର, ପ୍ରଥମରୁ କୋହଲି-ରୋହିତଙ୍କ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ବାଜିଲା IPL ବିଗୁଲ । ୯ ଏପ୍ରିଲରୁ IPL ମହାସମର । ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମ୍ୟାଚ୍‌ ସେଡ୍ୟୁଲ ଜାରି କରିଛି ବିସିସିଆଇ । ଆସନ୍ତା ଏପ୍ରିଲ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର । IPL ସିଜିନ୍‌ ୧୪ର ଫାଇନାଲ ମ୍ୟାଚ୍‌ ମେ ୩୦ ତାରିଖରେ…

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ:ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଟ୍ବିଟ୍ କରି ମୋଦି କହିଛନ୍ତି, “ବିଜୁ ବାବୁଙ୍କୁ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି । ଭାରତ ପାଇଁ ତାଙ୍କ ଦୂରଦୃଷ୍ଟି ଏବଂ ମାନବ ସଶକ୍ତିକରଣ ଓ ସାମାଜିକ…

ପେଟ୍ରୋଲ ପମ୍ପ୍‌ରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ତେବେ ଏହା ପୂର୍ବରୁ ବିଜେପିକୁ ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ…

ଆରପାରିରେ ଗୋହର ଖାନଙ୍କ ବାପା ଜଫର ଅହମଦ ଖାନ

ନୂଆଦିଲ୍ଲୀ: ଦୁନିଆକୁ ବିଦାୟ ନେଇଛନ୍ତି ଅଭିନେତ୍ରୀ ଗୋହର ଖାନଙ୍କ ବାପା ଜଫର ଅହମ୍ମଦ ଖାନ । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହର ଖାନ ତାଙ୍କ ଇନଷ୍ଟାଗ୍ରାମରେ ବାପାଙ୍କ ଏକ ଫଟୋ…

ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା ଦାମ କମି କମି ଚାଲିଛି । ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି ।  ଶୁକ୍ରବାର ଏମସିଏକ୍ସରେ ସୁନା ଦାମ ୦.୩…