Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଏବେ ଆପଣ କ୍ରେଡିଟ୍ କାର୍ଡରୁ ଦେଇପାରିବେ ଘରଭଡ଼ା, ମିଳିବ କ୍ୟାସ୍ ବ୍ୟାକ୍ 

ନୋଇଡା: ଯଦି ଆପଣ ଭଡ଼ା ଘରେ ରହୁଥାନ୍ତି ତେବେ ଘର ମାଲିକଙ୍କୁ କ୍ରେଡିଟ୍‌ କାର୍ଡରୁ ପୈଠ କରିପାରିବେ । ଏହି ସୁବିଧା ପେଟିଏମ ତାଙ୍କ ପ୍ଲାଟଫର୍ମରେ ଉପଲବ୍ଧ କରାଇଛନ୍ତି । ପେଟିଏମରେ ଘରଭଡ଼ା ପୈଠ କଲେ ଟଙ୍କା ତୁରନ୍ତ ଘର ମାଲିକଙ୍କ ଆକାଉଣ୍ଟରେ ଡିପୋଜିଟ ହୋଇଯିବ । ଏଥିଲାଗି ଡିଜିଟାଲ…

କାବୁଲରେ ଡ୍ୟାମ୍ ତିଆରି କରିବ ଭାରତ, ‘ଆଫଗାନିସ୍ତାନ ସହ ବନ୍ଧୁତ୍ୱ କେହି ଭାଙ୍ଗିପାରିବେ ନାହିଁ’: ମୋଦି

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନାରେ ସମ୍ବୋଧନ କରିଛନ୍ତି । ସେ ନିଜ ସମ୍ବୋଧନରେ ବିଭିନ୍ନ କ୍ଷତ୍ରୀୟ ସମସ୍ୟା ଉପରେ ଜୋର୍ ଦେଇଛନ୍ତି । ଏହି…

ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌, ପ୍ରତି ସପ୍ତାହରେ କର୍ମଚାରୀଙ୍କୁ ମିଳିପାରେ ୩ ଦିନର ଛୁଟି

ନୂଆଦିଲ୍ଲୀ : ଆସନ୍ତା ସମୟ କର୍ମଚାରୀଙ୍କ ଜୀବନରେ ଆହୁରି ଖୁସି ଭରିପାରେ । ଦେଶରେ ଆସିବାକୁ ଯାଉଛି ନୂଆ ଲେବର କୋଡ୍ ଆଇନ୍‌ । ଏହି ଅନୁସାରେ ପ୍ରତି କର୍ମଚାରୀଙ୍କୁ ପ୍ରତି ସପ୍ତାହରେ ଆଉ ଗୋଟିଏ ଦିନ ନୁହେଁ ୩ ଦିନର ଅଫ୍‌ ମିଳିପାରେ । ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ୪ଟି ନୂଆ ଲେବର କୋଡ୍‌କୁ…

ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ସେ ଥିଲା । ୧୫ ଦିନ…

କରୋନାର ଜାତୀୟ ସୁସ୍ଥ ହାର ୯୭%

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଦେଇଥିବା ରିପୋର୍ଟ ଅନୁସାରେ ୨୪ ଘଣ୍ଟାରେ ଦେଶରେ ୧୧,୮୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୮,୩୮,୧୯୪ ହୋଇଛି । ସେହିପରି ମୋଟ…

ପାଣିରୁ ଇନ୍ଧନ ପ୍ରସ୍ତୁତ କରିବା କୌଶଳ ଖୋଜି ପାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ-ଡିଜେଲ୍‌ ଦର ଶତକ ମାରିବାକୁ ବସିଲାଣି । ଲୋକେ ଗାଡ଼ି ଚଳାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏହି ଟେନ୍‌ସନ୍‌ ଖୁବ ଶୀଘ୍ର ଦୂର ହୋଇଯିବ ବୋଲି ଶୁଣିବାକୁ ମିଳିଛି । ଦିଲ୍ଲୀର ବିଶେଷଜ୍ଞମାନେ ଜଳରୁ ଉଦଜାନ୍ (ହାଇଡ୍ରୋଜେନ୍‌)‌ ଇନ୍ଧନ ପ୍ରସ୍ତୁତ କରିବାର…

କର୍ମଚାରୀଙ୍କୁ ୭୦୦ କୋଟି ଟଙ୍କାର ସ୍ପେଶାଲ୍ ବୋନସ୍ ଦେବ HCL

ନୂଆଦିଲ୍ଲୀ: ଦେଶର ଜଣାଶୁଣା କମ୍ପାନୀ HCL ଟେକ୍ନୋଲଜି ନିଜ କର୍ମଚାରୀକୁ ବୋନସ ଦେବାକୁ ଘୋଷଣା କରିଛି । ନିକଟରେ କମ୍ପାନୀ ପାଖାପାଖି ୧୦ ଅରବ ଆମେରୀକିୟ ଡଲାର୍ ଆୟ କରିଛି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୨ ହଜାର ୮ଶହ କୋଟି ଟଙ୍କା ହେବ । ତେବେ ଏତେ ବଡ଼ ଆୟ ହେବା ପରେ ବର୍ତ୍ତମାନ…

ଗଣତନ୍ତ୍ରରେ ବାକ୍ ସ୍ବାଧିନତାର ପ୍ରସଙ୍ଗ ଉଠାଇଲେ ଗ୍ରେଟା ଥନବର୍ଗ 

ନୂଆଦିଲ୍ଲୀ: ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ । ନିକଟରେ ସେ ଭାରତରେ କୃଷକ ବିରୋଧକୁ ସମର୍ଥନ କରି ଏକ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ଏବେ ପୁଣିଥରେ ଗ୍ରେଟା ଥନବର୍ଗ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ବିଜ୍ଞାନ ଏବଂ…

LACରେ ଲାଗିବ ଅତ୍ୟାଧୁନିକ ସ୍ବିଚ୍ ଡ୍ରୋନ୍, ଚୀନର ଗତିବିଧି ଉପରେ ଟିକ୍‌ନିକ୍‌ ନଜର ରଖିବ ଭାରତ 

ନୂଆଦିଲ୍ଲୀ: ଚୀନର ପିପୁଲ୍ସ ଲିବରେସନ୍‌ ଆର୍ମୀ(PLA)ର ହରକତକୁ ନେଇ ପୂର୍ବ ଅପେକ୍ଷା ଆହୁରି କଠୋର ହେବାକୁ ଯୋଜନା କରୁଛି ଭାରତୀୟ ସେନା । ଚୀନ ସେନା ଅନେକ ସମୟରେ ଭାରତ ସୀମାରେ ଅନୁପ୍ରବେଶ କରୁଥିବାରୁ ଏହା ଉପରେ କଡା ନଜର ରଖିବାକୁ ତୟାର ହେଉଛି ଭାରତୀୟ ସେନା । ଡ୍ରୋନ୍‌, ହାଇ ସର୍ଭିଲେନ୍ସ…

ପୁଣି ଖସିଲା ସୁନା ଦର 

ନୂଆଦିଲ୍ଲୀ: ଷ୍ଟକ ବଜାର ଯେଉଁ ହାରରେ ଆଗକୁ ବଢ଼ିଛି ସୁନା ସେହି ଅନୁସାରେ ଶସ୍ତା ହେବାରେ ଲାଗିଛି । ସୁନାର ୧୦ ଗ୍ରାମ ପିଛା ଦାମ ୪୭ ହଜାର ଟଙ୍କାରୁ କମ ହୋଇଛି । ମୂଲ୍ୟବାନ ଧାତୁ କାରବାର ହେଉଥିବା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ସୁନା ଦାମ ୧୪୧ ଟଙ୍କା ହ୍ରାସ ପାଇ ୪୬,୮୫୬ ଟଙ୍କା ହୋଇଛି…