Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ, ଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ : ସିବିଏସଇ ୧୦ମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ଫେବୃଆରୀ ୨ରେ ପ୍ରକାଶ ପାଇବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି । ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୧୦ ଯାଏ ଚାଲିବ । ପ୍ରାକ୍ଟିକାଲ୍‌…

୧୧ ବର୍ଷୀୟ ହ୍ୟାକର : ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ପୁଅ ମାଗୁଥିଲା ୧୦ କୋଟି 

ନୂଆଦିଲ୍ଲୀ : ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛୋଟ ପିଲା । ବୟସ ମାତ୍ର ୧୧ ବର୍ଷ । ହ୍ୟାକିଂ ବିଦ୍ୟାରେ ନିପୁଣ । ନିଜର ବିଦ୍ୟାର ପରୀକ୍ଷା ପାଇଁ ହ୍ୟାକିଂ ଜାଲରେ ନିଜ ବାପାକୁ ଫସାଇଦେଇଛି ଏହି ୧୧ବର୍ଷିୟ ବାଳକ । ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ମାଗିଛି ୧୦ କୋଟି ଟଙ୍କା । ଟଙ୍କା ଦିଅ…

ଫେବ୍ରୁଆରୀ ୧ରେ ସ୍ଥଳସେନାର ଉପ-ସେନା ମୁଖ୍ୟ ଭାବେ ଦାୟିତ୍ୱ ନେବେ ଚଣ୍ଡିପ୍ରସାଦ ମହାନ୍ତି

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଫେବ୍ରୁଆରୀ ପହିଲାରେ ସ୍ଥଳ ସେନାର ଉପ- ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ବର୍ତ୍ତମାନ ସଦର୍ଣ୍ଣ ଆର୍ମୀ କମାଣ୍ଡର ଅଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟରେ…

୨୦୨୨ରେ ୩ ଯାତ୍ରୀଙ୍କୁ ନେଇ ‘ସ୍ପେସ୍‌ ଷ୍ଟେସନ୍‌’ ଯିବ ପ୍ରଥମ ଘରୋଇ ଜେଟ୍‌, ଜଣକା ଭଡ଼ା ୪୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ୪୦୦ କୋଟି ଟଙ୍କା ଦେଲେ ହିଁ ସ୍ପେସ୍‌ ଷ୍ଟେସନ୍‌ ବୁଲିବାକୁ ସୁଯୋଗ ମିଳିପାରିବ । ସେମିତି ୩ ଆରବପତି ଏବେ ସେଠାକୁ ଯିବାକୁ ବାହାରିଛନ୍ତି । ୨୦୨୨ରେ ସେମାନେ ଯିବାକୁ ଥିବା ବେଳେ ପ୍ରତି ବ୍ୟକ୍ତି ୪୦୦ କୋଟି ଲେଖାଏଁ ଦେବେ । ଆମେରିକାର ଫ୍ଲୋରିଡା ସ୍ଥିତ କ୍ୟାପ୍‌…

ଆଇପିଏଲ ୨୦୨୧ ଖେଳାଳିଙ୍କ ନିଲାମୀ, ଫେବୃଆରୀ ୧୮ ତାରିଖରେ ଚେନ୍ନାଇରେ ହେବ

ନୂଆଦିଲ୍ଲୀ : ଆଇପିଏଲ ୨୦୨୧ ପାଇଁ ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଖେଳାଳିଙ୍କ ନିଲାମୀ । ଆଇପିଏଲ ଗଭର୍ଣ୍ଣିଙ୍ଗ କାଉନ୍ସିଲ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏ ସମ୍ବନ୍ଧରେ ଘୋଷଣା କରାଯାଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ହେବାରୁ ଥିବା ୪ଟି ଟେଷ୍ଟ ମ୍ୟାଚରେ ପ୍ରଥମ ଦୁଇଟି ମ୍ୟାଚ ଚେନ୍ନାଇ ଆୟୋଜନ…

କୃଷକଙ୍କ ପରେଡରେ ହୋଇଥିବା ହିଂସା ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଚାଲିଛି ସିସିଟିଭି ଯାଞ୍ଚ

ନୂଆଦିଲ୍ଲୀ : ପୁରା ଆକ୍ସନ ମୋଡରେ ଦିଲ୍ଲୀ ପୋଲିସ । ଗତକାଲି ହୋଇଥିବା ହିଂସା ଓ ଦଙ୍ଗା ଘଟଣାର ତଦନ୍ତ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କରିବ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଆଇଟି ଗଠନ କରିବାକୁ ପ୍ରସ୍ତୁତି କରୁଛି । ଏସଆଇଟି ଟିମ୍ ପୁରା ଘଟଣାର ତଦନ୍ତ କରିବ । ଘଟଣାର ଖିଅ ଖୋଜିବାକୁ…

୨୦୨୧ରେ ୧୧.୫% ରହିପାରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର: ଆଇଏମଏଫ

ନୂଆଦିଲ୍ଲୀ : ଆଗାମୀ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ଦ୍ରୁତ ଗତିରେ ଆଗକୁ ବଢିବ । ଦେଶର ଆର୍ଥିକ ଅଭିବୃଦ୍ଧି ରେକର୍ଡ ୧୧.୫ ପ୍ରତିଶତ ଗତିରେ ଆଗକୁ ବଢିବ । ମହାମାରୀ ମଧ୍ୟରେ ବଡ ଅର୍ଥ ବ୍ୟବସ୍ଥାରେ ଭାରତ ଏକମାତ୍ର ଦେଶ ଯିଏ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ଏହା କହିଛି…

ହ୍ୟାକର୍‌ଙ୍କ କବଜାରେ ଫେସବୁକର କୋଟି କୋଟି ୟୁଜରଙ୍କ ଡାଟା, ଏବେ ହ୍ୟାକରଙ୍କ ନୂଆ ଟାର୍ଗେଟ ଟେଲିଗ୍ରାମ

ନୂଆଦିଲ୍ଲୀ : ଏବେ ହ୍ୟାକରଙ୍କ ନୂୂଆ ଟାର୍ଗେଟ ହେଉଛି ଟେଲିଗ୍ରାମ । ୨ ବର୍ଷ ପୂର୍ବେ ଫେସବୁକର କୋଟି କୋଟି ଗ୍ରାହକଙ୍କ ଡାଟା ଚୋରି ହୋଇଥିଲା । ଏବେ ପୁଣିଥରେ ସେହି ଗ୍ରାହକଙ୍କୁ ଟାର୍ଗେଟ କରୁଛନ୍ତି ହ୍ୟାକର । ଅଭିଯୁକ୍ତମାନେ ଫେସବୁକ ଗ୍ରାହକଙ୍କ କଣ୍ଟାକ୍ଟ ବିବରଣୀକୁ ଆସେସ କରୁଛନ୍ତି ।…

ଦିଲ୍ଲୀରେ ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ

ନୂଆଦିଲ୍ଲୀ : ଆଜି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକ ଟ୍ରାକ୍ଟର ରାଲି କରିଥିଲେ । ରାଲିରେ ହୋଇଥିବା ହିଂସା ପରେ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ କରାଯାଇଛି । ଦିଲ୍ଲୀର ଉତ୍ତର ଜିଲ୍ଲା ଆଡକୁ…

ଏଣିକି କାଠରେ ନୁହେଁ ଗୋବର ଘସିରେ କରାଯିବ ଶବ ସତ୍କାର

ନୂଆଦିଲ୍ଲୀ : ଏଣିକି ଦିଲ୍ଲୀରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ(ଏସ୍‌ଡିଏମ୍‌ସି) ଅଧୀନରେ ଥିବା ଅଞ୍ଚଳରେ ଏଭଳି କରାଯିବ ଶବ ସତ୍କାର । ବିଜେପି ନେତୃତ୍ୱାଧୀନ ଏସଡିଏମସି ହାଉସରେ ଚଳିତ ସପ୍ତାହରେ ହୋଇଥିବା ଏକ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି…