Latest Odisha News

BREAKING NEWS

Browsing Category

ମଧ୍ୟପ୍ରଦେଶ

Madhyapradesh

ଭୋପାଳ କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ନବଜାତ ଶିଶୁଙ୍କ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶ ଭୋପାଳ ସହରରେ ଏକ ଦୁଃଖଦ ଘଟଣା ଘଟିଛି। ସହରର ଏକ ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୪ଜଣ ନବଜାତ ଶିଶୁଙ୍କର ମୃତ୍ୟ ହୋଇଛି। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା…

ସ୍ୱାମୀର ୪୭ ଲକ୍ଷ ଟଙ୍କା ଧରି ଅଟୋରିକ୍ସା ଚାଳକ ସହ ମହିଳା ଚମ୍ପଟ

ଓଡିଶା ସମ୍ବାଦ ବ୍ୟୁରୋ: କୋଟିପତି ବ୍ୟକ୍ତିଙ୍କ ସ୍ତ୍ରୀ ସାଜିଥିଲା ଅଟୋରିକ୍ସା ଚାଳକର ପ୍ରେମିକା । ପ୍ରେମକୁ ସାକାର କରିବା ଲାଗି ମହିଳା ଜଣକ ନିଜଠୁ ୧୩ ବର୍ଷ ସାନ ଅଟୋରିକ୍ସା ଚାଳକ ସହ ଚମ୍ପଟ୍ ମାରିଥିଲେ । ହେଲେ ସାଥିରେ ନେଇଯାଇଥିଲେ ଘରେ ସ୍ୱାମୀ ରଖିଥିବା ନଗଦ ୪୭ ଲକ୍ଷ ଟଙ୍କା ।…

ମଧ୍ୟପ୍ରଦେଶରେ ପ୍ରକାଶ ଝା’ଙ୍କୁ ବିରୋଧ, ଆଶ୍ରମ-୩ ସେଟ୍ ଧ୍ୱସ୍ତ

ଓଡିଶା ସମ୍ବାଦ ବ୍ୟୁରୋ: ପପୁଲାରିଟି ସହ ବିବାଦ ଘେରରେ ରହିଥଲା ୱେବ୍ ସିରିଜ୍ ଆଶ୍ରମର ଦୁଇଟି ସିଜିନ୍ । ତେବେ ତୃତୀୟ ସିଜିନର ସୁଟିଂ ପୂର୍ବରୁ ହିଁ ଏହି ୱେବ୍ ସିରିଜର ନିର୍ଦ୍ଦେଶକ ପ୍ରକାଶ ଝା ବିରୋଧର ସମ୍ମୁଖୀନ ହୋଇଛନ୍ତି । ମଧ୍ୟପ୍ରଦେଶ ଭୋପାଳଠାରେ ଆଶ୍ରମ-୩ର ସୁଟିଂ ସେଟକୁ ଭାଙ୍ଗି…

ମଧ୍ୟପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ପାଇଲଟ

ମଧ୍ୟପ୍ରଦେଶ :ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ। ଆଜି ମଧ୍ୟପ୍ରଦେଶ ଭଣ୍ଡ ଜିଲ୍ଲାରେ ଭାରତୀୟ ବାୟୁସେନାର ବିମାନ ମିରାଜ ୨୦୦୦ ଯୁଦ୍ଧ ବିମାନ ଦର୍ଘଟଣା ଗ୍ରସ୍ତ ହୋଇଛିା ହେଲେ ପାଇଲଟ ଜଣକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ଭାରତୀୟ ବାୟୁସେନା ଆଇଏଫଏଫ୍ ଟ୍ୱିଟ ମାଧ୍ୟମରେ…

ନିରାଶ ଚୋରର ଚିଠି, ଘରେ ଟଙ୍କା ନରଖି ତାଲା କାହିଁକି ପକେଇଥଲ ?

ଭୁବନେଶ୍ୱର: ଆଜିକାଲିର ଚୋରଙ୍କର ବି ମାନ ସମ୍ମାନ ଅଛି । ଚୋରି ହେଉ ଅବା ନହେଉ, ସେମାନେ ବି ନିଜ ମନର କଥା ଜଣାଇବାକୁ କୁଣ୍ଠାବୋଧ କରୁନାହାଁନ୍ତି । ଜଣେ ଚୋର ଓ ତା ଚିଠିକୁ ନେଇ ମଧ୍ୟପ୍ରଦେଶରେ ଘଟିଥିବା ଏକ ଘଟଣା ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶର ଦେୱାସ୍…

ଭଜନର ଧୁନରେ ମସଗୁଲ ଜଙ୍ଗଲୀ ଭାଲୁ

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ଆଜିଠାରୁ ଇନ୍ଦୋର ଅନଲକ୍

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ଆଜିଠାରୁ ଅନଲକ୍ । ଆଜିଠାରୁ ସହରର ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଖୋଲିବ । ତେବେ ସରକାର ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ  ।  ଅନଲକ୍ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଅନୁଯାୟୀ ସହର ଖୋଲାଯିବ, କିନ୍ତୁ ସହରର…

ଜୁନ୍ ୧ରୁ ଏହି ରାଜ୍ୟରେ ଅନଲକ୍-୧, ନିୟନ୍ତ୍ରଣକୁ ଆସୁଛି କରୋନା

ଭୋପାଳ: ମଧ୍ୟପ୍ରଦେଶରେ କାବୁ ପାଉଛି କରୋନା । ଲକଡାଉନରୁ ସୁଫଳ ମିଳିଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ରେଟ୍ ହ୍ରାସ ପାଉଛି । ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ବେଳେ ଆସନ୍ତା ୧ ତାରିଖରୁ ରାଜ୍ୟରେ ଅନଲକ୍ ୧.୦ ନେଇ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ…

ଅଟୋ-ବସ୍ ଧକ୍କା: ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର

ଗ୍ୱାଲିଅର: ଅଶୁଭ ମଙ୍ଗଳବାର । ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଟୋ ଓ ବସ୍ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ ନେବା ରାସ୍ତାରେ ଆଉ ୩ ଜଣଙ୍କର…

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା ନେଇ ଶୋକ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିଧିରେ ବସ ଦୁର୍ଘଟଣା ନେଇ ଦେଶରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ମୋଦି । …