Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ଦ କଶ୍ମୀର ଫାଇଲ୍ସ ପ୍ରମୋଶନ୍ ନାଟ, ଜବାବ୍ ରଖିଲେ କପିଲ୍ ଶର୍ମା

ମୁମ୍ବାଇ: ରିଲିଜ୍ ନହେଉଣୁ ଖୁବ ଚର୍ଚ୍ଚା ସାଉଣ୍ଟିଛି ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ଦ କଶ୍ମୀର୍ ଫାଇଲ୍ସ । ତେବେ ଫିଲ୍ମର କଣ୍ଟେଣ୍ଟ ନୁହେଁ ବରଂ ପ୍ରମୋଶନକୁ ନେଇ ବିବେକଙ୍କ ବୟାନ୍ ଏବେ ଅନେକଙ୍କୁ ତାଜୁବ୍ କରିଛି । ବିବେକଙ୍କ ଟୁଇଟ୍ ଅନୁଯାୟୀ ଦ କଶ୍ମୀର ଫାଇଲ୍ସରେ କୁଆଡେ ବଡ ଷ୍ଟାର୍…

ଆପାର୍ଟମେଣ୍ଟର ଦଶ ମହଲାରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ଆପାଟମେଣ୍ଟର ଦଶ ମହଲାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଆଜି ମୁମ୍ବାଇର କାଞ୍ଜୁରମର୍ଗ ଅଞ୍ଚଳରେ ଏନଜି ରୟାଲ ପାର୍କ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳକୁ ଅଗ୍ନିଶମ ଗାଡ଼ି ପଠାଯାଇଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି । ଆପାର୍ଟମେଣ୍ଟର…

ଜାଣିଛନ୍ତି କି? ବିରଳ ବ୍ଲଡ୍ ଗ୍ରୁପର ଅଧିକାରୀ ଅଭିନେତା ହ୍ରିତିକ୍ ରୋଶନ୍

ମୁମ୍ବାଇ: ବଲିଉଡର ଗ୍ରୀକ୍‌ଗଡ୍ ତଥା ସୁପରଷ୍ଟାର୍ ହ୍ରିତିକ ରୋଶନ୍ । ନିକଟରେ ଏହି ଅଭିନେତା ଜଣକ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ରକ୍ତଦାନ କରିଥିଲେ । ଆପଣ ଭାବୁଥିବେ ରକ୍ତଦାନ କରିବା ନିହାତି ଏକ ପୁଣ୍ୟ କାମ । ହେଲେ ଏହି ଘଟଣାକୁ ନେଇ ଏତେ ଚର୍ଚ୍ଚା କାହିଁକି ? ତେବେ ଏଠି ରକ୍ତଦାନ…

ବାଇକ୍ ଚାଳକଙ୍କୁ ମାଡ଼ି ବସିଲା ବାଘ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁରରେ ବାଘ ଆତଙ୍କ । ଗତ ରାତିରେ ବାଇକ ଯୋଗେ ଯାଉଥିବା ଜଣେ ଶ୍ରମିକଙ୍କୁ ହଠାତ୍ ଗୋଟିଏ ବାଘ ଆକ୍ରମଣ କରିଥିଲା । ବାଇକ୍ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟଲୋକମାନେ ଘଟଣା ଦେଖିଲା ପରେ ବାଘ ଉପରକୁ…

ଫିଲ୍ମ “ପୁଷ୍ପା” ସାଇଡ୍ ଇଫେକ୍ଟସ୍‌; ଚନ୍ଦନ କାଠ ତସ୍କରି ପାଇଁ ଗିରଫ ଟ୍ରକ୍ ଚାଳକ

ଭୁବନେଶ୍ୱର: ସାଉଥ୍ ଇଣ୍ଡିଆନ୍ ବ୍ଲକ୍‌ବଷ୍ଟର୍ ଫିଲ୍ମ ପୁଷ୍ପାକୁ ନକଲ କରି ଲାଲ୍ ଚନ୍ଦନ କାଠ ତସ୍କରି କରିବା ଜଣେ ଟ୍ରକ୍ ଚାଳକଙ୍କୁ ମହଙ୍ଗା ପଡିଛି । ତସ୍କରି ତ ଫେଲ୍ ମାରିଲା, ଓଲଟା ଟ୍ରକ୍ ଚାଳକ ଜଣକ ମଧ୍ୟ ଚନ୍ଦନ କାଠ ସମେତ ପୋଲିସ ହାତରେ ଧରାପଡିଲା । କ୍ୟାଚ୍ ନ୍ୟୁଜ୍ ରିପୋର୍ଟ…

କାର୍ ଓ ଟ୍ରକ୍ ମୁହାଁମୁହିଁ, ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅଭାବନୀୟ ଦୁର୍ଘଟଣା । କାର ଓ ଟ୍ରକ୍ ମୁହାଁମୁହିଁ । ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ଲୋନାଭାଲା ଅଞ୍ଚଳରେ । ଖବର ଅନୁସାରେ, ରବିବାର ଗୋଟିଏ ପରିବାରର ୫ ଜଣ କୌଣସି କାର୍ଯ୍ୟରେ ପୁଣେ ଯାଉଥିଲେ । ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ କାର…

କାହାକୁ ବିବାହ କଲେ ଅଭିନେତ୍ରୀ ମୌନୀ ରୟ ?

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ କଲେ ଟେଲି ତଥା ଟିଭି ଅଭିନେତ୍ରୀ ମୌନୀ ରୟ । ନିକଟରେ ମୌନୀଙ୍କର ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୁରଜ ନାମ୍ବିଆର୍ ନାମକ ଜଣେ ଦୁବାଇର ବିଜନେସ୍ ମ୍ୟାନ୍ ତଥା ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ଙ୍କ ହାତ…

ଶେହନାଜ୍ ଗିଲଙ୍କ ବର୍ଥ ଡ଼େ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲଙ୍କୁ କିଏ ବା ନଜାଣିଛି । ନିଜର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିିତିଥିବା ଶେହନାଜ୍ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବେଶ୍ ପରିଚିତ ହୋଇପାରିଛନ୍ତି । ବିଗ ବସରେ ‘ପଞ୍ଜାବ କି କ୍ୟାଟରୀନା’ ନାମରେ ପ୍ରସିଦ୍ଧ ଲାଭ କରିଥିବା ଶେହନାଜଙ୍କ ଟିଭି…

୪୦ ଫୁଟ ତଳକୁ ଖସିଲା କାର, ବିଜେପି ବିଧାୟକଙ୍କ ପୁଅ ସମେତ ୭ଜଣ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ମହାରାଷ୍ଟ୍ର : ମମ୍ମନ୍ତୁଦ ଦୁର୍ଘଟଣା ନେଲା ଛାତ୍ରଙ୍କ ଜୀବନ । ମହାରାଷ୍ଟ୍ରର ୱାର୍ଦ୍ଧା ପାଖ ଜାତୀୟ ରାଜପଥ ତୁଲଜାପୁର ସେଲସୁରାରେ ଭୟାବହ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଏତେ ଭୟଙ୍କ ଥିଲା ଯେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲାଙ୍କ ପୁଅଙ୍କ ସମେତ ମେଡିକାଲ କଲେଜର ୭ ଜଣ ଛାତ୍ରଙ୍କ…

[ଭିଡିଓ] ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ନିସ୍ତୁକ ମାଡ, ୨ ଗିରଫ

ଭୁବନେଶ୍ୱର: ଦିନ ଦ୍ୱିପହରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ପୂର୍ବତନ ସରପଂଚ ବାବୁ । ଜଣେ ଗର୍ଭବତୀ ଫରେଷ୍ଟ ଗାର୍ଡଙ୍କୁ ପୂର୍ବତନ ସରପଂଚଙ୍କ ସମେତ ତାଙ୍କ ସ୍ତ୍ରୀ ନିସ୍ତୁକ ମାଡ ମାରିଥିଲେ । ଘଟଣାର ଭିଡିଓଟି ଭାଇରାଲ୍ ହେବା ପରେ ୨ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । Pregnant…