Latest Odisha News

BREAKING NEWS

Browsing Category

ମହାରାଷ୍ଟ୍ର

Maharashtra

ଫିଲ୍ମ ସୂର୍ଯ୍ୟବଂଶୀରେ ଅଭିନୟ କରିଛନ୍ତି କି ମହେନ୍ଦ୍ର ସିଂ ଧୋନୀ ?

ମୁମ୍ବାଇ: ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀ । ଏଥିରେ ଖିଲାଡୀ ଷ୍ଟାର ଅକ୍ଷୟଙ୍କ ସହ ମିଷ୍ଟର କୁଲ୍ ଧୋନୀ ଏକାଠି ଅନସ୍କ୍ରିନରେ ନଜର ଆସିବେ ! ଏ କଥା ଚିନ୍ତା କଲେ ନିଶ୍ଚିତ ଭାବେ ମନରେ ଶିହରଣ ଖେଳିଯାଏ । ଫିଲ୍ମରେ ଅଭିନୟ କରିଥିବା ବଲିଉଡର ବ୍ୟାଡମ୍ୟାନ୍ ଗୁଲଶନ…

ବଲିଉଡରେ ଡେବ୍ୟୁ କଲେ ଜୁନିଅର କରିନା କପୁର

ମୁମ୍ବାଇ: କରିନା କପୁରଙ୍କ ଅଭିନୀତ ଫିଲ୍ମ କଭି ଖୁସୀ କଭି ଗମ୍ । ଏଥିରେ କରିନାଙ୍କ ୟଙ୍ଗ୍ ଅବତାରରେ ନଜର ଆସିଥିଲେ ମାଲଭିକା ରାଜ୍ । ତେବେ ସେହି ଜୁନିଅର କରିନା କପୁର ଏବେ ଖୁବ ବଡ ହୋଇ ବଲିଉଡରେ ଡେବ୍ୟୁ କରିଛନ୍ତି । ଆସନ୍ତା ନଭେମ୍ବର ୧୨ ତାରିଖରେ ଓଟିଟି ପ୍ଲାଟଫର୍ମ ଜି-୫ରେ ରିଲିଜ୍…

ଚର୍ଚ୍ଚାରେ ଶ୍ୱେତା ତିୱାରୀଙ୍କ ଝିଅ ପଲକଙ୍କ ବୋଲ୍ଡ ଅବତାର

ମୁମ୍ବାଇ: ଟେଲି ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ଝିଅ ପଲକ ତିୱାରୀ । ଖୁବ ଶୀଘ୍ର ପଲକ ବଲିଉଡରେ ହଲଚଲ୍ ଖେଳାଇବାକୁ ଯାଉଛନ୍ତି । ତେବେ ଖାଲି କଥାରେ ନୁହେଁ ବରଂ ନିକଟରେ ଏକ ମ୍ୟୁଜିକ ଭିଡିଓ ଆଲବମରେ ପଲକ ନିଜ ବୋଲ୍ଡ ଅବତାର ଦେଖାଇଛନ୍ତି । ରିଲିଜ୍ ହୋଇଛି ହାର୍ଡି ସାନ୍ଧୁଙ୍କ…

ଜୁହି ଚାଓ୍ଵଲା ହେଲେ ଆର୍ଯ୍ୟନଙ୍କ ଜାମିନଦାର

ମୁମ୍ବାଇ: ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନଦାର ହେଲେ ଜୁହି। ବମ୍ବେ ହାଇକୋର୍ଟ ବଲିଉଡ ଷ୍ଟାର୍ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ ଅର୍ଡର ଜାରି କରିଛନ୍ତି । ଅଭିନେତ୍ରୀ ଜୁହି ଚାଓ୍ଵଲା ଏକ ଲକ୍ଷ ଟଙ୍କାର ମୁଚଲିକାରେ ଆର୍ୟନଙ୍କ ଜାମିନ କରାଇଛନ୍ତି।। ମିଳୁଥିବା ସୂଚନା ଅନୁସାରେ…

ଆସୁଛି ”ବଣ୍ଟି ଔର ବବଲି”ର ସିକ୍ୱେଲ ,ଏଥର ରାଣୀଙ୍କ ସହ ସୈଫ୍

ମୁମ୍ବାଇ : ସୈଫ୍ ଅଲ୍ଲୀ ଖାନ୍ ଓ ରାଣୀ ମୁଖାର୍ଜୀଙ୍କ ଷ୍ଟାର ଫିଲ୍ମ  ''ବଣ୍ଟି ଔର ବବଲି'' ୨ ର ଟ୍ରେଲର ରିଲିଜ ହୋଇଛି । ୧୭ ବର୍ଷ ପରେ ପୁଣି ରାଣୀ ମୁଖାର୍ଜୀଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ । ଅନ୍ୟପଟେ ଫିଲ୍ମରେ ସୈଫ୍ ଅଲ୍ଲୀ ଖାନ୍ , ସିଦ୍ଧାନ୍ତ ଚତୁର୍ବେଦୀ , ଶରବରୀ ୱାର୍ଗ ପ୍ରମୁଖ…

ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କଲେ ନେହା କକ୍କର-ରୋହନପ୍ରୀତି

ମୁମ୍ବାଇ :ପ୍ରଥମ ଆନିଭର୍ସରୀ ସେଲିବ୍ରେସନ କଲେ ବଲିଉଡର ଫେମସ ସିଙ୍ଗର ନେହା କକ୍କର। ବଲିଉଡର ଫେମସ ସିଙ୍ଗର ନେହା କକ୍କର ତାଙ୍କ ପତି ରୋହନପ୍ରୀତି ସିଂହ ନିଜ ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ୱେରେ ସେଲିବ୍ରେସନ କରିଛନ୍ତି। ୨୪ ଅକ୍ଟୋବରରେ ଏହି ଫେମସ ଷ୍ଟାର କପୁଲ ଏକ ରୟାଲ ଷ୍ଟାଇଲରେ…

ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜ

ମୁମ୍ବାଇ: ଆରପାରିରେ ଭେଟେରାନ ଅଭିନେତ୍ରୀ ମିନୁ ମମତାଜ । କାନାଡାରେ ମିନୁ ମମତାଜଙ୍କ ପରଲୋକ ହୋଇଯାଇଛି।୭୯ ବର୍ଷ ବୟସରେ ମିନୁଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେଲା କ୍ୟାନସରରେ ପୀଡିତ ଥିଲେ। ମିନୁଙ୍କ ଦେହାନ୍ତ ନେଇ ତାଙ୍କ ଭାଇ ଅନୱର ଅଲ୍ଲୀ ସୂଚନା ଦେଇଛନ୍ତି । ମିନୁଙ୍କ ବିୟୋଗରେ…

ମୁମ୍ବାଇରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ , ଜଣେ ମୃତ ଅନେକ ଗୁରୁତର

ମୁମ୍ବାଇ : ଭୟଙ୍କର ଅଗ୍ନିକାଣ୍ଡ । ସମସ୍ତଙ୍କ ଆଖି ସାମ୍ନାରେ ମୁମ୍ବାଇ ଲାଲବାଗ ଅଞ୍ଚଳରେ ୬୦ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ରେ ନିଆଁ ଲାଗି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ସ୍ଥାନୀୟ କେଇଏମ୍ ହସ୍ପିଟାଲରେ…

ଆର୍ଯ୍ୟନଙ୍କୁ ତିନିଥର ଗଂଜେଇ ଯୋଗାଇଥିଲେ ଅନନ୍ୟା

ମୁମ୍ବାଇ: ଗୋଆ କ୍ରୁଜ୍ ସିପ୍ ଡ୍ର୍ରଗ୍ସ ମାମଲାରେ ଛନ୍ଦି ହୋଇପଡିଛନ୍ତି ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏନସିବିର ପଚରାଉଚରାରେ ଅନନ୍ୟା କରିଛନ୍ତି ଚାଂଚଲ୍ୟକର ଖୁଲାସା । ଥରେ କି ଦୁଇଥର ନୁହେଁ ବରଂ ଆର୍ଯ୍ୟନଙ୍କୁ ସେ ତିନିତିନିଥର ଗଂଜେଇ ଯୋଗାଇଥିବା ଜଣାପଡିଛି । ଏନସିବିର ରିପୋର୍ଟ…

ଗୋଟିଏ ଟିଭି ସିରିଜରେ ୩୦୦ ଚରିତ୍ର, ବିଶ୍ୱ ରେକର୍ଡ ସ୍ଥାପନ କଲେ ଆସିଫ୍

ମୁମ୍ବାଇ: ପପୁଲାର୍ କମେଡି ଟିଭି ସିରିଜ୍ ଭାବିଜୀ ଘର ପର୍ ହୈ । ଏହି ସିରିଜର ଜଣାଶୁଣା ଚରିତ୍ର ବିଭୂତି ନାରାୟଣ ମିଶ୍ର ଓରଫ ଆସିଫ୍ ଶେଖଙ୍କୁ କିଏ ବା ନ ଜାଣେ । ପଡିଶାଙ୍କ ସ୍ତ୍ରୀ ସହ ଫ୍ଲର୍ଟିଂ ଓ ମଜାକିଆ ଅନ୍ଦାଜରେ ବିଭୂତିଙ୍କ ଚରିତ୍ର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ହେଲେ ଅନେକ…