Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୦,୦୦୦ ଛୁଆର ବାପା କୁମ୍ଭୀରର ପାଳନ ହେଲା ଜନ୍ମଦିନ

କେପଟାଉନ: କୁମ୍ଭୀର ପ୍ରାୟତଃ ୧୦୦ ବର୍ଷ ପର୍ଯ୍ୟନ୍ତ ବଂଚିବା କଷ୍ଟକର ହୋଇଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ଦକ୍ଷିଣ ଆଫ୍ରିକାରେ ଏକ କୁମ୍ଭୀର ରହିଛି ଯାହାର ବୟସ ୧୨୪ ବର୍ଷ ହେବ । ସବୁଠାରୁ ବୟସ୍କ କୁମ୍ଭୀର ହେନେରୀର ଏବେ ୧୨୪ ବର୍ଷର ଜନ୍ମ ଦିବସ ପାଳନ କରାଯାଇଛି । ଏଠାକାର ବନ୍ୟଜୀବ ସଂରକ୍ଷଣ…

ବ୍ରହ୍ମପୁତ୍ର ଉପରେ ସବୁଠୁ ବଡ଼ ଡ୍ୟାମ କରିବ ଚୀନ, ଭାରତ ଉପରେ ପଡିପାରେ ଏହି ପ୍ରଭାବ

ନୂଆଦିଲ୍ଲୀ: ଚୀନ୍ ବିଶ୍ୱର ବୃହତ୍ତମ ଡ୍ୟାମ ନିର୍ମାଣ କରିବାକୁ ଯାଉଛି। ଯେଉଁ ଡ୍ୟାମ ଭାରତ ସୀମା ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହେବ ବୋଲି କୁହାଯାଉଛି। ଚୀନ୍ ଏହି ପ୍ରକଳ୍ପକୁ 'ସବୁଠାରୁ ବଡ ପ୍ରକଳ୍ପ' ବୋଲି ବିବେଚନା କରିଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ୧୩୭ ବିଲିୟନ ଡଲାର…

କଂଗ୍ରେସ ପାଇଁ ଐତିହାସିକ ଦିନ, ଜାଣନ୍ତୁ ଗାନ୍ଧିଙ୍କ ସହ ଜଡ଼ିତ ଇତିହାସ

ନୂଆଦିଲ୍ଲୀ : କର୍ଣ୍ଣାଟକର ବେଲଗାଭିରେ ଆରମ୍ଭ ହୋଇଛି କଂଗ୍ରେସର ଦୁଇଦିନିଆ CWC ବୈଠକ । ଯାହାର ଇତିହାସ ଖବୁ ଲମ୍ୱା । ଶହେ ବର୍ଷ ତଳେ ଆଜିର ଦିନରେ ଏହିଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅଧ୍ୟକ୍ଷତାରେ ହୋଇଥିଲା କଂଗ୍ରେସର ମହାଅଧିବେଶନ। ଏପରି ଐତିହାସିକ ଅଧିବେସନ ଆଜି ଯାଏ ବି ଚାଲି…

ଜାପାନ ଏୟାରଲାଇନ୍ସ ଉପରେ ବଡ ସାଇବର ଆଟାକ, ୨୦ରୁ ଅଧିକ ବିମାନ ପ୍ରଭାବିତ

ଟୋକିଓ: ଜାପାନ ଏୟାରଲାଇନ୍ସ (ଜେଏଏଏଲ) ଉପରେ ଏକ ବଡ଼ ସାଇବର ଆଟାକ ହୋଇଛି । ଏହା ଦ୍ୱାରା ଶହ ଶହ ବିମାନ ପ୍ରଭାବିତ ହୋଇଛି । ଜାପାନ ଏୟାରଲାଇନ୍ସ କହିଛି ଯେ ଗୁରୁବାର ଦିନ ସାଇବର ଆକ୍ରମଣ ହେତୁ ଏହାର ୨୦ରୁ ଅଧିକ ଘରୋଇ ବିମାନ ବିଳମ୍ବ ହୋଇଛି । ଏହା ସହ ଅନ୍ୟ ବିମାନ ମଧ୍ୟ ପ୍ରଭାବିତ ହୋଇଛି ।…

ସୋନୁ ସୁଦଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ମିଳିଥିଲା କି? ଜାଣନ୍ତୁ… 

ନୂଆଦିଲ୍ଲୀ: ୨୦୨୦ କରୋନା ମହାମାରୀ ସମୟରେ ହୋଇଥିବା  ଲକଡାଉନରେ ପ୍ରବାସୀ ଶ୍ରମିକ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଅଭିନେତା ସୋନୁ ସୁଦ ଚର୍ଚ୍ଚାକୁ ଆସିଥିଲେ।। ଲକଡାଉନ୍ ସମୟରେ ସୋନୁ ଦେଶ ତଥା ବିଦେଶରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ  ତାଙ୍କ ସମ୍ପତ୍ତି ମଧ୍ଯ ବନ୍ଧା…

‘ବିବାଦ ସେ ବିଶ୍ବାସ ଯୋଜନା’ ୨୦୨୪ର ଲାଭ ଉଠାନ୍ତୁ, ୩୧ ଡିସେମ୍ବର ସୁଦ୍ଧା ଟିକସ ବିବାଦର ସମାଧାନ କରନ୍ତୁ

ନୂଆଦିଲ୍ଲୀ: ଆୟକର ବିବାଦରେ ଜଡିତ ଟିକସଦାତାମାନଙ୍କ ପାଇଁ ସରକାର ଏକ ବଡ ଉପହାର ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ବଜେଟ୍ ୨୦୨୪ରେ ଘୋଷିତ ହୋଇଥିବା ‘ବିବାଦ ସେ ବିଶ୍ବାସ ଯୋଜନା’ ଟିକସଦାତାଙ୍କୁ କମ୍ ଟିକସ ଦେଇ ବିବାଦର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ…

କଂଗ୍ରେସକୁ ପଛରେ ପକାଇଲା ବିଆରଏସ, ବିଜେପିର ଆକାଉଣ୍ଟ ଭର୍ତ୍ତି !

ନୂଆଦିଲ୍ଲୀ : ନିର୍ବାଚନ ମୈଦାନରେ କଂଗ୍ରେସର ସ୍ଥିତି ଧିରେ ଧିରେ ଖରାପ ହେବାକୁ ଲାଗୁଛି। କେବଳ ଗଂଗ୍ରସ ଦୁର୍ବଳ ସଙ୍ଗଠନର ସାମ୍ନା କରୁନି ପରନ୍ତୁ ଦଳର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହେବାକୁ ଲାଗିଛି। ଏମିତିକି ଅନ୍ୟ ଦଳ ଅପେକ୍ଷା ଚନ୍ଦା ମଧ୍ୟ କମ ମିଳୁଛି। ଦେଶର ସବୁଠାରୁ…

କେବେ ଆରମ୍ଭ ହେବ ବିଏସଏନଏଲ୍ 4G ଏବଂ 5G ସେବା? ଟିସିଏସ୍ କଲା ବଡ ଘୋଷଣା

ନୂଆଦିଲ୍ଲୀ: ବିଏସଏନଏଲ୍ ସିମ୍ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବିଏସଏନଏଲ୍ ର 4G ଏବଂ 5G ସେବା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏହା ଏକ ବଡ଼ ଆଶ୍ବାସ୍ତିକର ଖବର ଅଟେ । ଯଦିଓ ପୂର୍ବରୁ କିଛି…

ଦେଶର ବିଭିନ୍ନ ସ୍ଥାନରେ ଏୟାରଟେଲ ସେବା ଡାଉନ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ସେବାରେ ସମସ୍ୟା ଉପୁଜିଥିବା ନେଇ ଅଭିଯୋଗ କରିଛନ୍ତି ୟୁଜର୍ସ। ଏନେଇ ଅନେକ ଗ୍ରାହକ ସୋସିଆଲ ମିଡିଆରେ ମୋବାଇଲ୍ ଏବଂ ବ୍ରଡବ୍ୟାଣ୍ଡ ସେବାରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ନେଇ ପୋଷ୍ଟ କରିଛନ୍ତି। ଡାଉନ୍ ଡିଟେକ୍ଟରର ତଥ୍ୟ ଅନୁଯାୟୀ ଗୁରୁବାର…

ଆଇଆରସିଟିସି ଆପ୍ ଓ ୱେବସାଇଟ ଠପ୍

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ୱେବସାଇଟ୍ ଏବଂ ଆପ୍ ଡିସେମ୍ବର ୨୬ ଦିନ ଠପ୍ ହୋଇପଡିଛି। ଉଭୟ ୱେବସାଇଟ୍ ଏବଂ ଆପର ସେବା କାମ କରୁନାହିଁ। ଯାହାକୁ ନେଇ ଲକ୍ଷ ଲକ୍ଷ ଯାତ୍ରୀ ସୋସିଆଲ ମିଡିଆରେ ଅଭିଯୋଗ କରିଛନ୍ତ। ଡାଉନ୍ ଡିଟେକ୍ଟର…