Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇଏସଆଇସି ଆଇଟି ସିଷ୍ଟମକୁ କଲା ଅପଗ୍ରେଡ୍ ; ଲୋକମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବେ

ନୂଆଦିଲ୍ଲୀ: କୋଟିଏ କର୍ମଚାରୀଙ୍କ ପାଇଁ ବଡ ଖବର, ସେମାନେ କିପରି ଉପକୃତ ହେବେ ଜାଣନ୍ତୁ । ESIC (କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ) ଅଧୀନରେ ଥିବା କୋଟି କୋଟି କର୍ମଚାରୀଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି | କର୍ମଚାରୀମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ଉନ୍ନତ ସ୍ଵାସ୍ଥ୍ୟ ସୁବିଧା ପାଇବେ |…

ଶରୀରରେ ଡିମେନ୍ସିଆ ରୋଗର ଦେଖାଯାଏ ଏହି ସବୁ ସଙ୍କେତ, କିପରି ଜାଣିବେ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମାନସିକ ରୋଗ ବହୁତ ବୃଦ୍ଧି ପାଇଛି । ଡିମେନ୍ସିଆ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ଏହି ମସ୍ତିଷ୍କ ରୋଗ ବିଶେଷ ଭାବରେ ମାନସିକ ସ୍ବାସ୍ଥ୍ୟ ସହିତ ଜଡିତ, ଯେଉଁଥିରେ ଜଣେ ବ୍ୟକ୍ତିକୁ ମନେରଖିବା, ଭୁଲିଯିବା, ଚିନ୍ତା କରିବା, ଜିନିଷ ବୁଝିବା ଏବଂ ଧ୍ୟାନ ଦେବାରେ…

ଦିଲ୍ଲୀରେ କଂଗ୍ରେସର ଭିତିରି ଗେମ, ବିଜେପିକୁ ଫାଇଦା ! ଅଡୁଆରେ ଆପ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ଆରମ୍ଭ କରିଛନ୍ତି କସରତ। ଆମ ଆଦମି ପାର୍ଟି ସବୁ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି ନିର୍ବାଚନୀ ତାରିଖ ଘୋଷଣା ପୂର୍ବରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାକୁ ଲକ୍ଷ୍ୟ ରଖିଛି। ଦିଲ୍ଲୀରେ ଶାସକ ଦଳ ଆପ୍ ଓ ବିଜେପି…

କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ; କୋର୍ଟରେ ଡାବର ଓ ପତଞ୍ଜଳି

ନୂଆଦିଲ୍ଲୀ: କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ। ଯାହାକୁ ନେଇ ଚ୍ୟବନପ୍ରାଶ ବନାଉଥିବା ବହୁ ପୁରୁଣା କମ୍ପାନୀ ଡାବର୍ ଏବଂ ପତଞ୍ଜଳି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନିକଟରେ ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ବିରୋଧ କରି ଡାବର୍ ଏକ ମାମଲା ରୁଜୁ କରିଛି।…

କାଜାଖସ୍ତାନରେ ବିମାନ କ୍ରାସ, ୭୦ ଯାତ୍ରୀ ରହିଥିଲେ

ଆକଟା: କାଜାଖସ୍ତାନର ଆକଟା ସହର ନିକଟରେ ବୁଧବାର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭୦ ଯାତ୍ରୀ ଥିବା କୁହାଯାଉଛି। ଦୁର୍ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନରେ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି। ସୋସିଆଲ ମିଡିଆରେ ଏହି…

‘ବୁର୍ଖା ହଟାନ୍ତୁ, ହଟେଇବି ନାହିଁ’ ; ହାଇକୋର୍ଟ ବିଚାରପତିଙ୍କ ଉପରେ ରାଗିଗଲେ ମହିଳା ଓକିଲ

ନୂଆଦିଲ୍ଲୀ : ଭାରତ ସମେତ ଅନେକ ଦେଶରେ କିଛି ବୃତ୍ତିକୁ ନେଇ ଡ୍ରେସ କୋଡ୍ ରହିଛି। ଯେମିତି ଓକିଲଙ୍କ ପାଇଁ କଳା କୋଟ ସେହିପରି ଡାକ୍ତରଙ୍କ ପାଇଁ ଧଳା କୋଟ ଆଉ ପୋଲିସଙ୍କ ପାଇଁ ଖାକି ପୋଷାକ । ଏପରି ଅନ୍ୟ କିଛି ବୃତ୍ତିରେ ମଧ୍ୟ ଭିନ୍ନ ଭିନ୍ନ ଡ୍ରେସ କୋଡ୍ ରହିଛି। ହେଲେ ଆପଣଙ୍କ ମନରେ ବି…

ମହାକାଶରେ ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ସୁନୀତା ୱିଲିୟମ୍ସ…

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ମାସ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ଏହାରି ମଧ୍ୟରେ ସେ ଚଳିତ ବର୍ଷ ସେଠାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନାସା ପକ୍ଷରୁ ସୁନୀତା ୱିଲିୟମ୍ସ…

‘ଏବି ପିଏମ-ଜେଏୱାଇ’ ଯୋଜନାର କିପରି ଲାଭ ଉଠାଇ ପାରିବେ ଆସନ୍ତୁ ଜାଣିବା..

ନୂଆଦିଲ୍ଲୀ: ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ 'ଏବି ପିଏମ-ଜେଏୱାଇ' ଯୋଜନାର ଲାଭ ପାଇପାରିବେ | ଏଥିରେ କୌଣସି ଆୟ ସୀମା ରହିବ ନାହିଁ ଓ ସେମାନଙ୍କୁ  ୫ଲକ୍ଷ ଟାଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ପୂର୍ବରୁ ଏହି ଯୋଜନା କେବଳ ଗରିବ ପରିବାର ଏବଂ ଆଶା କର୍ମୀଙ୍କ…

ଆସୁଛି ଭୟଙ୍କର ବିପର୍ଯ୍ୟୟ ; ହଜିଯିବ ଗ୍ରୀଷ୍ମ ! ପାଣି ହୋଇଯିବ ବରଫ, ହେବନି ବର୍ଷା

ନୂଆଦିଲ୍ଲୀ: ପୃଥିବୀ ପାଇଁ ଆଗକୁ ଆସୁଛି ଭୟଙ୍କର ବିପଦ। ଆଉ ଏହି ବିପର୍ଯ୍ୟୟ ଏତେ ଭୟାନକ ହେବ ଯେ ଏହାକୁ ସାମ୍ନା କରିବା ବିଶ୍ୱ ବାସୀଙ୍କ ପାଇଁ କଷ୍ଟକର ହେବ। କୁହାଯାଉଛି ଏହି ବିପର୍ଯ୍ୟୟର କାରଣ ହେବ ଆଗ୍ନେୟଗିରି ଉଦ୍‌ଗୀରଣ। ଏପରି ଶକ୍ତିଶାଳୀ ଆଗ୍ନେୟଗିରି ଉଦଗୀରଣ ଫଳରେ  ବଦଳିଯିବ ପାଳିପାଗ…

ସୀମା ହାଇଦରଙ୍କ ଖୁସି ଖବର ଶୁଣି କ୍ଷଭ ପ୍ରକାଶ କଲେ ସ୍ୱାମୀ: ଜାଣନ୍ତୁ କଣ କହିଲେ..

ନୂଆଦିଲ୍ଲୀ: ନିଜ ପ୍ରେମିକ ପାଇଁ ପାକିସ୍ତାନ ଛାଡି ଆସିଥିବା ସୀମା ହାଇଦର ପ୍ରେମିକ ସଚିନଙ୍କ ସହ ଭାରତରେ ରହୁଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ପୁଣି ଗଣମାଧ୍ୟମରେ ହେଡଲାଇନ ସୃଷ୍ଟି କରିଛି​​। ସର୍ବଦା ଲୋକମାନେ ସେମାନଙ୍କର ଦାମ୍ପତ୍ୟ ଜୀବନ ଜାଣିବାକୁ ଆଗ୍ରହୀ। ପ୍ରେମ ପାଇଁ ସୀମା ପାର…