Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୀବନ ଗଲେ ଦାୟୀ ରହିବେ ପତ୍ନୀ; ଭରଣପୋଷଣ ପାଇଁ ମାଗୁଛନ୍ତି ୧ କୋଟି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଯୌତୁକ ବ୍ୟବସ୍ଥା ଆଇନକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଗୁରୁଗ୍ରାମରେ ରହୁଥିବା ଜଣେ ୟୁଏକ୍ସ ଡିଜାଇନର୍ ଏହି ଆଇନରେ କିଭଳି ଛନ୍ଦି ହୋଇପଡିଛନ୍ତି ତାହା ବଖାଣିଛନ୍ତି।…

ବଢିବ ଦିନ କମିବ ରାତି, ଆଜି ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ଵର: ଆଜି ହେଉଛି ବର୍ଷର ସବୁଠାରୁ ଛୋଟ ଦିନ । ପ୍ରତି ବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ ଏବଂ ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏଫ ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ଶୀତଦିନ ଆରମ୍ଭ ହୁଏ ବର୍ଷର ଏହି ସବୁଠାରୁ ଛୋଟ…

ସଂସଦରେ ଠେଲାପେଲା: ତଦନ୍ତ କରିବ କି କ୍ରାଇମ୍‌ ବ୍ରାଞ୍ଚ?

ନୂଆଦିଲ୍ଲୀ: ଶୀତ ଅଧିବେଶନ ଶେଷ ହେବାର ଦିନକ ପୂର୍ବରୁ ଗୁରୁବାର ପାର୍ଲାମେଣ୍ଟରେ ଠେଲାପେଲା ହୋଇଥିଲା। ଏଥିରେ ଭାଜପା ଏମ୍‌ପି ପ୍ରତାପ ଷଡ଼ଙ୍ଗୀ, ମୁକେଶ ରାଜପୁତ୍‌ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆହତ ହୋଇଥିଲେ। ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେବା ସହ…

ଚିନ୍ତା ବଢାଇଲାଣି ‘ଡିଙ୍ଗା ଡିଙ୍ଗା’ ଭାଇରସ୍, ସଂକ୍ରମଣ ହେଉ ହେଉ ଡ୍ୟାନ୍ସ କରୁଛନ୍ତି ରୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ପୁଣି ଏକ ନୂଆ ଭାଇରସ୍ ସମଗ୍ର ବିଶ୍ୱକୁ ଆତଙ୍କିତ କରିଲାଣି । ଯାହାକୁ ନେଇ ଏବେ ଚିନ୍ତା ବଢିଛି । ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଡିଙ୍ଗା ଡିଙ୍ଗାର ଅର୍ଥ ହେଉଛି ‘ନୃତ୍ୟ ପରି ଗତି କରିବା’। ଏହି ରହସ୍ୟମୟ ରୋଗ ମୁଖ୍ୟତଃ ୟୁଗାଣ୍ଡାର…

୪୩ ବର୍ଷ ପରେ କୁଏତ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ, ଆହୁରି ମଜବୁତ୍‌ ହେବ ଦ୍ୱିପାକ୍ଷିକ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ କୁଏତ ଗସ୍ତରେ ଯିବେ। ୪୩ ବର୍ଷ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି। ଏତର ଆମିର ଶେଖ ମେଶଲ ଅଲ ଶବାହଙ୍କ ନିମନ୍ତ୍ରଣରେ ଡିସେମ୍ବର ୨୧ ଏବଂ ୨୨ ତାରିଖ ଅର୍ଥାତ୍ ଦୁଇ ଦିନିଆ ଗସ୍ତରେ…

ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ନୂଆଦିଲ୍ଲୀ: ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ଭାରତୀୟ ସମୟାନୁସାରେ ଆଜି ଭୋର ପ୍ରାୟ ୩ଟା ୫୯ ମିନିଟରେ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ସୂଚନା ଅନୁସାରେ, ନେପାଳ ଜୁଲ୍ମା ଜିଲ୍ଲାରେ ୧୦ କିଲୋମିଟର ଗଭୀରତାରେ…

ଚିନ୍ତା ବଢାଇଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବର୍ଷର ଶେଷ ୧୦ ଦିନ ମଧ୍ୟରେ ଦିଲ୍ଲୀ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଜି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୮…

ମାଡିଗଲା କାର୍, ୨ ମୃତ, ୬୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌ । କାର୍‌ ଧକ୍କାରେ ୨ ମୃତ, ୬୦ରୁ ଉର୍ଦ୍ଧ୍ଵ ଆହତ । ଆହତଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ କାର୍‌ରେ ଜଣେ ନାବାଳକ ସମେତ ୨ ଜଣଙ୍କୁ ଧରିଛି ପୋଲିସ । ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ,…

୫୩ ବର୍ଷ ପରେ ପୁଣି ବାଂଲାଦେଶ ଫେରିବା ଆରମ୍ଭ କରିଛି ପାକିସ୍ତାନୀ ସେନା

ଢାକା: ୧୯୭୧ ମସିହାରେ ପୂର୍ବ ପାକିସ୍ତାନରୁ ପାକିସ୍ତାନୀ ସେନାକୁ ଭାରତୀୟ ସେନା ତଡିଥିଲା ଏବେ ୫୩ ବର୍ଷ ପରେ ପୁଣି ତାର ପୁନରାବର୍ତ୍ତୀ ହେବାକୁ ଯାଉଛି । ଅର୍ଥାତ୍ ବାଂଲାଦେଶକୁ ପୁଣି ଫେରିବା ଆରମ୍ଭ କରିଛି ପାକିସ୍ତାନୀ ସେନା । ପାକିସ୍ତାନୀ ସେନାର ଜେନେରାଲ ସାହେବ ଖୁବ୍ ଶୀଘ୍ର ତାଙ୍କ…

ରାହୁଲଙ୍କ ବିରୋଧରେ ଏତେ ମାମଲା? ହାର୍ଡକୋର ଅପରାଧୀଙ୍କଠୁ ବି ଅଧିକ

ନୂଆଦିଲ୍ଲୀ: କଂଗ୍ରେସର ବଡ଼ ଚେହେରା ରାହୁଲ ଗାନ୍ଧୀ। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ଯେଉଁ ପ୍ରଦର୍ଶନ କରିଛି, ତାହାର ପୂରା ଶ୍ରେୟ ରାହୁଲଙ୍କୁ ଯାଇଛି। ଦେଶରେ ବଡ଼ ବଡ଼ ପ୍ରସଙ୍ଗ ଉଠାଇ ସଂସଦ ଓ ସଂସଦ ବାହାରେ ସରକାରଙ୍କୁ ଏବେ ଘେରୁଛନ୍ତି ରାହୁଲ। କୁହାଯାଉଛି ରାହୁଲଙ୍କ ରାଜନୈତିକ ଜୀବନରେ…