Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା : ଏହି ସରକାରୀ ଯୋଜନାରେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ହେଉଛି ଏକ ପେନସନ୍ ଯୋଜନା। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପ୍ରତି ମାସରେ ୫୫ଟଙ୍କା ଜମା କରିବାକୁ ପଡିବ ଏବଂ ୬୦ବର୍ଷ ପରେ ସେମାନେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ | ଆସନ୍ତୁ ଆବେଦନ ଠାରୁ ଆରମ୍ଭ କରି ଡକ୍ୟୁମେଣ୍ଟ୍ ପର୍ଯ୍ୟନ୍ତ…

ଆସିଲା ଖୁସି ଖବର, ଇପିଏଫଓ କର୍ମଚାରୀଙ୍କ ବଢିପାରେ ବେତନ

ନୂଆଦିଲ୍ଲୀ:ଆସିଲା ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(EPF) ଯୋଜନା ବେତନ ସୀମାକୁ କେନ୍ଦ୍ର ସରକାର ଖୁବ ଶୀଘ୍ର ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର ବେତନ ସୀମାକୁ ଦ୍ୱିଗୁଣିତ କରି ୬,୫୦୦ ରୁ…

ପ୍ରାଚୀନ ଇଜିପ୍ଟର କବରରୁ ମିଳିଲା ସୁନା ‘ଜିଭ’ଓ ‘ନଖ’

ନୂଆଦିଲ୍ଲୀ: ପ୍ରତ୍ନତତ୍ତ୍ୱବିତମାନେ ଗ୍ରୀକ୍-ରୋମାନ୍ ସମୟରୁ ସୁନ୍ଦର ଭାବରେ ସଜାଯାଇଥିବା କବର ଭିତରେ ୧୩ଟି ଚମତ୍କାର ସୁବର୍ଣ୍ଣ ଜିଭ ଏବଂ ନଖ ଆବିଷ୍କାର କରିଛନ୍ତି । ମିଶର ମିନିୟା ପ୍ରଦେଶରେ ଅବସ୍ଥିତ ଅଲ-ବହନସା ପ୍ରତ୍ନତାତ୍ତ୍ୱିକ ସ୍ଥାନରେ ଟୋଲେମି କାଳର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର…

ପ୍ରିୟଙ୍କାଙ୍କୁ ବ୍ୟାଗରେ ଜବାବ

ନୂଆଦିଲ୍ଲୀ: ବ୍ୟାଗକୁ ନେଇ ସଂସଦର ଶୀତ ଅଧିବେଶନରେ ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । କେତେବେଳେ ପାଲେଷ୍ଟାଇନ୍ ତ କେତେବେଳେ ବାଂଲାଦେଶ ସଂଖ୍ୟାଲଘୁଙ୍କ ସଂପର୍କିତ ବାର୍ତ୍ତା ଲେଖାଥିବା ବ୍ୟାଗ ନେଇ ସଂସଦକୁ ଆସିଛନ୍ତି ପ୍ରିୟଙ୍କା । ତେବେ ଶୀତଅଧିବେଶନର ଶେଷ ଦିନରେ ପ୍ରିୟଙ୍କାଙ୍କୁ…

କାମ ଦେବ କି କେଜ୍ରିଓ୍ବାଲଙ୍କ ‘ମାଗଣା’ ଘୋଷଣା?

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଗେମଚେଞ୍ଜର ହେବ କି ସଂଜୀବନୀ ଯୋଜନା? ନିର୍ବାଚନ ପୂର୍ବରୁ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ନେଇ ବଡ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମାସେ ଭିତରେ ଆପ୍ ପକ୍ଷରୁ ମହିଳାଙ୍କଠାରୁ ବରିଷ୍ଠ ନାଗରିକ ପୁଣି ଅଟୋ ଡ୍ରାଇଭରଙ୍କ ପାଇଁ ଜନକଲ୍ୟାଣକାରୀ…

ରୁଷ ୟୁକ୍ରେନ୍ ଯୁଦ୍ଧରେ ପଡିବ ବିରାମ: ପୁଟିନ୍ କହିଲେ, ମୁଁ ରାଜି!

ନୂଆଦିଲ୍ଲୀ:  ପାଖାପାଖି ଦୀର୍ଘ ୧୧ ବର୍ଷ ପରେ ବନ୍ଦ ହେବ ରୁଷ-ୟୁକ୍ରେନ୍ ଯୁଦ୍ଧ । ବହୁ ବାଦବିବାଦ, ମରଣ, ତର୍କବିତର୍କ, ବୁଝାମଣା ପରେ ଏବେ ବାସ୍ତବରେ ପଡିବ ବିରାମ । ଯୁଦ୍ଧ ବନ୍ଦ ପାଇଁ ସଙ୍କେତ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଗୁରୁବାର ରୁଷିଆବାସୀଙ୍କୁ ବର୍ଷର ଶେଷ…

ବାବା ସାହେବଙ୍କୁ କାହିଁକି ପସନ୍ଦ ଥିଲା ନୀଳ ରଙ୍ଗ? ରାହୁଲ ଗାନ୍ଧୀ ମଧ୍ୟ ବଦାଳଇ ଦେଲେ ନିଜ ଟି-ସାର୍ଟର ରଙ୍ଗ

ନୂଆଦିଲ୍ଲୀ: ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଉପରେ ଅମିତ ଶାହାଙ୍କ ମନ୍ତବ୍ୟ ପରେ ରାଜନୀତି ଉଠୁଛି ପଡୁଛି। ତେବେ ଏହି ବିବାଦ ମଧ୍ୟରେ ରାହୁଲ ଗାନ୍ଧୀ ତାଙ୍କ ମତ ବଦଳାଇଥିବା ଜଣାପଡିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟି-ସାର୍ଟର ରଙ୍ଗ ବଦଳି ଯାଇଛି। ଆମ୍ବେଦକର ବିବାଦ ମଧ୍ୟରେ ସେ…

ମୁମ୍ବାଇ ଡଙ୍ଗା ବୁଡି ଘଟଣା: ୫ ବର୍ଷର ଶିଶୁର ଜୀବନ ବଞ୍ଚାଇଲେ ଜର୍ମାନୀ ଟୁରିଷ୍ଟ

ମୁମ୍ବାଇ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ପାଖରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ବୁଡିଯାଉଥିବା ୫ ବର୍ଷର ଶିଶୁ ପାଇଁ ଦେବଦୂତ ସାଜିଛନ୍ତି ଜଣେ ଜର୍ମାନୀ ଟୁରିଷ୍ଟ । ସେ ପିଲାଟିକୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣାଗ୍ରସ୍ତ ଫେରିରେ…

ଏବେ ଇନଷ୍ଟାଗ୍ରାମରେ ରିଲ୍ ବନେଇବା ହେବ ମଜାଦାର, ଏଆଇ ଭିଡିଓ ଏଡିଟିଂ ଟୁଲ୍ ଆସୁଛି

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଏକ ଦମଦାର ଫିଚର ଆସିବାକୁ ଯାଉଛି, ଯାହା ସାହାଯ୍ୟରେ ୟୁଜର୍ସମାନେ ଅତି ସହଜରେ ଭିଡିଓ ଏଡିଟ୍ କରିପାରିବେ | ଇନଷ୍ଟାଗ୍ରାମର ବସ୍ ଆଦାମ ମୋସେରି ନିକଟରେ ଏହାର ଏକ ଟିଜର ଉପସ୍ଥାପନ କରିଥିଲେ ଯେଉଁଥିରେ ଆଗାମୀ AI ଫିଚର କିପରି ହେବ ତାହା କୁହାଯାଇଛି। ଏଥିପାଇଁ ସେ…