Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମସ୍କଙ୍କ ସାହାଯ୍ୟରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ

ନୂଆଦିଲ୍ଲୀ: ଇସ୍ରୋ ନେଲା ମସ୍କଙ୍କ ସାହାଯ୍ୟ । ମସ୍କଙ୍କ ସାହଯ୍ୟରେ ମହାକାଶକୁ ଗଲା ଭାରତୀୟ ସାଟେଲାଇଟ । ମଙ୍ଗଳବାର ଦିନ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ ଇସ୍ରୋ ପକ୍ଷରୁ ଜିସାଟ୍-୨୦ ସାଟେଲାଇଟ ଉତକ୍ଷେପଣ କରାଯାଇଛି । ଏଲନମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀ ସହାୟତାରେ…

ଅନ୍ତିମ ସଂସ୍କାରର ୫ ଦିନ ପରେ ଘରକୁ ଫେରିଲେ ମୃତ ବ୍ୟକ୍ତି, ଆଉ ତା ପରେ…

ଗାନ୍ଧିନଗର; ଖବର ମିଳିଲା ପୁଅର ମୃତ୍ୟୁ ହୋଇଛି l ବିକଳରେ ମା' ନିଜକୁ ସମ୍ବଳି ପାରୁ ନଥାଏ l ପୋଲିସ ଠାରୁ ମୃତ ଦେହ ଆଣି ରୀତିନୀତି ଅନୁସାରେ ଶବଦାହ କଲେ ପରିବାର ଲୋକ l କିନ୍ତୁ ମୃତ୍ୟୁର ୫ ଦିନ ପରେ ଯେତେବେଳେ ପରିବାର ଲୋକ ଶୋକସଭା ପାଳୁଥିଲେ ସେତେବେଳେ ହଠାତ ଘଟିଲା ଏକ ଅଜବ ଘଟଣା l…

ସ୍ୱେଚ୍ଛାକୃତ ଅବସର ନଚେତ ବଦଳି: ତିରୁପତି ମନ୍ଦିରରେ ଅଣ ହିନ୍ଦୁ କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ନୂତନ ଭାବେ ଗଠିତ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ମନ୍ଦିରରେ କାର୍ଯ୍ୟ କରୁଥିବା ଅଣ-ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ସଂକଳ୍ପ ପାରିତ ହୋଇଛି। ଏହି ପ୍ରସ୍ତାବ…

ଭାରତର ବଡ କୂଟନୈତିକ ବିଜୟ: ମୋଦୀ-ସି ମଧ୍ୟରେ ହୋଇଥିବା ସହମତି ଲାଗୁ କରିବାକୁ ଚୀନ୍ ପ୍ରସ୍ତୁତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲ୍‌ର ରିଓ ଡି ଜେନେରୋରେ ପହଞ୍ଚି ଜି-୨୦ ସମ୍ମିଳୀନରେ ଯୋଗ ଦେଇଛନ୍ତି। ରିଓ ଡି ଜେନେରୋର ମ୍ୟୁଜିୟମ ଅଫ ମଡର୍ନ ଆଟ୍‌ (ଏମ୍‌ଏଏମ୍‌)ରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହେଉଛି। ମୋଦୀ ଆଜି ବ୍ରାଜିଲ୍‌ରେ ପହଞ୍ଚିବାପରେ ବ୍ରାଜିଲ…

ପ୍ରଦୂଷଣମୁକ୍ତ ପରିବେଶ ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (GRAP) ଅଧୀନରେ ଷ୍ଟେଜ୍ ୪ ପ୍ରଦୂଷଣକୁ କଡାକଡି ଲାଗୁ କରିବା ପାଇଁ ତୁରନ୍ତ ଏକ ଟିମ ଗଠନ କରିବାକୁ ସୁପ୍ରିମକୋର୍ଟ ସୋମବାର ଦିଲ୍ଲୀ-ଏନସିଆର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆର୍‌) ୪୫୦ରୁ…

ଦିଲ୍ଲୀ ବାୟୁ ପ୍ରଦୁଷଣ: ସ୍କୁଲ ବନ୍ଦ, ଅନଲାଇନରେ ହେବ ପାଠପଢା

ନୂଆଦିଲ୍ଲୀ: ଦିନକୁ ଦିନ ସଙ୍ଗୀନ ହେଉଛି ଦିଲ୍ଲୀ ବାୟୁ ପ୍ରଦୁଷଣ । ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବାବି କଷ୍ଟକର ହୋଇ ପଡ଼ିଛି। ବଢୁଥିବା ପ୍ରଦୂଷଣ ଦୃଷ୍ଟିରେ ରଖି ଆଜିଠୁ ଦିଲ୍ଲୀରେ ସବୁ…

ଗିରଫ ହେଲା ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ତଳେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲା ପୋଲିସ। ସେବେଠାରୁ ମୁମ୍ବାଇ ଏବଂ ଦିଲ୍ଲୀର ମିଳିତ ପୋଲିସ ଟିମ୍ ଅନମୋଲକୁ ଖୋଜୁଥିଲା । ଏବେ ଗ୍ୟାଙ୍ଗଷ୍ଟାର ଅନମୋଲକୁ ଗିରଫ କରିଛି ପୋଲିସ ।…

କେ ସଞ୍ଜୟ ମୂର୍ତ୍ତି ଭାରତର ନୂତନ ସିଏଜି

ନୂଆଦିଲ୍ଲୀ: ଭାରତର ନୂତନ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(ସିଏଜି) ଭାବେ ନିଯୁକ୍ତ ହୋଇଛନ୍ତି ଆଇଏଏସ ଅଫିସର କେ ସଞ୍ଜୟ ମୂର୍ତ୍ତି । କେ ସଞ୍ଜୟ ମୂର୍ତ୍ତିଙ୍କୁ ନୂତନ ସିଏଜି ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ନଭେମ୍ବର ୨୧ରେ ନୂତନ ସିଏଜି ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ…

ବିଶ୍ୱର ସବୁଠାରୁ ଧୀମା ପରୀକ୍ଷଣ..୧୦୦ ବର୍ଷ ହୋଇଗଲାଣି, ଏବେ ବି ଚାଲିଛି

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ସର୍ବଦା ତାଙ୍କ ପରୀକ୍ଷଣ ନେଇ ଦୁନିଆକୁ ନୂଆ ଦିଗ ପ୍ରଦାନ କରିଥାନ୍ତି । ପ୍ରତ୍ୟେକ ଗବେଷଣାରେ ଅନେକ ସମୟ ଲାଗିଥାଏ । ଏ ଭଳି ଏକ ପ୍ରୟୋଗ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହାକୁ ସବୁଠାରୁ ଧୀମା ପରୀକ୍ଷଣ ବୋଲି କୁହାଯାଇଛି । ସୋସିଆଲ ମିଡିଆରେ ଏହା…