Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏହି ଟେକ୍ନୋଲୋଜିରେ ଇସ୍ରୋକୁ ମିଳିଲା ବଡ ସଫଳତା, ମହାକାଶକୁ ମନୁଷ୍ୟ ପଠାଇବା ହେବ ସହଜ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦୀର୍ଘ ଦିନ ଧରି ଭାରତରୁ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ କାର୍ଯ୍ୟ କରିଆସୁଛି। ସମ୍ପ୍ରତି ସରକାର ଏଥିପାଇଁ ମିଶନ ୨୦୪୦ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେତେବେଳେ ଗଗନଯାନ ସାହାଯ୍ୟରେ ଭାରତ ମଣିଷକୁ ମହାକାଶକୁ ପଠାଇବାରେ ସକ୍ଷମ…

ତୁର୍କୀ ବିମାନବନ୍ଦରରେ ୨୪ ଘଣ୍ଟାରୁ ଅଧିକ ସମୟ ହେବ ଫସିରହିଛନ୍ତି ୪ଶହରୁ ଉର୍ଦ୍ଧ୍ବ ଯାତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ୪୦୦ ଯାତ୍ରୀ ଗତ ୨୪ ଘଣ୍ଟା ଧରି ଇସ୍ତାନବୁଲ ବିମାନବନ୍ଦରରେ ଅଟକି ରହିଛନ୍ତି । ଏହା ପରେ ବିମାନ ସେବା ଉତ୍ତର ଦେଇଛି ଯେ କାର୍ଯ୍ୟକ୍ଷମ କାରଣରୁ ବିମାନ ବିଳମ୍ବ ହୋଇଛି । ତେବେ ସେମାନଙ୍କୁ ଆଉ କେତେ ସମୟ ଧରି ଇସ୍ତାନବୁଲ ବିମାନବନ୍ଦରରେ ରହିବାକୁ ପଡିବ ସେ…

ହିମାଳୟର ଶୀର୍ଷରେ ଭାରତୀୟ ସେନାର ସାହସିକତା,ବଞ୍ଚାଇଲେ ଭାଲୁ ଛୁଆ ଜୀବନ

ନୂଆଦିଲ୍ଲୀ: ଆମ ଭାରତୀୟ ସେନା କେବଳ ସୀମା ରକ୍ଷା କରେ ନାହିଁ ବରଂ ଲୋକଙ୍କ ଜୀବନ ମଧ୍ୟ ରକ୍ଷା କରିଥାଏ। ସେନା ଅନେକ କଷ୍ଟଦାୟକ ଉଦ୍ଧାର କାର୍ଯ୍ୟ କରିଥାଏ | ଭାରତୀୟ ସେନାର ଏପରି ଏକ ଉଦ୍ଧାର କାର୍ଯ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଭାରତୀୟ ସୈନିକମାନେ ତୁଷାରପାତ…

ବାୟୁ ପ୍ରଦୂଷଣ ନେଲାଣି ୭୩ ଲକ୍ଷ ଜୀବନ

ନୂଆଦିଲ୍ଲୀ: ଭାରତ ଏକ ସବ୍-ଟ୍ରପିକାଲ୍ ଦେଶ । ଯାହାର ଉତ୍ତର ଭାଗରେ ସାଧରଣତଃ ନଭେମ୍ବରରୁ ଜାନୁଆରୀ ମାସ ଥଣ୍ଡା ଅନୁଭୂତ  ହୋଇଥାଏ । କେଉଁଠାରେ ଅଧିକ ଆଉ କେଉଁଠାରେ କମ୍ । ଆଉ ଥଣ୍ଡା ଆସିଲେ ସାଙ୍ଗରେ ବାୟୁ ପ୍ରଦୂଷଣ ନେଇକି ଆସେ । ସାଧରଣତଃ ବର୍ଷର ଏହି ସମୟରେ ଘନ କୁହୁଡି ସାଙ୍ଗକୁ ବାୟୁ…

ଦ୍ବାଦଶ ଜ୍ୟୋତିର୍ଲିଙ୍ଗ: ଆସନ୍ତୁ ଜାଣିବା ମହାରାଷ୍ଟ୍ରରେ ଅବସ୍ଥିତ ୩ ଜ୍ୟୋତିର୍ଲିଙ୍ଗଙ୍କ ସମ୍ବନ୍ଧରେ..

ନୂଆଦିଲ୍ଲୀ: ପୁରାଣ ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ ଦେଶରେ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଅଛନ୍ତି । ଯଦି ଆପଣ ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ମହାରାଷ୍ଟ୍ରରୁ ଯାତ୍ରା ଆରମ୍ଭ କରନ୍ତୁ | ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ ଜ୍ୟୋତିର୍ଲିଙ୍ଗ ଅଛନ୍ତି ।…

ଗିରଫ ହେଲେ ପୁଷ୍ପାରାଜ୍, ଫ୍ୟାନ୍ସଙ୍କ ଭଲପାଇବା ହେଲା କାଳ..

ମୁମ୍ବାଇ: ଗିରଫ ହେଲେ ପୁଷ୍ପାରାଜ୍ ଓରଫ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ । ହାଇଦ୍ରାବାଦ୍ ଥିଏଟରରେ ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ବିବାଦରେ ଫସିବା ପରେ ଆଜି ତାଙ୍କୁ ଗିରଫ କରିଛି ହାଇଦ୍ରାବାଦ୍ ପୋଲିସ୍ । ହାଇଦ୍ରାବାଦର ଚିକ୍କଡପଲ୍ଲୀ ପୋଲିସ ଷ୍ଟେସନର ପୋଲିସ ଅଧିକାରୀମାନେ ଆଜି ଜୁବିଲି…

ପ୍ରୟାଗରାଜରେ ମୋଦି: ଭେଟି ଦେବେ ୫୫ଶହ କୋଟିର ପ୍ରକଳ୍ପ

ଭୁବନେଶ୍ବର: ପ୍ରୟାଗରାଜରେ ପହଞ୍ଚିଲେ ମୋଦି । ଗଙ୍ଗାକୂଳରେ ପୂଜା କରି ନୈବିହାର କରିଛନ୍ତି । ମୋଦିଙ୍କ ସହ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଛନ୍ତି । ,ଥିସହିତ ସେଠାରେ ଉପସ୍ଥିତ ଥିବା ସମସ୍ତ ସାଧୁ ସନ୍ଥଙ୍କ ସହ ମଧ୍ୟ ସାକ୍ଷାତକାର କରିଛନ୍ତି ମୋଦି । ତେବେ ଆଜି ପ୍ରଧାନମନ୍ତ୍ରୀ…

ଜିନ୍ନତ୍ ପାଇଁ ଝାରଖଣ୍ଡରେ ହାଇଆଲର୍ଟ: ୧୬୩ ଧାରା ଜାରି

ଭୁବନେଶ୍ବର: ଓଡିଶା ଛାଡି ଏବେ ଝାଡଖଣ୍ଡ ଜଙ୍ଗଲରେ ବୁଲୁଛି ବାଘୁଣୀ ଜିନ୍ନତ୍ । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ୍ ଏବେ ଝାଡଖଣ୍ଡବାସୀଙ୍କ ଚିନ୍ତା ବଢାଇଛି । ସେ ଝାଡ଼ଖଣ୍ଡର ଚାକୁଳିଆ ରେଞ୍ଜର ଭାଟକୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚିଆବାନ୍ଧିର ସିଧୋ-କନହୋ ଛକ ନିକଟରେ ଏକ…

ସିଆରପିଏଫଙ୍କୁ ବଡ଼ ସଫଳତା: ଛତିଶଗଡ଼ରେ ୧୧ ମାଓବାଦୀଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ଼ ସୁକମା ପୋଲିସ ଏବଂ ସିଆରପିଏଫଙ୍କୁ ମିଳିଛି ବଡ଼ ସଫଳତା। CRPF କମା କୋମାଣ୍ଡେଣ୍ଟ ନିକଟରେ ୧୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଦକ୍ଷିଣ ବସ୍ତର ମାଓ ସଂଗଠନର ସକ୍ରିୟ ସଦସ୍ୟ ଥିଲେ ଆତ୍ମସମର୍ପଣ ମାଓବାଦୀ। ସରେଣ୍ଡେର ମାଓବାଦୀଙ୍କର ଅନେକ ମାଓ ହିଂସାକାଣ୍ଡରେ ମୂଖ୍ୟ…

ଆରବିଆଇ ସମେତ ବିଭିନ୍ନ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ରଷିଆନ୍ ଭାଷାରେ ଅଫିସିଆଲ୍ ମେଲ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ । ଏନେଇ ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଗତ ମାସରେ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଆସିଥିଲା ।…