Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି, ୧୫୦୦ କଏଦୀଙ୍କୁ ଦେଲେ ରାଜକ୍ଷମା

ନୂଆଦିଲ୍ଲୀ: କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବଡ଼ ନିଷ୍ପତ୍ତି । ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ୧୫୦୦ କଏଦୀଙ୍କୁ କ୍ଷମା କଲେ ରାଷ୍ଟ୍ରପତି । ସେହିପରି ଅପରାଧିକ ମାମଲାରେ ୩୯ ଜଣଙ୍କୁ ରାଜକ୍ଷମା ଦେଇଛନ୍ତି ରାଷ୍ଟ୍ରପତି ବାଇଡେନ୍। ମୁକ୍ତ…

ଆକ୍ସନ ମୋଡରେ ଏନଆଇଏ, ୮ ରାଜ୍ୟରେ ବଡ଼ଧରଣର ଚଢ଼ାଉ

ନୂଆଦିଲ୍ଲୀ: ଆକ୍ସନ ମୋଡରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) । ଦେଶର ୮ ରାଜ୍ୟରେ ବଡ଼ଧରଣର ଚଢ଼ାଉ କରିଛି ଏନଆଇଏ । ଆତଙ୍କୀ ସଂଗଠନ ଜୈଶ-ଏ-ଅହମ୍ମଦର ୧୯ ଠିକଣାରେ ରେଡ୍ ଆରମ୍ଭ କରିଛି ଏନଆଇଏ । ଆସାମ, ମହାରାଷ୍ଟ୍ର, ୟୁପି, ବିହାର, ପଶ୍ଚିମବଙ୍ଗ, ଜାମ୍ମୁ କାଶ୍ମୀର, ରାଜସ୍ଥାନ,…

ଭାରତରେ କମୁଛି ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା: ରିପୋର୍ଟ

ନୂଆଦିଲ୍ଲୀ: ମ୍ୟାଲେରିଆକୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ଭାରତରେ ଧୀରେ ଧୀରେ ନିୟନ୍ତ୍ରଣ ଭିତରକୁ ଆସୁଛି ମ୍ୟାଲେରିଆ । ଦେଶରେ ୬୯ ପ୍ରତିଶତକୁ ହ୍ରାସ ପାଇଛି ମ୍ୟାଲେରିଆ । ବିଶ୍ୱ ମ୍ୟାଲେରିଆ ରିପୋର୍ଟରେ ପ୍ରକାଶିତ ତଥ୍ୟରେ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ମ୍ୟାଲେରିଆ ରୋଗ…

ଅର୍ଡର ବାତିଲ କଲେ ଦେବାକୁ ପଡିବ ୨୦ଟଙ୍କା! ଭାଇରାଲ ଦାବିକୁ ନେଇ ଜବାବ ରଖିଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଦାବି କରାଯାଇଛି ଯେ ଫ୍ଲିପକାର୍ଟରେ ଅର୍ଡର ବାତିଲ କରିବା ପାଇଁ ଏବେ ଆପଣଙ୍କୁ ୨୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ଏବେ ଏହି ଇ-କମର୍ସ କମ୍ପାନୀ ଅର୍ଡର ବାତିଲ କରିବା ପାଇଁ ଫି ଆଦାୟ କରୁଛି । ପୋଷ୍ଟଟି ଭାଇରାଲ ହେବା ପରେ କିଛି…

ଘରୋଇ ହସ୍ପିଟାଲ୍‌ରେ ବଡ ଧରଣର ଅଗ୍ନିକାଣ୍ଡ, ୭ ମୃତ, ୨୦ ଆହତ

ଚେନ୍ନାଇ: ତାମିଲନାଡ଼ୁର ଏକ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ । ନିଆଁରେ ଜଳି ୭ ମୃତ, ୨୦ ଆହତ । ଗତକାଲି ବିଳମ୍ବିତ ରାତିରେ ଡିଣ୍ଡିଗୁଲର ଏକ ଅର୍ଥୋପେଡିକ୍ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ଥିବା ନେଇ ସୂଚନା ମିଳିଛି । ଖବର…

ଟ୍ରମ୍ପ ହଟାଇପାରନ୍ତି ଜନ୍ମଗତ ନାଗରିକତା ଅଧିକାର, ଭାରତ ଉପରେ ପଡିବ କି ପ୍ରଭାବ… 

ନୂଆଦିଲ୍ଲୀ: ଆମେରିକା ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦, ୨୦୨୫ରେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଆଇନଗତ ଓ ବେଆଇନ ଭାବରେ ଅନ୍ୟ ଦେଶରୁ ଆମେରିକା ଆସୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ଯାହାକି ବର୍ତ୍ତମାନ ଚିନ୍ତାର…

ମହାକୁମ୍ଭ ୨୦୨୫: ଗୁଗୁଲ ହାତରେ ରହିବ ସମସ୍ତ ନିୟନ୍ତ୍ରଣ

ପ୍ରୟାଗରାଜ: ମହାକୁମ୍ଭ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଯଦି ଏହି ଆକଳନକୁ ବିଶ୍ବାସ କରାଯାଏ, ତେବେ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ ସରକାର ସମସ୍ତ ଶ୍ରଦ୍ଧାଳୁ ଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ…

କଶ୍ମୀରର ତୁଷାରପାତର ମଜା ନେବାକୁ ଚାହୁଁଛନ୍ତି, ତେବେ ଏଠାକୁ ନିହାତି ଯାଆନ୍ତୁ..

ନୂଆଦିଲ୍ଲୀ: ଯଦି ଆପଣ ବୁଝିପାରୁ ନାହାଁନ୍ତି ଶୀତଦିନେ କେଉଁଠିକୁ ବୁଲିବାକୁ ଯିବେ, ତେବେ ଏଥର କଶ୍ମୀର ବୁଲିବାକୁ ଯୋଜନା କରନ୍ତୁ | ଏଠାରେ ଶୀତଦିନରେ ପ୍ରବଳ ତୁଷାରପାତ ହୁଏ | ନିଜର ବନ୍ଧୁ କିମ୍ବା ପରିବାର ସହିତ ତୁଷାରପାତ ଦେଖିବାକୁ ଚାହୁଁଛନ୍ତି, ତେବେ କାଶ୍ମୀର ଆପଣଙ୍କ ପାଇଁ…

କ୍ରିମ୍ ଲଗାଇବା ପରେ ବି ହେଲେନି ଗୋରା, କମ୍ପାନୀକୁ ୧୫ ଲକ୍ଷ ଫାଇନ

ନୂଆଦିଲ୍ଲୀ: କ୍ରିମ୍ ଲଗାଇବା ପରେ ବି ହେଲେନି ଗୋରା, କମ୍ପାନୀ ଦେବ ଜୋରିମାନା। ୨୦୧୩ର ଏଭଳି ଏକ ମାମଲାରେ ଦିଲ୍ଲୀର କଞ୍ଜ୍ୟୁମର କୋର୍ଟ ଇମାମି ଲିମିଟେଡ ଉପରେ ୧୫ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ଜଣେ ଯୁବକ ଗୋରା ହେବା ପାଇଁ ୭୯ ଟଙ୍କାର ଇମାମି ଫେୟାର ଏବଂ ହ୍ୟାଣ୍ଡସମ କ୍ରିମ୍…

କାବୁଲରେ ଭୟଙ୍କର ବିସ୍ଫୋରଣ; ମନ୍ତ୍ରୀ ଖଲିଲ ହକ୍କାନୀ ମୃତ

ଇସଲାମାବାଦ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଆତ୍ମଘାତୀ ବିସ୍ଫୋରଣରେ ତାଲିବାନ ସରକାରଙ୍କ ଶରଣାର୍ଥୀ ବିଭାଗର ମନ୍ତ୍ରୀ ଖଲିଲ ହକ୍କାନୀଙ୍କର ମୃତ୍ୟୁ ଘଟିଛି । ଏନେଇ ଗୃହ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ ଏହି ବିସ୍ଫୋରଣ ମନ୍ତ୍ରଣାଳୟ…