Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବେସରକାରୀ କମ୍ପାନୀଗୁଡିକର ଲାଭ ଚାରି ଗୁଣ ବୃଦ୍ଧି ପାଇଲା, କିନ୍ତୁ କର୍ମଚାରୀଙ୍କ ଦରମା ବଢୁ ନାହିଁ: ରିପୋର୍ଟ

ନୂଆଦିଲ୍ଲୀ:ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସ୍ୱଳ୍ପ ବେତନ ବର୍ତ୍ତମାନ ଦେଶର ବିକାଶ ଉପରେ ପ୍ରଭାବ ପକାଉଛି। ସମ୍ପ୍ରତି ଦେଶରେ ଆର୍ଥିକ ବିକାଶର ଚିନ୍ତାଜନକ ଆକଳନ ସାମ୍ନାକୁ ଆସିଛି । ସରକାର ଦେଶର ମନ୍ଥର ଆର୍ଥିକ ଅଭିବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜୁଲାଇ-ସେପ୍ଟେମ୍ବରରେ…

ମରିଯାଉଛି ମାନବିକତା, ବସ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ହାତରୁ କାଢି ନେଲେ ସୁନା ଚୁଡି

ମୁମ୍ବାଇ: ମୁମ୍ବାଇର କୁର୍ଲା ଠାରେ ଏକ ବସ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ଆହତମାନଙ୍କୁ ଡାକ୍ତରଖାନା ନେବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଲୋକମାନେ। ହେଲେ ଆଉ କିଛି ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ଲୁଟ୍ ଉଦ୍ଦେଶ୍ଯରେ ଘଟଣାସ୍ଥଳରେ…

ଅତୁଲଙ୍କ ପତ୍ନୀଙ୍କୁ ଚାକିରିରୁ ବାହାର କରିବାକୁ ଦାବି, ‘ଏକ୍ସ’ ହ୍ୟାଣ୍ଡେଲ ଲକ୍ କଲା ଆସେଞ୍ଚର

ବେଙ୍ଗାଲୁରୁ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବେଙ୍ଗାଲୁରୁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୀବନ ହାରିବା ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିବା ସହ ଭିଡିଓ ମଧ୍ଯ କରିଥିଲେ। ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି…

ଦିଲ୍ଲୀ କିପରି ପାଇଲା ରାଜଧାନୀର ମୁକୁଟ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସମସ୍ତେ ଜାଣନ୍ତି। ଦେଶର ସମସ୍ତ ରାଜ୍ୟରୁ ଲୋକମାନେ ଏଠାକୁ ଆସନ୍ତି, ରୁହନ୍ତି, ବୁଲାବୁଲି କରନ୍ତି। ଏହା ସହ ଏଠାରେ ବସବାସ ମଧ୍ୟ କରନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ ନଥିଲା। ୧୧୩ ବର୍ଷ ପୂର୍ବେ ୧୨ ଡିସେମ୍ବର ୧୯୧୧ରେ…

କିଛି ମିନିଟରେ ରସାୟନରୁ ପ୍ରସ୍ତୁତ ହେଉଛି କ୍ଷୀର, ଭିଡିଓ ଭାଇରାଲ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ନକଲି କ୍ଷୀର ବ୍ୟବସାୟ କରୁଥିବା ଏକ ଠକଙ୍କୁ ଧରିଛି ପୋଲିସ। ନିକଟରେ ନକଲି କ୍ଷୀର ପ୍ରସ୍ତୁତ କରିବା ଅଭିଯୋଗରେ ପୋଲିସ ବ୍ୟବସାୟୀ ଅଜୟ ଅଗ୍ରୱାଲଙ୍କ ଗୋଦାମ ଉପରେ ଚଢଉ କରି ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ କିଛି ରାସାୟନିକ ପଦାର୍ଥ ମିଶାଇ…

ମଣ୍ଡିରେ ଭୟଙ୍କର ବିସ୍ଫୋରଣ; ଗ୍ୟାସ୍ ସିଲିଣ୍ଡର ଫାଟି ୭ ଜଳିଗଲେ

ମଣ୍ଡି: ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର ନେରଚୌକରେ ଅଘଟଣ । ଗ୍ୟାସ ସିଲିଣ୍ଡର ବିସ୍ଫୋରଣର ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେତୁ ୭ ଜଣ ଲୋକ ଜଳି ଯାଇଛନ୍ତି । ସମସ୍ତ ଗୁରୁର ଆହତଙ୍କୁ ନେରଚୌକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି…

ବିବାହ ବିଚ୍ଛେଦ ଖୁସିରେ ପାର୍ଟି, ପତ୍ନୀଙ୍କ ମ୍ୟାନିକୁଇନ ସହ ଉଠାଇଲେ ଫଟୋ

ଚଣ୍ଡିଗଡ: ଆଜିକାଲି ବିବାହ ପୂର୍ବରୁ ବ୍ୟାଚେଲର ପାର୍ଟି ଏବଂ ପୋଷ୍ଟ ୱେଡିଂ ଫଟୋଗ୍ରାଫି ପ୍ରାୟ ସମସ୍ତେ କରୁଛନ୍ତି। କିନ୍ତୁ ବର୍ତ୍ତମାନ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି ଯାହା ହେଉଛି 'ଛାଡପତ୍ର' ପାର୍ଟି। ତେବେ ଏହି ଟ୍ରେଣ୍ଡ ସବୁ ପୂର୍ବରୁ ବିଦେଶରେ ପ୍ରଚଳିତ ଥିଲା କିନ୍ତୁ ବର୍ତ୍ତମାନ…

‘ଓ୍ବାନ ନେସନ୍ ଓ୍ବାନ୍ ଇଲେକ୍ସନ’କୁ କ୍ୟାବିନେଟର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: ‘ଓ୍ବାନ୍ ନେସନ ଓ୍ବାନ୍ ଇଲେକ୍ସନ’ ବା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରି ମିଳିଛି । ଖୁବ୍ ଶୀଘ୍ର ଏହା ସଂସଦର ଶୀତ କାଳୀନ ଅଧିବେଶନରେ ପାରିତ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ମୋଦି ସରକାରଙ୍କ ବହୁ କଥିତ ଗୋଟିଏ ଦେଶ ଗୋଟିଏ…

ମୋତେ ପଶୁ ପରି ନିର୍ଯ୍ୟାତନା ଦେଉଥିଲେ ଅତୁଲ, ମୁହଁ ଖୋଲିଲେ ପତ୍ନୀ

ବେଙ୍ଗାଲୁରୁ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବେଙ୍ଗାଲୁରୁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଜୀବନ ହାରିବା ପୂର୍ବରୁ ଅତୁଲ ଏକ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖିବା ସହ ଭିଡିଓ ମଧ୍ଯ କରିଥିଲେ। ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ନିର୍ଯ୍ୟାତନା ଯୋଗୁଁ ସେ ଆତ୍ମହତ୍ୟା କରୁଛନ୍ତି…

ସିଙ୍ଗାପୁରରେ ଭାରତୀୟ ନାଗରିକଙ୍କୁ ଜେଲ, ବେଆଇନ ଭାବେ ୫୮କଇଁଛକୁ ନେଇ କରୁଥିଲେ ଯାତ୍ରା

ନୂଆଦିଲ୍ଲୀ: ସିଙ୍ଗାପୁରକୁ ବେଆଇନ ଭାବେ କଇଁଛ ନେଇକି ଯାଉଥିବାରୁ ଜଣେ ଭାରତୀୟ ନାଗରିକଙ୍କୁ ଏକ ବର୍ଷ ଚାରି ମାସ ଜେଲ ଦଣ୍ଡାଦେଶ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଗଷ୍ଟରେ ଅଭିଯୁକ୍ତ ଜଣକ ୫୮ଟି ଭାରତୀୟ ଷ୍ଟାର କଇଁଛ ସହିତ ଧରାପଡିଥିଲେ। ଦ ଷ୍ଟ୍ରାଇଟ୍ସ ଟାଇମ୍ସ ରିପୋର୍ଟ ଅନୁସାରେ,…