Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆତଙ୍କୀ ଲିଙ୍କ୍ ଥିବା ନେଇ ଏକାକାଳୀନ ୫ଟି ରାଜ୍ୟରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁରୁବାର ଦିନ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ଆକ୍ସନ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା । ଏକାସାଙ୍ଗେ ଦେଶର ୫ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ଆତଙ୍କୀ ଲିଙ୍କ୍ ଥିବା ନେଇ ଏହି ସବୁ ରାଜ୍ୟର ପ୍ରାୟ ୧୯ଟି…

ଶ୍ରେଣୀ ଗୃହରେ ବସିଥିବା ବେଳେ ଚାଲିଗଲା ଛାତ୍ରୀଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁରେ ୯ମ ଶ୍ରେଣୀର ଜଣେ ଛାତ୍ରୀ କ୍ଲାସ୍ ରୁମରେ ଥିବାବେଳେ ହଠାତ୍ ତାଙ୍କର ମୃତ୍ୟୁ ହୋଇଛି। ପଢୁଥିବା ବେଳେ ଛାତ୍ର ହଠାତ୍ ଅଚେତ ହୋଇପଡ଼ିଥିଲେ। ଏହି ଘଟଣା ପରେ ସ୍କୁଲ ପ୍ରଶାସନ ତୁରନ୍ତ ଛାତ୍ରୀଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ…

ଗୁରୁଗ୍ରାମ କ୍ଲବ ବିସ୍ଫୋରଣ: ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ

ମୁମ୍ଵାଇ: ଦୁଇ ଦିନ ପୂର୍ବେ ହରିୟାଣାର ଗୁରୁଗ୍ରାମ, ସେକ୍ଟର-୨ରେ ଅବସ୍ଥିତ କ୍ଲବରେ ବିସ୍ଫୋରଣ ଘଟିଥିଲା। ଏଥିପାଇଁ ଲରେନ୍ସ ବିଷ୍ଣୋଇଙ୍କ ସହଯୋଗୀ ରୋହିତ ଗୋଦରା ଏବଂ ଗୋଲ୍ଡି ବରାର ନିଜକୁ ଦାୟୀ କରିଛନ୍ତି। ଫେସବୁକରେ ସୋସିଆଲ ମିଡିଆରେ ଏହି କଥା ପୋଷ୍ଟ କରାଯାଇଛି। ସୋସିଆଲ ମିଡିଆରେ…

ରାଜଧାନୀର ସବୁଠାରୁ ଶୀତୁଆ ସକାଳ, ତାପମାତ୍ରା ୪କୁ ଖସିଲା

ନୂଆଦିଲ୍ଲୀ: ଉତ୍ତର ଭାରତରେ ଏବେ ଶୀତର ଲହରି ଜାରି ରହିଛି । ଯେଉଁଥିରେ ରାଜଧାନୀ ଦିଲ୍ଲୀରେ ମଧ୍ୟଶୀତର ପ୍ରକୋପ ଦେଖିବାକୁ ମିଳିଛି । ଧିରେ ଧିରେ ଦିଲ୍ଲୀର ପାଣିପାଗ ବଦଳୁଥିବା ବେଳେ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସକୁ ଖସିଛି । ଯାହା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି…

ଇତିହାସ ରଚିଲେ ଏଲୋନ୍ ମସ୍କ, ହେଲେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଇତିହାସ ସୃଷ୍ଟି କରିଛନ୍ତି ସ୍ପେସ୍ଏକ୍ସ ଏବଂ ଟେସଲା ସିଇଓ ଏଲୋନ୍ ମସ୍କ l 400 ବିଲିୟନ ଡଲାର ସମ୍ପତ୍ତି ସହ ମସ୍କ ଦୁନିଆର ପ୍ରଥମ ଧନୀ ବ୍ୟକ୍ତି ହୋଇଛନ୍ତି l ଏହାପୂର୍ବରୁ, ଆଜିପର୍ଯ୍ୟନ୍ତ ଏହି ସଂଖ୍ୟାରେ କେହି ପହଞ୍ଚି ପାରିନାହାଁନ୍ତି l ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ,…

ନୂଆ ବର୍ଷ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା

ନୂଆଦିଲ୍ଲୀ: ନୂଆ ବର୍ଷରେ ଇପିଏଫ୍ଓ ସଦସ୍ୟଙ୍କ ପାଇଁ ଭଲ ଖବର। ୨୦୨୫ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ସଦସ୍ୟ ହେବେ ଉପକୃତ। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଏହାର ସୂଚନା…

ଆରଜି କର ମେଡିକାଲ ଘଟଣା, ପୀଡିତାଙ୍କ କେସ୍ ଛାଡିଲା ଓକିଲ

କୋଲକାତା: କୋଲକାତା ଆର.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କ ପରିବାର ତରଫରୁ ଲଢ଼ୁଥିବା ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭର କେସ ଛାଡିଛନ୍ତି l ସୁପ୍ରିମକୋର୍ଟ, କଲିକତା ହାଇକୋର୍ଟ ଏବଂ ସିୟାଲଦାହ ଟ୍ରାଏଲ କୋର୍ଟରୁ ନିଜ ଆଡୁ କେସ…

କାମ କରୁନି ଚାଟ୍ ଜିପିଟି: ଅଡ଼ୁଆରେ ୟୁଜର

ନୂଆଦିଲ୍ଲୀ: କାମ କରୁନି ଚାଟ୍ ଜିପିଟି । ବିଶ୍ବବ୍ୟାପୀ ଚାଟ୍ ଜିପିଟିର ସର୍ଭର ଡାଉନ୍। କଣ କରିବେ କଣ ନକରିବେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ୟୁଜର। ଚାଟ୍ ଜିପିଟି, ଲୋକପ୍ରିୟ ଓପନଏଆଇ କମ୍ପାନୀଦ୍ୱାରା ବିକଶିତ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଟ୍ ବଟ, କୌଣସି ଯାନ୍ତ୍ରିକ…

ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା: ଫେରାର ହେଲେ ପତ୍ନୀ ନିକିତାଙ୍କ ମାଆ ଓ ଭାଇ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ରଖିଛି। ଏହି ଘଟଣାରେ ଏବେ ନୂଆ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ଭିଡିଓରେ ଅଭିଯୁକ୍ତ ପତ୍ନୀ ନିକିତାଙ୍କ ମାଆ ଏବଂ ଭାଇ ଘରେ ତଲା ପକାଇ ଲୁଚିଛୋପି ଫେରାର ହୋଇଯାଇଛନ୍ତି। ସେମାନେ ଘରୁ…

ବୋରୱେଲ୍ ଟ୍ରାଜେଡି, ଜୀବନ ଯୁଦ୍ଧରେ ହାରିଗଲା ୫ ବର୍ଷିୟ ଆର୍ଯ୍ୟନ୍

ଦୌସା: ଜୀବନ ଯୁଦ୍ଧରେ ହାରି ଗଲା କୁନି ପୁଅ ଆର୍ଯ୍ୟନ୍ । ୫୭ ଘଣ୍ଟାର ଅପରେସନ୍ ପରେ ବି ବଞ୍ଚାଇ ହେଲାନି ୫ ବର୍ଷର ନାବାଳକକୁ। ରାଜସ୍ଥାନ ଦୌସା ସ୍ଥିତ କାଲିଖଡ଼ ଗାଁରେ ୫ ବର୍ଷୀୟ ଆର୍ଯ୍ୟନ୍ ଖେଳୁ ଖେଳୁ ପରିତ୍ୟକ୍ତ ବୋରୱେଲ୍ ଗାତରେ ଖସି ପଡ଼ିଥିଲା। ସୂଚନା ଅନୁସାରେ, ରାଜସ୍ଥାନ ଦୌସା…