Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏକ୍ସଏଆଇ : ଏଲୋନ୍ ମସ୍କ ଲଞ୍ଚ କଲେ ଅରୋରା, ସହଜରେ ତିଆରି ହେବ ଏଆଇ ପ୍ରତିଛବି

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ଅରୋରାକୁ ଲଞ୍ଚ କରିଛି । ଯାହାକି କମ୍ପାନୀର ଏଆଇ ପ୍ରତିଛବି ଜେନେରେଟର ଟୁଲ୍ ଅଟେ | ରିପୋର୍ଟ ଅନୁସାରେ, ଅରୋରା ନିକଟରେ ଲାଇଭ୍ ହୋଇଥିଲା କିନ୍ତୁ ପରେ କମ୍ପାନୀ ଏହାକୁ ଡାଉନ କରିଥିଲା । ଏବେ ପୁନର୍ବାର ଏହାକୁ ଲଞ୍ଚ କରିଦିଆଯାଇଛି | ଅରୋରା…

ପିଏମ ମୋଦିଙ୍କୁ ଭେଟିଲେ କପୁର ପରିବାର, ପାଳନ ହେବ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ

ନୂଆଦିଲ୍ଲୀ:ରାଜ କପୁରଙ୍କ ପରିବାର ଗତ ମଙ୍ଗଳବାର ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। କପୁର ପରିବାର ତାଙ୍କୁ ରାଜ କପୁର ଫିଲ୍ମ ଫେଷ୍ଟିଭାଲକୁ ନିମନ୍ତ୍ରଣ କରିଥିଲେ। ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମବାର୍ଷିକୀରେ ରାଜ କପୁର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ ହେବ |…

“ଯୁବପିଢିଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ”

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନାଡ୍ଡା ଡିସେମ୍ବର ୧୦ ମଙ୍ଗଳବାର ଦିନ ରାଜ୍ୟସଭାକୁ କହିଛନ୍ତି ଯେ ଯୁବପିଢିଙ୍କ ଆକସ୍ମିକ ମୃତ୍ୟୁ ପାଇଁ କରୋନା ଟିକା ଦାୟୀ ନୁହେଁ। ଏହାକୁ ନେଇ ସେ ସଂସଦରେ ସ୍ପଷ୍ଟିକରଣ ରଖିଛନ୍ତି। ସେ କହିଛନ୍ତି ଯେ କୋଭିଡ ଟିକା ସହିତ ଯୁବପିଢିଙ୍କ ମୃତ୍ୟୁର…

ଡିସେମ୍ବର ୧୪ରେ ପୁଣି ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ

ନୂଆଦିଲ୍ଲୀ: ଶମ୍ଭୁ ସୀମାରୁ ଦିଲ୍ଲୀ କୋଚ କରିବେ ଆନ୍ଦୋଳନରତ ଚାଷୀ । ୧୪ ତାରିଖରେ ପୁଣି ଚାଷୀଙ୍କର ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେବ। ୧୪ ତାରିଖରେ ଚାଷୀ କରିବେ ବିଶାଳ ସମାବେଶ । ଶମ୍ଭୁସୀମାରେ ଏକାଠି ହେବେ ଶହ ଶହ ଚାଷୀ । ଆଜିର ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶମ୍ଭୁ ଓ ଟିକରୀ…

ଟ୍ରେଣ୍ଡ କରୁଛି ‘ହ୍ୟାସଟ୍ୟାଗ ମେନଠୁ’: କାହିଁକି ଆତ୍ମହତ୍ୟା କଲେ ଯୁବ ଇଞ୍ଜିନିୟର?

ବେଙ୍ଗାଲୁରୁ: ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ବର୍ତ୍ତମାନ ଚର୍ଚ୍ଚାରେ। ସେ ଗତ ସୋମବାର ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ। ଯଦିଓ ଏହିପରି ଆତ୍ମହତ୍ୟା ମାମଲା ପ୍ରତିଦିନ ଘଟୁଛି, କିନ୍ତୁ ଏହି ମାମଲା ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ସୋସିଆଲ…

ବିଦ୍ରୋହ ନିଆଁରେ ଜଳୁଛି ସିରିଆ: ୭୫ ଭାରତୀୟ ସୁରକ୍ଷିତ ସ୍ଥାନାନ୍ତର

ନୂଆଦିଲ୍ଲୀ: ସିରିଆର ଶକ୍ତି ବର୍ତ୍ତମାନ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରଣରେ ଅଛି। ବିଦ୍ରୋହୀମାନେ ଅଧିକୃତ ହୋଇଥିଲେ ମଧ୍ୟ ଅନେକ ସ୍ଥାନରେ ବିସ୍ଫୋରଣ ଘଟୁଛି। ଆକ୍ରମଣ ହେଉଛି। ସରକାରୀ ଅଟ୍ଟାଳିକା ପୋଡି ଦିଆଯାଉଛି। ଲୁଟ୍ କରାଯାଉଛି। ଏହି ସମୟରେ ଭାରତ ୭୫ଜଣ ଭାରତୀୟ ନାଗରିକଙ୍କୁ ସିରିଆରୁ…

୧୯୫୨ ମସିହା ପରେ ଦେଶର ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବାକୁ ନୋଟିସ୍

ନୂଆଦିଲ୍ଲୀ: ୧୯୫୨ ମସିହା ପରେ ଦେଶର ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଉପରାଷ୍ଟ୍ରପତିଙ୍କୁ ହଟାଇବା ପାଇଁ ବିରୋଧୀ ଇଣ୍ଡିଆ ମେଂଟ ପକ୍ଷରୁ ମଙ୍ଗଳବାର ନୋଟିସ୍ ଜାରି କରାଯାଇଛି। ଯଦି ଏହି ପ୍ରସ୍ତାବ ଉପସ୍ଥାପିତ ହୁଏ, ତେବେ ଏହାକୁ ପାରିତ…

କାହିଁକି ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ଜୟରାମ ରମେଶ ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ବିରୋଧୀ ଏହାକୁ ଆଗତ କରିଛି। କଂଗ୍ରେସ ନେତା ଜୟରାମ ରମେଶ ମଙ୍ଗଳବାର କହିଛନ୍ତି ଯେ ରାଜ୍ୟସଭା ମହାସଚିବଙ୍କ ନିକଟରେ ସଂକଳ୍ପ ଦାଖଲ କରାଯାଇଛି। ବିରୋଧୀ ଦଳମାନେ…

୭୮ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ତଟରକ୍ଷୀ ବାହିନୀ

ଭୁବନେଶ୍ଵର: ଭାରତ-ବାଂଲାଦେଶ ମଧ୍ୟରେ ଚାଲିଛି ତିକ୍ତତା। ବିଭିନ୍ନ କାରଣକୁ ନେଇ ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ, ସୁଧାର ଆଣିବା ପାଇଁ କରାଯାଉଛି ଉଦ୍ୟମ। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ଜବତ ହୋଇଛି ୨ଟି ବାଂଲାଦେଶୀ ମାଛଧରା ଟ୍ରଲର। ଦୁଇ ଟ୍ରଲର ସହ  ୭୮…

କାନାଡାରୁ ଆସିଥିବା ଧମକପୂର୍ଣ୍ଣ ମେଲରେ ଓଡ଼ିଶା ଲିଙ୍କ ନାହିଁ: ସ୍ପଷ୍ଟ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ବର: ୩ ଦିନିଆ ପୋଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀ ପୂର୍ବରୁ ଓ ସମ୍ମିଳନୀ ସମୟରେ ଧମକପୂର୍ଣ୍ଣ ମେଲ ଆସିଥିଲା। ଲୋକସେବା ଭବନରେ ଗତମାସ ୨୯ ତାରିଖ ଠାରୁ ଡିସେମ୍ବର ୧ ତାରିଖ ଯାଏଁ ଆୟୋଜିତ ସମ୍ମିଳନୀ ସମୟରେ ଏହି ଧମକପୂର୍ଣ୍ଣ ମେଲ୍‌ କାନାଡା…