Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଥମ ଥର କୁମ୍ଭ ମେଳାରେ ଏତେ ଲୋକ, ୧୪୪ ବର୍ଷ ପରେ ହେଉଛି ପାଳନ

ଲକ୍ଷ୍ନୌ : ମକର ସଂକ୍ରାନ୍ତି ଅବସରରେ ପ୍ରୟାଗରାଜରେ ହୋଇଛି ପ୍ରଥମ ଅମୃତ ବା ସାହି ସ୍ନାନ। ଅପରାହ୍ଣ ସୁଦ୍ଧା ପ୍ରାୟ ଅଢ଼େଇ କୋଟି ସାଧୁସନ୍ଥ କୁମ୍ଭମେଳାରେ ବୁଡ଼ ପକାଇଛନ୍ତି । ଖାଲି ସନାତନୀ ହିନ୍ଦୁ ନୁହନ୍ତି, ବହୁ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ସଂଗମରେ ସ୍ନାନ କରି ପାଇଛନ୍ତି ଅନନ୍ୟ ଅନୁଭବ।…

ଦିଲ୍ଲୀ ରାଜନୀତିରେ ନୂଆ ଟ୍ୱିଷ୍ଟ, କଂଗ୍ରେସ ବଦଳରେ ବିଜେପି ଦେଲା ଜବାବ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଥମ ରାଲି କରି କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ କରିଦେଲେ ରାହୁଲ ଗାନ୍ଧି । ଆପ୍ ଏବଂ ବିଜେପି ବିରୋଧରେ ପ୍ରବଳ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଗୋଟିଏ ପଲାରେ ତଉଲିଛନ୍ତି ରାହୁଲ। ଏବେ…

ସ୍ରାଏଲ୍ ଓ ହାମାସ୍ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ଦୁଇ ଦେଶ ପାଇଁ ଆସିବ ଭଲ ଖବର

ନୂଆଦିଲ୍ଲୀ: ଖୁବ ଶୀଘ୍ର ଇସ୍ରାଏଲ୍ ଓ ହାମାସ୍ ଯୁଦ୍ଧରେ ଲାଗିପାରେ ବିରାମ । ଖୁବ ଶୀଘ୍ର ହୋଇପାରେ ଯୁଦ୍ଧବିରତି ବୁଝାମଣା । ଯେତେଦୂର ଆଶା ଆସନ୍ତା ସପ୍ତାହରେ ଏହି ସଫଳତା ମିଳିପାରେ । ଯଦି ଯୁଦ୍ଧବିରତି ବୁଝାମଣା ହୁଏ, ତେବେ ହାମାସ୍ ବନ୍ଧକ ରଖିଥିବା ୩୩ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ…

ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟରେ ସିଝା ମକା ଦାମ୍ ୫୦୦, ରାଗିଲେ ୟୁଜର୍ସ

ହାଇଦ୍ରାବାଦ: ବିରାଟ କୋହଲି ଜଣେ କ୍ରିକେଟର ହେବା ସଙ୍ଗେସଙ୍ଗେ ଅନେକ ବ୍ରାଣ୍ଡର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି। ଏହା ସହିତ ସେ ମଧ୍ଯ ଅନେକ କମ୍ପାନୀର ମାଲିକ। ହାଇଦ୍ରାବାଦରେ ବିରାଟଙ୍କ ଏକ ରେଷ୍ଟୁରାଣ୍ଟ ରହିଛି। ସେଠାକୁ ଜଣେ ମହିଳା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ସୋସିଆଲ…

ଜାମିନ ପାଇଁ ସୁପ୍ରିମକୋର୍ଟରେ ପୂଜା ଖେଡକର…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ନିଲମ୍ବିତ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକର ଅନ୍ତରିଣ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ସେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ହାଜର ହୋଇଛନ୍ତି। କାରଣ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା…

ଧରାପଡିଲା ୪୦୦ ସ୍କୁଲକୁ ବୋମା ଧମକ ଦେଉଥିବା ବ୍ୟକ୍ତି, ଗଭୀର ଷଡଯନ୍ତ୍ର କରୁଥିବା ସନ୍ଦେହ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦିଲ୍ଲୀର ପ୍ରାୟ ସମସ୍ତ ସ୍କୁଲକୁ ବୋମା ଧମକ ଆସୁଥିଲା। ତେବେ ଏହି ଘଟଣାରେ ଦିଲ୍ଲୀ ପୋଲିସ ଜଣେ ଛାତ୍ରଙ୍କୁ ଗିରଫ କରିଛି। ଏହି ଘଟଣା ପଛରେ କେହି ବଡ ବ୍ୟକ୍ତି ନୁହେଁ ବରଂ ଜଣେ ଛାତ୍ର ଥିଲା। ତେବେ ଦିଲ୍ଲୀ ପୋଲିସ ମଙ୍ଗଳବାର ଦିନ କହିଛି ଯେ ବୋମା ଧମକ ପଠାଇବା…

ଅଡୁଆରେ ଫେସବୁକ ସଂସ୍ଥାପକ, ମେଟାକୁ ସମନ କରିବ ସଂସଦୀୟ କମିଟି

ନୂଆଦିଲ୍ଲୀ: ଭାରତର ନିର୍ବାଚନ ଫଳାଫଳ ଉପରେ ମେଟା ସିଇଓ ମାର୍କ ଜୁକରବର୍ଗ ବିବାଦୀୟ ବୟାନ ଦେଇଥିଲେ। ଏହାପରେ ଅଡୁଆରେ ଫେସବୁକ ସଂସ୍ଥାପକ। ମାର୍କଙ୍କ ଭୁଲ ବୟାନ ଦେବାର କିଛି ଦିନ ପରେ, ସଂସଦୀୟ କମିଟି କହିଛି ଯେ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମର ଅଧିକାରୀମାନଙ୍କୁ ସମନ କରିବ। ଏନେଇ ସଂସଦର…

ଦିଲ୍ଲୀରେ ରାହୁଲଙ୍କ ଏଣ୍ଟ୍ରି…କଂଗ୍ରେସକୁ କେତେ ଫାଇଦା?

ନୂଆଦିଲ୍ଲୀ: କମ୍ପୁଛି ଦିଲ୍ଲୀ ପ୍ରଚାର ମଇଦାନ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମୁହାଁମୁହିଁ। ଦିଲ୍ଲୀ ଦଙ୍ଗଲରେ ଏଣ୍ଟ୍ରି ମାରିଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧୀ । ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀରେ କଂଗ୍ରେସକୁ କେତେ ଫାଇଦା ଦେବ ରାହୁଲଙ୍କ କ୍ୟାମ୍ପେନିଂ?…

ଏଲଓସି ନିକଟରେ ଲାଣ୍ଡମାଇନ୍ ବିସ୍ଫୋରଣ, ୬ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ରାଜୌରୀର ନୌଶେରା ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଏକ ଲ୍ୟାଣ୍ଡ ମାଇନ୍ ବ୍ଲାଷ୍ଟ ହୋଇଛି । ଏଥିରେ ଅତି କମରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଆହତ ସମସ୍ତ ଯବାନମାନଙ୍କୁ ଚିକିତ୍ସା ପାଇଁ ରାଜୌରୀର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ…

ମହାକୁମ୍ଭର ସୁନ୍ଦରୀ ସାଧ୍ବୀ ହର୍ଷା ରିଚାରିଆ, ପୂର୍ବରୁ କରୁଥିଲେ ଏହି କାମ… 

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଏହାରି ମଧ୍ୟରେ ଜଣେ ସାଧ୍ବୀ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଗ୍ଲାମର ଯୋଗୁଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଏହି ସାଧ୍ୱୀଙ୍କ ନାମ ହେଉଛି ହର୍ଷା ରିଚାରିଆ। ପ୍ରାୟ ଦୁଇ ବର୍ଷ ପୂର୍ବେ…