Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡ଼ିଆ ଯୁବତୀଙ୍କୁ ଦିଲ୍ଲୀରେ ଦୁଷ୍କର୍ମ: ୨୧ ଦିନ ଭିତରେ ବ୍ଲାଇଣ୍ଡ କେସ୍‌ର କିପରି ହେଲା ପର୍ଦ୍ଦାଫାସ?

ଭୁବନେଶ୍ୱର/ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ତିନିଜଣ ଅପରାଧୀଙ୍କୁ ପୁଲିସ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କବାଡି ହୋଇଥିବାବେଳେ ଜଣେ ଭିକ ମାଗନ୍ତି ଏବଂ ତୃତୀୟ ଅଭିଯୁକ୍ତ ଏକ ଅଟୋ ଚଳାନ୍ତି। ତେବେ ସବୁଠୁ ବଡ଼ କଥା ହେଉଛି ୨୧ ଦିନ ଭିତରେ ଏହି…

ଆତଙ୍କବାଦୀଙ୍କ ବିରୋଧରେ ବଡ ଅପରେସନ: ୮ ଦିନରେ ୭ ଆତଙ୍କୀ ନିହତ

ଶ୍ରୀନଗର: ନିକଟରେ ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ସୁରକ୍ଷା ବାହିନୀ ଆତଙ୍କୀ ବିରୋଧରେ ଏକ ବ୍ୟାପକ ଅପରେସନ୍ ଆରମ୍ଭ କରିଛନ୍ତି। ଗତ ୮ ଦିନ ମଧ୍ୟରେ ୫ଟି ସଫଳ ଅପରେସନରେ ୭ଟି ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଏଥିରେ ୪ଟି ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ।…

ପାହାଡୀ ନିଆଁରେ ଛାରଖାର ହେବାକୁ ବସିଲାଣି ଦକ୍ଷିଣ କାଲିଫର୍ଣ୍ଣିଆ: ପାଉଁଶ ଶତାଧିକ ଘର

ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ଗତ ବୁଧବାର ପାହାଡରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଯାହା ପବନ ଦ୍ବାରା ଆହୁରି ଅଧିକ ମାଡୁଥିବା ବେଳେ ପୂରା ଦକ୍ଷିଣ କାଲିଫର୍ଣ୍ଣିଆକୁ ନିଜ ଅକ୍ତିଆରକୁ କରିନେଲାଣି । ଏଯାବତ ୧୩୨ଟି ଘର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ବେଳେ ପାଖାପାଖି…

କ୍ବେଟା ରେଳ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ, ୨୦ରୁ ଉର୍ଦ୍ଧ୍ବ ମୃତ, ୩୦ ଆହତ

ବଲୁଚିସ୍ତାନ: ପାକିସ୍ତାନର ଉତ୍ତର-ପଶ୍ଚିମ ବଲୁଚିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ବିସ୍ଫୋରଣରେ ୩୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଆଗକୁ ଏହି ମୃତ୍ୟୁ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ମୃତ, ୧୭ ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ଫିରୋଜାବାଦରେ ଏହି ସଡକ ଦୁର୍ଘଟଣା ଘଟିଛି। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ’ରେ ଟ୍ରକ-ବସ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି।…

ନିର୍ବାଚନ ବେଳେ ଆଇଟିର ବଡ଼ କାର୍ଯ୍ୟାନୁଷ୍ଠାନ, ସୋରେନଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ରେଡ୍

ରାଞ୍ଚି: ଖୁବ୍ ଶୀଘ୍ର ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ଋତୁରେ ଆୟକର ବିଭାଗ ରାଞ୍ଚି ଏବଂ ଜାମସେଦପୁରର ଅନେକ ସ୍ଥାନ ଉପରେ ଚଢାଉ କରିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟକ୍ତିଗତ ପରାମର୍ଶଦାତାଙ୍କ ଘରେ ମଧ୍ୟ ଚଢାଉ କରାଯାଇଛି। ଆଇଟି…

ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍ ଲାଇନଚ୍ୟୁତ

କୋଲକାତା: ପୁଣି ଦୁର୍ଘଟଣା ହେଲା ଟ୍ରେନ୍ । ଶନିବାର ସକାଳୁ ସାଲିମାର-ସିକନ୍ଦରାବାଦ ସ୍ପେଶାଲ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଟ୍ରେନ ନମ୍ବର ହେଉଛି ୨୨୮୫୦ । ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ହାଓ୍ୱାଡା ନାଲପୁର ଷ୍ଟେସନ ନିକଟରେ ଏହି ଘଟଣା ଘଟିଛି । ଏଥିରେ ୧୫ ଜଣ…

ରିଟାୟରମେଣ୍ଟ ପରେ କେଉଁ ପଦବୀକୁ ଯିବେ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ ?

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ସୁପ୍ରିମକୋର୍ଟରେ ଶୁକ୍ରବାର ଥିଲା ଶେଷ କାର୍ଯ୍ୟଦିବସ। ସେ ନଭେମ୍ବର ୧୦ ତାରିଖରେ ରିଟାୟର ହେବେ। ଏଣୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ନିମନ୍ତେ କୋର୍ଟରେ ଆଜି ଏକ ବେଞ୍ଚ ବସିବା ସହ ଲାଇଭ ଷ୍ଟ୍ରିମିଂ ମଧ୍ୟ କରାଯାଇଛି।…

ମହାରାଷ୍ଟ୍ର ନିର୍ବାଚନ: ମହିଳାଙ୍କ ବିରୋଧରେ ଆପତ୍ତିଜନତ ଟିପ୍ପଣୀରେ ସିଇସିଙ୍କ ଚେତାବନୀ

ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନୀ ପ୍ରଚାରରେ ମହିଳାଙ୍କ ଉପରେ ଅପମାନଜନକ ଟିପ୍ପଣୀକୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ନିନ୍ଦା କରିଛନ୍ତି। ଏପରି ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ରାଜୀବ…

ବିଦାୟୀ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ହେଲେ ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ ରବିବାର ଦିନ ପଦରୁ ଅବସର ନେବେ। କିନ୍ତୁ ଶନିବାର ଏବଂ ରବିବାର କୋର୍ଟ ଛୁଟି ହେବ। ଯାହାଫଳରେ ଆଜି ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏପରିକି ଆଜି ତାଙ୍କ ସମ୍ମାନାର୍ଥେ ଏକ ବିଦାୟ ସମାରୋହ ମଧ୍ଯ ଆୟୋଜିତ…