Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି: ଏହି ରାଜ୍ୟରେ ଗୋମାଂସ ବ୍ୟାନ

ଗୌହାଟୀ: ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ଗୋ ମାଂସ ଉପରେ ଲାଗିଲା ରୋକ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଏନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି, କୌଣସି ବି ରେଷ୍ଟୁରାଣ୍ଟ କିମ୍ବା ହୋଟେଲ୍‌ରେ ଗୋ ମାଂସ ବିକ୍ରି କରାଯାଇ ପାରିବ ନାହିଁ। ଏହାସହ କୌଣସି ସାର୍ବଜନୀନ…

ଶପଥ ନେବେ ଦେବେନ୍ଦ୍ର ଫଡ୍‌ନାବିସ୍‌, ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ୍‌ନାବିସ୍‌ । ମୁମ୍ବାଇର ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ସମାରୋହ । ମହାରାଷ୍ଟ୍ରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବା ନେଇ ସୂଚନା ମିଳିଛି । ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କ ଶପଥ ଉତ୍ସବରେ ଯୋଗ ଦେବେ…

ଆଜି ଉତକ୍ଷେପଣ ହେବ ପ୍ରୋବା-୩, ଏହି କାରଣରୁ ଘୁଞ୍ଚିଥିଲା ଲଞ୍ଚ ତାରିଖ

ନୂଆଦିଲ୍ଲୀ: ଆଜି ଲଞ୍ଚ ହେବ ପ୍ରୋବା-୩ ମିଶନ । ଅପରାହ୍ନ ୪ଟା ୧୨ ମିନିଟ୍‌ରେ ଇସ୍ରୋ ପିଏସଏଲଭି -ସି ୫୯ ରକେଟ୍‌ରୁ ଏହା ଲଞ୍ଚ ହେବ। ତେବେ ଗତକାଲି ଅପରାହ୍ନ ୪ଟା ୦୬ ମିନିଟ୍‌ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ୍‌ ସେଣ୍ଟରରୁ ଏହି ସାଟେଲାଇଟ୍‌କୁ ଲଞ୍ଚ ହେବାର ଥିଲା।…

କୋଭିଡ୍, ମଙ୍କିପକ୍ସ ଓ ମାରବର୍ଗ : କେଉଁଟି ଅଧିକ ଭୟଙ୍କର ?

ନୂଆଦିଲ୍ଲୀ: ଆଫ୍ରିକାରେ ଦ୍ରୁତଗତିରେ ବଢିବାରେ ଲାଗିଛି ମାରବର୍ଗ ଭାଇରସ ସଂଖ୍ୟା। ଏହି ଭାଇରସ କାରଣରୁ ଶରୀରର ବିଭିନ୍ନ ଅଙ୍ଗରୁ ରକ୍ତସ୍ରାବ ହେବାର ଦେଖିବାକୁ ମିଳୁଛି। ଏହି କାରଣରୁ ମଧ୍ୟ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା। ଏହି ଭାଇରସ କାରଣରୁ କିଛି ଲୋକଙ୍କ ପାଖରେ ଗମ୍ଭୀର ସମସ୍ୟା…

ଲଣ୍ଡନରେ ପଢା ସରିବା ପରେ ସାରାଙ୍କ କାନ୍ଧରେ ବଡ ଦାୟିତ୍ବ, ସଚିନ ଜଣାଇଲେ ଅଭିନନ୍ଦନ

ମୁମ୍ବାଇ:ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ବିଶେଷ ଘୋଷଣା କରିଛନ୍ତି। ସଚିନ ତାଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନିର୍ଦ୍ଦେଶକ ଭାବରେ ସଚିନ ତେନ୍ଦୁଲକର ଫାଉଣ୍ଡେସନରେ ଯୋଗ ଦେଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ…

ନୌସେନା ଦିବସ ପାଳନ ପଛର କାହାଣୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହୁଏ ଭାରତୀୟ ନୌସେନା ଦିବସ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ହୋଇଥିଲା ଅପରେସନ ଟ୍ରାଇଡେଣ୍ଟ। ଏହାର ସଫଳତା ସ୍ମୃତିରେ ପାଳନ ହଏ ନୌସେନା ଦିବସ। ଅପରେସନ ଟ୍ରାଇଡେଣ୍ଟରେ ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟରେ ପ୍ରଥମେ ଆଣ୍ଟି -ସିପ ମିସାଇଲ…

କାରରେ ପତ୍ନୀଙ୍କ ସହ ଅନ୍ୟ ବ୍ୟକ୍ତିଙ୍କୁ ଦେଖି ନିଆଁ ଲଗାଇଦେଲେ ସ୍ବାମୀ

ଥିରୁଅନନ୍ତପୁରମ: କେରଳରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ କାରରେ ଦେଖିବା ପରେ ରାଗିଯାଇ କାରରେ ନିଆଁ ଲଗାଇ ଦେଇଥିଲେ। ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସାଙ୍ଗକୁ ଡାକ୍ତରଖାନାରେ ଭର୍ତ୍ତି…

ଚୀନରେ ମିଳିଲା ବଡ଼ ମୁଣ୍ଡ ବିଶିଷ୍ଟ ରହସ୍ୟମୟ ପ୍ରାଚୀନ ମଣିଷ ପ୍ରଜାତି

ନୂଆଦିଲ୍ଲୀ: ଚୀନରେ ମିଳିଲା ମାନବଙ୍କ ନୂଆ ପ୍ରଜାତି । ସେମାନେ ୩ଲକ୍ଷରୁ ୫ହଜାର ବର୍ଷ ପୂର୍ବେ ଏହି ପୃଥିବୀରେ ବସବାସ କରୁଥିଲେ । ସେମାନଙ୍କ ମୁଣ୍ଡ ବହୁତ ବଡ ଥିଲା । ଏହି ମାନବ ପ୍ରଜାପତିଙ୍କ ନାଁ ହେଲା 'ହୋମୋ ଜୁଲୁଏନସିସି' , ଏହାର ଅର୍ଥ ବଡ ମୁଣ୍ଡ । ଆମେମାନେ ହୋମୋ ସାପିଅନ୍ ପ୍ରଜାତି…

ସଡକରୁ ସଂସଦ…ସମ୍ଭଲ ତାତି

ନୂଆଦିଲ୍ଲୀ: ଥମୁନି ସମ୍ଭଲ ହିଂସା ତାତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିଲେ । ତେବେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ବଲ ଯିବାକୁ ଅନୁମତି ଦେଇନଥିଲା । ଫଳରେ ରାହୁଲ, ପ୍ରିୟଙ୍କା,…

କାହିଁକି ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଛିଲା ବିଜେପି?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରିଲା ସିଏମ୍ ସସପେନ୍ସ । ଆସନ୍ତାକାଲି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ। ବିଜେପି ବିଧାୟକ ଦଳ ବୈଠକରେ ଫଡନାବିସଙ୍କ ନାଁରେ ମୋହର ଲାଗିଛି । ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ପଦ…