Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାମ୍ବାଦିକଙ୍କ ଫୋନ କାହିଁକି ଛଡ଼ାଇଲେ ରାଜପାଲ ଯାଦବ… 

ମୁମ୍ବାଇ: କମେଡିଆନ ରାଜପାଲ ଯାଦବ ନିଜ ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାଇଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯିବେ। ରାଜପାଲ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଅଭିନେତା…

ନଭେମ୍ବର ୯ରେ ୫ ଘଣ୍ଟା ପାଇଁ ବନ୍ଦ ରହିବ କେରଳ ବିମାନବନ୍ଦର

ଥିରୁବନନ୍ତପୁରମ୍: ନଭେମ୍ବର ୯ ରେ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ। ୧୯୩୨ ମସିହାରୁ ଏହି ନିୟମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଦୁଇଥର ଏଠାରେ ବିମାନ ଚଳାଚଳ ବନ୍ଦ ହୋଇଥାଏ। ଏହି ସମୟ ମଧ୍ୟରେ ମନ୍ଦିର ପକ୍ଷରୁ ଏକ ଶୋଭାଯାତ୍ରା ରନୱେ ଦେଇଯାଇଥାଏ। ତେବେ…

ଅମୃତସର-ହାୱଡା ଟ୍ରେନରେ ବିସ୍ଫୋରଣ, ଚଳନ୍ତା ଗାଡିରୁ ଡେଇଁ ପଡିଲେ ଯାତ୍ରୀ

ଫତେହଗଡ: ପଞ୍ଜାବର ଫତେହଗଡ ସାହିବରେ ଅମୃତସର-ହାୱଡା ଟ୍ରେନରେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ଅମୃତସରରୁ ହାୱଡା ଅଭିମୁଖେ ଯାଉଥିବା ଏକ ଟ୍ରେନର କୋଚରେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଶୁଣି ଲୋକମାନେ…

ଝାଡଖଣ୍ଡରେ ବିଜେପିର ଇସ୍ତାହାର: ‘ମାଗଣା ସିଲିଣ୍ଡର’ କୁ ‘ଗୋଗୋ ଦିଦି’ ଭାରି ପଡିପାରେ…

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଏହାରି ଭିତରେ ବିଜେପି ତାର ମାଷ୍ଟର କାର୍ଡ ତଥା ଝାଡ଼ଖଣ୍ଡ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି । ରାଞ୍ଚିରେ…

‘୧୦ ଦିନ ଭିତରେ ଇସ୍ତଫା ଦିଅ ନଚେତ୍…’ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଏଭଳି ଧମକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ। ମୁମ୍ବାଇ ପୁଲିସକୁ ଆସିଲା ଧମକପୂର୍ଣ୍ଣ ମେସେଜ୍। ୧୦ ଦିନ ଭିତରେ ଇସ୍ତଫା ଦେବାକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି।…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ମଇଳା ପାଣି ଢାଳିଲେ ସାଂସଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ସାଂସଦ ସ୍ୱାତୀ ମାଲିୱାଲ ଶନିବାର ଦ୍ୱାରକା ଯାଇଥିଲେ। ସେଠାରେ ଲୋକଙ୍କୁ ମଇଳା ପାଣି ଯୋଗାଇ ଦିଆଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସ୍ୱାତୀ ସେଠାରୁ ମଇଳା ପାଣି ନେଇ ମୁଖ୍ୟମନ୍ତ୍ରୀ ଅତିଷୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।…

କାହିଁକି ୧୯ ଭାରତୀୟ କମ୍ପାନୀ ଉପରେ କଟକଣା ଜାରି କଲା ଆମେରିକା ?

ନୂଆଦିଲ୍ଲୀ: ୧୯ ଭାରତୀୟ କମ୍ପାନୀ ଉପରେ କଟକଣା ଜାରି କଲା ଆମେରିକା। ୟୁକ୍ରେନ୍‌ ବିରୋଧରେ ଋଷିଆ ଚଳାଇଥିବା ଯୁଦ୍ଧରେ ଆଧୁନିକ ପ୍ରଯୁକ୍ତି ଓ ଉପକରଣ ସହାୟତା ଯୋଗାଉଥିବା ୧୯ ଭାରତୀୟ କମ୍ପାନୀ ବିରୋଧରେ ଆମେରିକା କଟକଣା ଲଗାଇଛି। ଭାରତୀୟ କମ୍ପାନୀ ସମେତ ବିଶ୍ୱର ପ୍ରାୟ ୪୦୦ ସଂସ୍ଥା ଏବଂ…

ପୋଖରୀକୁ ଓଲଟିଲା ଏସୟୁଭି, ଚାଲିଗଲା ୬ଜଣଙ୍କ ଜୀବନ

ରାୟପୁର: ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଖରୀକୁ ଓଲଟିଲା ଏସୟୁଭି । ଘଟଣାସ୍ଥଳରେ ମହିଳା ସମେତ ୬ ଜଣଙ୍କର ମୃତ୍ୟୁ । ଛତିଶଗଡର ବଳରାମପୁର ଜିଲ୍ଲାରେ ଘଟିଛି ଏହି ଅଘଟଣ । ଦୁ୍ର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ…

ବନ୍ଦ ହେଲା କେଦାରନାଥ ପୀଠ କପାଟ, ୬ ମାସ ଯାଏଁ ଦର୍ଶନ କରିପାରିବେନି ଭକ୍ତ

ଡେରାଡୁନ: ଶୀତକୁ ଦୃଷ୍ଟିରେ ରଖି ଆଜିଠୁ ୬ମାସ ପାଇଁ ବନ୍ଦ ରହିବ କେଦାରନାଥ ଧାମ । ଶୀତ ଋତୁ ପାଇଁ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ପରେ ଆଜି ବାବା କେଦାରନାଥ ପୀଠ କପାଟକୁ ବନ୍ଦ କରାଯାଇଛି । ତୁଷାରପାତ ଆରମ୍ଭରୁ ଏହାକୁ ବନ୍ଦ କରାଯାଇଥିବା ବେଳେ ୬ ମାସ ପରେ ଏହା ଖୋଲିବ ବୋଲି ଜଣାପଡିଛି।…

ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍

ନୂଆଦିଲ୍ଲୀ: ଦୀପାବଳି ସରିବାର ୨ ଦିନ ପରେ ମଧ୍ୟ ବିପଜ୍ଜନକ ଅବସ୍ଥାରେ ଦିଲ୍ଲୀର ବାୟୁ ପ୍ରଦୂଷଣ । ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ସୀମା ଠାରୁ ଦିଲ୍ଲୀରେ ପ୍ରଦୂଷଣ ୬୫ ଗୁଣ ଅଧିକ ରହିଛି । ୧୨ ଘଣ୍ଟାରେ ପ୍ରଦୂଷଣ ସ୍ତର ୩୨୭ରୁ ୫୦୭କୁ ବୃଦ୍ଧି…