Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ଵର ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ, ୪୦୦ ପାର୍ କଲା ଏକ୍ୟୁଆଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦୀପାବଳି ପରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ସଡ଼କ ଧୂଳି, ଗାଡି ଧୂଆଁ, ଏବଂ ସହରରେ ନଡ଼ା ଜଳିବା ଘଟଣା ମଧ୍ୟ ଏହି ସମସ୍ୟାକୁ…

ଯମୁନା ନଦୀର ଶୁଦ୍ଧିକରଣ ପାଇଁ ମହାଯଜ୍ଞ ଆରମ୍ଭ

ନୂଆଦିଲ୍ଲୀ: ପ୍ରଦୂଷଣର ଚରମ ସୀମାରେ ପହଞ୍ଚିଛି ଯମୁନା ନଦୀର ଜଳ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଆଉ ଯମୁନା ନଦୀର ଶୁଦ୍ଧତା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ଯମୁନା ସାଂସଦ ରବିଶଙ୍କର ତିଓ୍ବାରୀ । ସେ ସଙ୍କଳ୍ପ ନେଇଛନ୍ତି ଯେ, 'ଯଦି ଯମୁନା ବଞ୍ଚିବ, ତେବେ ଯାଇ ଦିଲ୍ଲୀ ବଞ୍ଚିବ' ।…

ମାସକରେ ୮୫ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ହ୍ବାଟ୍ସଆପ

ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ହ୍ଵାଟସଆପ କେବଳ ଗୋଟିଏ ମାସରେ ୮୫ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । କମ୍ପାନୀ ତା’ର ମାସିକ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ କରିଛି । ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି ଏବଂ ପ୍ଲାଟଫର୍ମର ଅପବ୍ୟବହାରକୁ ରୋକିବା ପାଇଁ…

ୟୁଟ୍ୟୁବ୍ ଦେଖି ଇସିଜି କରୁଛନ୍ତି ଲ୍ୟାବ କର୍ମଚାରୀ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ସ୍ବାସ୍ଥ୍ଯ ସେବାର କରୁଣ ପରିସ୍ଥିତି ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ସରକାରୀ ଡାକ୍ତରଖାନାରେ ଜଣେ ଲ୍ୟାବ କର୍ମଚାରୀ ୟୁଟ୍ୟୁବ୍ ଭିଡିଓ ଦେଖି ରୋଗୀର ଇସିଜି କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୋଧପୁରର ପାଓଟାଠାରେ…

ରାଜଧାନୀରେ କାର ଚାଳକଙ୍କ ଦାଦାଗିରି, ବନେଟରେ ଟ୍ରାଫିକ ପୋଲିସଙ୍କୁ ୨୦ମି…

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବେର ସରାଇ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଜଣ ଟ୍ରାଫିକ ପୋଲିସ କାରର ବୋନେଟରେ ଝୁଲୁଥିବାର ନଜର ଆସିଛନ୍ତି ଏବଂ କାର ଚାଳକ ଦ୍ରୁତ ଗତିରେ ଗାଡି ଚଳାଇ ସେମାନଙ୍କୁ ତଳେ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣା ଶନିବାର ରାତି…

ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦଙ୍କର ଗଳିତ ମୃତଦେହ ଉଦ୍ଧାର 

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ନିର୍ମାତା ଗୁରୁପ୍ରସାଦ ଆଉ ନାହାଁନ୍ତି। ଏହି ନିର୍ମାତା ଜଣକ ସିଲିଂ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତଦେହ କର୍ଣ୍ଣାଟକର ତାଙ୍କ ଘରୁ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଚଳଚ୍ଚିତ୍ର ନିର୍ମାତାଙ୍କର ୫୨ ବର୍ଷ ବୟସରେ ଦେହାନ୍ତ…

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୦୭୦ ସୁଦ୍ଧା ୨୫ ପ୍ରତିଶତ ଖସିବ ଜିଡିପି

ନୂଆଦିଲ୍ଲୀ: ମନୁଷ୍ୟ ହିଁ ଏବେ ମନୁଷ୍ୟ ପାଇଁ ପ୍ରଳୟ ବିଭୀଷିକା ଟାଣି ଆଣୁଛି । ବିଭିନ୍ନ ମନୁଷ୍ୟକୃତ କାର୍ଯ୍ୟ ପାଇଁ ପରିବେଶ ପ୍ରଭାବିତ ହେଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ଏବେ କାଳ ସାଜିଲାଣି । କେଉଁଠି ପ୍ରଦୂଷିତ ବାୟୁମଣ୍ଡଳ, ତ ଆଉ କେଉଁଠି ବରଫ ତରଳି ଲାଣି, ଆଉ କେଉଁଠି ମରୁଭୂମି ଧିରେ…

ଶ୍ରୀନଗରର ରବିବାର ବଜାରରେ ଗ୍ରେନେଡ ଆକ୍ରମଣ, ୧୨ ଆହତ

ଶ୍ରୀନଗର: ଜାମ୍ମୁ କାଶ୍ମୀର ଶ୍ରୀନଗରର ଟିଆରସି ନିକଟରେ ରବିବାର ଦିନ ଏକ ଜନଗହଳିପୂର୍ଣ୍ଣ ବଜାରରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୨ରୁ ଅଧିକ ଜନସାଧାରଣ ଆହତ ହୋଇଥିଲା ବେଳେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଛି। ରବିବାର ବଜାର ନିକଟରେ ଏହି ଘଟଣା…

ହିଜାବ ବିରୋଧରେ ଛାତ୍ରୀଙ୍କ ଅଜବ ପ୍ରତିବାଦ

ନୂଆଦିଲ୍ଲୀ: ଇରାନରେ ହିଜାବକୁ ବିରୋଧ କରି ଶନିବାର ଦିନ ଇରାନର ଇସଲାମିକ ଆଜାଦ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରୀ ନିଜର ପୋଷାକ ଓହ୍ଲାଇ ପ୍ରତିବାଦ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ଅନୁଯାୟୀ ଇରାନରେ ହିଜାବ ଏବଂ ଡ୍ରେସ କୋଡ୍ ସମ୍ବନ୍ଧରେ କଡା ନିୟମ ଅଛି…

ଝାଡ଼ଖଣ୍ଡରେ ଲଢେଇର ନାଁ ‘ଅସ୍ମିତା’

ନୂଆଦିଲ୍ଲୀ: ଓଡିଶା ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅସ୍ମିତା ପ୍ରସଙ୍ଗ । ବିଜେପିର ରୋଟି, ମାଟି, ବେଟି ବନାମ ଜେଏମଏମର ଝାଡ଼ଖଣ୍ଡ ଅସ୍ମିତା । ଲୋକସଭା ଲଢେଇରେ ଆଦିବାସୀ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପିକୁ ମାତ୍ ଦେଇଥିବା ଜେଏମଏମ୍ ବିଧାନସଭା ନିର୍ବାଚନରେ ବି ସମାନ ଫର୍ମୂଲା…